ନିର୍ମାଣାଧୀନ ଓ ନବନିର୍ମିତ ବ୍ରିଜ୍‌ ଓ ଫ୍ଲାଏଓଭର ଗୁଡ଼ିକର ଯାଞ୍ଚ ହେଉ: ବୈଜୟନ୍ତ

ଭୁବନେଶ୍ଵର: ବରଗଡ଼ରେ ନଦୀ ଉପରେ ନିର୍ମାଣାଧୀନ ବ୍ରିଜ୍ ଭୁଶୁଡ଼ିବା ଘଟଣାରେ ଚିନ୍ତା ପ୍ରକଟ କରିଛନ୍ତି କେନ୍ଦ୍ରାପଡ଼ା ସାଂସଦ ବୈଜୟନ୍ତ ପଣ୍ଡା। ସେ ଏ ଘଟଣା ଉପରେ ଟ୍ଵିଟ୍ କରି କହିଛନ୍ତି ଯେ ଆଉ ଏମିତି ଘଟଣା ନ ଘଟୁ। ଏଥିପାଇଁ ଅନ୍ୟ ନିର୍ମାଣାଧୀନ ବ୍ରିଜ୍ ଓ ଫ୍ଲାଏଓଭର ଗୁଡ଼ିକର ଯାଞ୍ଚ ହେଉ। ଏଥିପାଇଁ ଟାସ୍କ ଫୋର୍ସ ଗଠନ କରାଯାଉ। ଅନ୍ୟ ନିର୍ମାଣାଧୀନ ସେତୁଗୁଡ଼ିକ ସହିତ ନବନିର୍ମିତ ବ୍ରିଜ ଓ ଫ୍ଲାଏଓଭର ଗୁଡ଼ିକର ମଧ୍ୟ ଯାଞ୍ଚ କରାଯାଉ। ଗତକାଲି […]

Rakesh Mallick
  • Published: Monday, 25 September 2017
  • Updated: 25 September 2017, 07:08 AM IST

Sports

Latest News

ଭୁବନେଶ୍ଵର: ବରଗଡ଼ରେ ନଦୀ ଉପରେ ନିର୍ମାଣାଧୀନ ବ୍ରିଜ୍ ଭୁଶୁଡ଼ିବା ଘଟଣାରେ ଚିନ୍ତା ପ୍ରକଟ କରିଛନ୍ତି କେନ୍ଦ୍ରାପଡ଼ା ସାଂସଦ ବୈଜୟନ୍ତ ପଣ୍ଡା। ସେ ଏ ଘଟଣା ଉପରେ ଟ୍ଵିଟ୍ କରି କହିଛନ୍ତି ଯେ ଆଉ ଏମିତି ଘଟଣା ନ ଘଟୁ। ଏଥିପାଇଁ ଅନ୍ୟ ନିର୍ମାଣାଧୀନ ବ୍ରିଜ୍ ଓ ଫ୍ଲାଏଓଭର ଗୁଡ଼ିକର ଯାଞ୍ଚ ହେଉ। ଏଥିପାଇଁ ଟାସ୍କ ଫୋର୍ସ ଗଠନ କରାଯାଉ। ଅନ୍ୟ ନିର୍ମାଣାଧୀନ ସେତୁଗୁଡ଼ିକ ସହିତ ନବନିର୍ମିତ ବ୍ରିଜ ଓ ଫ୍ଲାଏଓଭର ଗୁଡ଼ିକର ମଧ୍ୟ ଯାଞ୍ଚ କରାଯାଉ।

ଗତକାଲି ଜୀରା ନଦୀ ଉପରେ ନିର୍ମାଣାଧୀନ ବ୍ରିଜ ଭୁଶୁଡ଼ି ପଡ଼ିବା ଯୋଗୁଁ ୫ ଜଣ ଆହତ ହୋଇଥିଲେ। ଏହି ଘଟଣାରେ ପୋଲିସ ଆଜି ଦୁଇ ଜଣଙ୍କୁ ଗିରଫ କରିଛି। ସେମାନେ ହେଲେ ଏସ୍‌ଡିଓ କମଳାକାନ୍ତ ତରିଆ ଓ ଜେଇ ମନୋରଞ୍ଜନ ମହାପାତ୍ର।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story