ବୈପାରୀଗୁଡ଼ା ସିଡିପିଓ ନିଲମ୍ବିତ

ଜୟପୁର(ଟି.ଗୌରୀ ଶଙ୍କର): ବିଭିନ୍ନ ଦୁର୍ନୀତି  ଅଭିଯୋଗରେ ବୈପାରୀଗୁଡ଼ା ସିଡିପିଓ ସୁରମା ମହାପାତ୍ରଙ୍କୁ ନିଲମ୍ବନ କରାଯାଇଛି। ମହିଳା ଓ ଶିଶୁକଲ୍ୟାଣ ବିଭାଗ ପକ୍ଷରୁ ତାଙ୍କୁ ନିଲମ୍ବିତ କରାଯାଇଥିବା ନେଇ ଜିଲ୍ଲା ସମାଜ ମଙ୍ଗଳ ଅଧିକାରୀ ହରେକୃଷ୍ଣ ପ୍ରଧାନ ସୂଚନା ଦେଇଛନ୍ତି। ଶ୍ରୀମତି ମହାପାତ୍ରଙ୍କ ବିରୋଧରେ ବହୁ ଗୁରୁତର ଅଭିଯୋଗ ହୋଇଥିଲା। ପ୍ରିସ୍କୁଲ କିଟ୍ କିଣାରେ ଅନିୟମିତତା ସହ ଅଙ୍ଗନବାଡି କର୍ମୀଙ୍କଠାରୁ ପିସି ଆଦାୟ, କର୍ମଚାରୀଙ୍କୁ ନିର୍ଯାତନା ଓ ଛତୁଆ ବଣ୍ଟନରେ ଅନିୟମିତତା କରିଥିବା ଭଳି ଅଭିଯୋଗ ତାଙ୍କ ନାଁରେ […]

surama,,,

surama,,,

Tapaswini Nayak
  • Published: Monday, 16 September 2019
  • Updated: 16 September 2019, 02:38 PM IST

Sports

Latest News

ଜୟପୁର(ଟି.ଗୌରୀ ଶଙ୍କର): ବିଭିନ୍ନ ଦୁର୍ନୀତି  ଅଭିଯୋଗରେ ବୈପାରୀଗୁଡ଼ା ସିଡିପିଓ ସୁରମା ମହାପାତ୍ରଙ୍କୁ ନିଲମ୍ବନ କରାଯାଇଛି। ମହିଳା ଓ ଶିଶୁକଲ୍ୟାଣ ବିଭାଗ ପକ୍ଷରୁ ତାଙ୍କୁ ନିଲମ୍ବିତ କରାଯାଇଥିବା ନେଇ ଜିଲ୍ଲା ସମାଜ ମଙ୍ଗଳ ଅଧିକାରୀ ହରେକୃଷ୍ଣ ପ୍ରଧାନ ସୂଚନା ଦେଇଛନ୍ତି।

ଶ୍ରୀମତି ମହାପାତ୍ରଙ୍କ ବିରୋଧରେ ବହୁ ଗୁରୁତର ଅଭିଯୋଗ ହୋଇଥିଲା। ପ୍ରିସ୍କୁଲ କିଟ୍ କିଣାରେ ଅନିୟମିତତା ସହ ଅଙ୍ଗନବାଡି କର୍ମୀଙ୍କଠାରୁ ପିସି ଆଦାୟ, କର୍ମଚାରୀଙ୍କୁ ନିର୍ଯାତନା ଓ ଛତୁଆ ବଣ୍ଟନରେ ଅନିୟମିତତା କରିଥିବା ଭଳି ଅଭିଯୋଗ ତାଙ୍କ ନାଁରେ ହୋଇଥିଲା। ଏହି ନେଇ ପ୍ରଶାସନିକ ତଦନ୍ତ ସହିତ ବିଭାଗୀୟ ତଦନ୍ତ କରାଯାଇଥିଲା। ଏହାପରେ ତାଙ୍କୁ ନିଲମ୍ବିତ କରାଯାଇଛି।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story