ଜଣେ ଆଇଏଏସ୍‌ ଅଫିସରଙ୍କ ନେତୃତ୍ୱରେ ମୋ ବିରୁଦ୍ଧରେ ଷଡ଼ଯନ୍ତ୍ରକୁ ନବୀନ ଦେଖିପାରିଲେନି: ବୈଜୟନ୍ତ

ଭୁବନେଶ୍ୱର (ଓଡ଼ିଶା ରିପୋର୍ଟର): ଦଳ ବିରୋଧୀ କାର୍ଯ୍ୟ ଅଭିଯୋଗରେ କେନ୍ଦ୍ରାପଡା ସାଂସଦ ବୈଜୟନ୍ତ ପଣ୍ଡାଙ୍କୁ ବିଜେଡି ସୁପ୍ରିମୋ ନବୀନ ପଟ୍ଟନାୟକ ଦଳର ପ୍ରାଥମିକ ସଦସ୍ୟ ପଦରୁ ନିଲମ୍ବିତ କରିଛନ୍ତି। ଏନେଇ ଏକ ଖବରଦାତା ସମ୍ମିଳନୀରେ ମନ୍ତ୍ରୀ ସୂର୍ଯ୍ୟ ନାରାୟଣ ପାତ୍ର ସୂଚନା ଦେଇଛନ୍ତି। ଏହି ଖବର ପାଇବା ପରେ ଟ୍ୱିଟ୍‌ କରି ନିଜ ପ୍ରତିକ୍ରିୟା ରଖିଛନ୍ତି ସାଂସଦ ପଣ୍ଡା। ସେ କହିଛନ୍ତି, “ଏହି ନିଷ୍ପତ୍ତିରେ ମୁଁ ଚକିତ। ଏହା ଅତ୍ୟନ୍ତ ଦୁଃଖଦାୟକ।” ସେ ଆହୁରି କହିଛନ୍ତି, “ଦଳକୁ […]

Baijayant-Panda

Baijayant-Panda

Rakesh Mallick
  • Published: Wednesday, 24 January 2018
  • Updated: 24 January 2018, 09:46 PM IST

Sports

Latest News

ଭୁବନେଶ୍ୱର (ଓଡ଼ିଶା ରିପୋର୍ଟର): ଦଳ ବିରୋଧୀ କାର୍ଯ୍ୟ ଅଭିଯୋଗରେ କେନ୍ଦ୍ରାପଡା ସାଂସଦ ବୈଜୟନ୍ତ ପଣ୍ଡାଙ୍କୁ ବିଜେଡି ସୁପ୍ରିମୋ ନବୀନ ପଟ୍ଟନାୟକ ଦଳର ପ୍ରାଥମିକ ସଦସ୍ୟ ପଦରୁ ନିଲମ୍ବିତ କରିଛନ୍ତି। ଏନେଇ ଏକ ଖବରଦାତା ସମ୍ମିଳନୀରେ ମନ୍ତ୍ରୀ ସୂର୍ଯ୍ୟ ନାରାୟଣ ପାତ୍ର ସୂଚନା ଦେଇଛନ୍ତି। ଏହି ଖବର ପାଇବା ପରେ ଟ୍ୱିଟ୍‌ କରି ନିଜ ପ୍ରତିକ୍ରିୟା ରଖିଛନ୍ତି ସାଂସଦ ପଣ୍ଡା। ସେ କହିଛନ୍ତି, “ଏହି ନିଷ୍ପତ୍ତିରେ ମୁଁ ଚକିତ। ଏହା ଅତ୍ୟନ୍ତ ଦୁଃଖଦାୟକ।”

ସେ ଆହୁରି କହିଛନ୍ତି, “ଦଳକୁ ନିୟନ୍ତ୍ରଣ କରୁଥିବା ଜଣେ ଆଇଏଏସ ଅଫିସରଙ୍କ ନେତୃତ୍ୱରେ ମୋ ବିରୁଦ୍ଧରେ ଚାଲିଥିବା ଷଡ଼ଯନ୍ତ୍ରକୁ ନବୀନ ପଟ୍ଟନାୟକ ଦେଖିପାରିଲେ ନାହିଁ। ମୋ ନାଁରେ ଆସିଥିବା ସମସ୍ତ ଅଭିଯୋଗକୁ ଦୃଢ଼ତାର ସହ ଖଣ୍ଡନ କରୁଛି। ଏହା ସମ୍ପୂର୍ଣ୍ଣ ମିଥ୍ୟା ଓ ଭିତ୍ତିହୀନ।”

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story