ଧ୍ରୁବଙ୍କ ପ୍ରଶ୍ନର ଉତ୍ତର ଦେଲେ ବୈଜୟନ୍ତଙ୍କ ସଚିବ

କେନ୍ଦ୍ରାପଡ଼ା (ଓଡ଼ିଶା ରିପୋର୍ଟର): ସାଂସଦ ବୈଜୟନ୍ତ ପଣ୍ଡାଙ୍କ ଦଳ ବିରୋଧୀ କାର୍ଯ୍ୟକଳାପ ସମ୍ପର୍କରେ କେନ୍ଦ୍ରାପଡ଼ା ବିଜେଡି ଜିଲ୍ଲା ସଭାପତି ଧ୍ରୁବ ସାହୁ ଗତକାଲି ଦଳର ସୁପ୍ରିମୋ ନବୀନ ପଟ୍ଟନାୟକଙ୍କୁ ଦେଇଥିଲେ ରିପୋର୍ଟ। ନିଜ ରିପୋର୍ଟରେ ୪ଟି ପଏଣ୍ଟ୍ ଉଲ୍ଲେଖ କରିଥିଲେ ଧ୍ରୁବ। ଏହାର ଜବାବ ରଖିଛନ୍ତି ସାଂସଦଙ୍କ ରାଜନୈତିକ ସଚିବ ଜ୍ୟୋତି ପ୍ରକାଶ ଘୋଷ। ଧ୍ରୁବଙ୍କ ପ୍ରଥମେ ଅଭିଯୋଗ ଥିଲା- ବୈଜୟନ୍ତ ଦଳୀୟ କର୍ମୀ ଓ ସେମାନଙ୍କ ସ୍ୱାର୍ଥକୁ ଅଣଦେଖା କରୁଛନ୍ତି। ସେ କଂଗ୍ରେସ କିମ୍ବା ବିଜେପି […]

baijayant-panda-secretary-clarifies-on-kendrapara-bjd-presidents- questions

Rakesh Mallick
  • Published: Friday, 19 January 2018
  • Updated: 19 January 2018, 08:52 PM IST

କେନ୍ଦ୍ରାପଡ଼ା (ଓଡ଼ିଶା ରିପୋର୍ଟର): ସାଂସଦ ବୈଜୟନ୍ତ ପଣ୍ଡାଙ୍କ ଦଳ ବିରୋଧୀ କାର୍ଯ୍ୟକଳାପ ସମ୍ପର୍କରେ କେନ୍ଦ୍ରାପଡ଼ା ବିଜେଡି ଜିଲ୍ଲା ସଭାପତି ଧ୍ରୁବ ସାହୁ ଗତକାଲି ଦଳର ସୁପ୍ରିମୋ ନବୀନ ପଟ୍ଟନାୟକଙ୍କୁ ଦେଇଥିଲେ ରିପୋର୍ଟ। ନିଜ ରିପୋର୍ଟରେ ୪ଟି ପଏଣ୍ଟ୍ ଉଲ୍ଲେଖ କରିଥିଲେ ଧ୍ରୁବ। ଏହାର ଜବାବ ରଖିଛନ୍ତି ସାଂସଦଙ୍କ ରାଜନୈତିକ ସଚିବ ଜ୍ୟୋତି ପ୍ରକାଶ ଘୋଷ।

ଧ୍ରୁବଙ୍କ ପ୍ରଥମେ ଅଭିଯୋଗ ଥିଲା- ବୈଜୟନ୍ତ ଦଳୀୟ କର୍ମୀ ଓ ସେମାନଙ୍କ ସ୍ୱାର୍ଥକୁ ଅଣଦେଖା କରୁଛନ୍ତି। ସେ କଂଗ୍ରେସ କିମ୍ବା ବିଜେପି ସମର୍ଥକଙ୍କ ଦ୍ୱାରା ପରିଚାଳିତ ହେଉଛନ୍ତି।

ଏହାର ଜବାବରେ ବୈଜୟନ୍ତଙ୍କ ସଚିବ ଶ୍ରୀ ଘୋଷ ରାଜନଗର ବ୍ଲକ୍ ଢୋଲମରା ଆର୍‌ଓଟି ଉଦ୍‌ଘାଟନୀ ଉତ୍ସବର ଫଟୋ ଦେଇଛନ୍ତି। ବ୍ଲକ୍ ସ୍ତରୀୟ ସମସ୍ତ ନେତା ଓ କର୍ମୀଙ୍କୁ ଭଲଭାବେ ଅବଗତ କରାଯାଇଥିବା ଓ ସମସ୍ତଙ୍କୁ ଗୁରୁତ୍ୱ ଦିଆଯାଉଥିବା ଏହା ପ୍ରମାଣିତ କରୁଛି ବୋଲି ସେ କହିଛନ୍ତି।

ଧ୍ରୁବଙ୍କ ଦ୍ୱିତୀୟ ପ୍ରଶ୍ନ ଏମ୍‌ପି ଲାଡ୍ ବଣ୍ଟନରେ ଅନିୟମିତତା ଅଭିଯୋଗ।

ଏହାର ଜବାବରେ ବୈଜୟନ୍ତଙ୍କ କାର୍ଯ୍ୟାଳୟ କହିଛି, ସାଂସଦ ଆଜି ପର୍ଯ୍ୟନ୍ତ ୩ କୋଟି ୩୬ ଲକ୍ଷ ଟଙ୍କାର ପ୍ରକଳ୍ପ ପାଇଁ ସୁପାରିଶ କରିଛନ୍ତି। ନିକଟ ଭବିଷ୍ୟତରେ ଆହୁରି ଅଧିକ ପ୍ରକଳ୍ପ ହେବ। ସେଥିମଧ୍ୟରୁ ଅନେକ ପ୍ରକଳ୍ପ ଧ୍ରୁବ ସାହୁ ଓ ତାଙ୍କ ପ୍ରତିନିଧିଙ୍କ ପରାମର୍ଶ ଅନୁସାରେ ହୋଇଛି।

ତୃତୀୟରେ ଦଳ ବିରୋଧୀ କାର୍ଯ୍ୟକଳାପ ନେଇ ଧ୍ରୁବ ଉଠାଇଥିବା ଅଭିଯୋଗକୁ ସାଂସଦଙ୍କ ସଚିବ ଖଣ୍ଡନ କରିବା ସହ ଏହା ସଂପୂର୍ଣ୍ଣ ଭିତ୍ତିହୀନ ବୋଲି କହିଛନ୍ତି।

ତୃଣମୂଳସ୍ତରରେ ଲୋକଙ୍କ ସହ ସମ୍ପର୍କ ତୁଟୁଥିବା ନେଇ ଧ୍ରୁବଙ୍କ ଚତୁର୍ଥ ଅଭିଯୋଗର ଜବାବ ରଖି ବୈଜୟନ୍ତଙ୍କ ସଚିବ କହିଛନ୍ତି-“ସାଂସଦଙ୍କ ଦ୍ୱାରା ହାତକୁ ନିଆଯାଇଥିବା ସମସ୍ତ ଜନହିତକର କାର୍ଯ୍ୟ ଦଳ ଓ ଲୋକଙ୍କ ମଧ୍ୟରେ ସମ୍ପର୍କକୁ ଦୃଢ଼ କରିଛି।”

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story