ବିରଳ ପ୍ରଜାତିର ବଜ୍ରକାପ୍ତା ଉଦ୍ଧାର

ସୋରୋ(ଓଡ଼ିଶା ରିପୋର୍ଟର): ବାଲେଶ୍ୱର ଜିଲ୍ଲା ଔପଦା ଥାନା ଦାରିପୋଖରୀ ଅଞ୍ଚଳରୁ ଏକ ବିରଳ ପ୍ରଜାତିର ବଜ୍ରକାପ୍ତା ଉଦ୍ଧାର ହୋଇଛି। ଗତକାଲି ରାତିରେ ଏହି ବଜ୍ରକାପ୍ତାଟି ଦାରିପୋଖରୀ ନିକଟରେ ଥିବା କେନାଲରେ ପାଣିରେ ଚାଲୁଥିବା ଲୋକେ ଦେଖିବାକୁ ପାଇଥିଲେ। ଏନେଇ ଚାନ୍ଦିପୁର ବନ ବିଭାଗକୁ ଖବର ଦେଇଥିଲେ। ଖବରପାଇ ବନବିଭାଗ କର୍ମଚାରୀ ଘଟଣାସ୍ଥଳରେ ପହଞ୍ଚି ଏହି ବଜ୍ରକାପ୍ତାଟିକୁ ଉଦ୍ଧାର କରିଛନ୍ତି। ବାଲେଶ୍ୱର ଡ଼ିଏଫଓଙ୍କ ନିର୍ଦ୍ଦେଶକ୍ରମେ ସୋର ଓ୍ୱାଇଲଡ ଲାଇଫ ରେଞ୍ଜ କର୍ମଚାରୀଙ୍କୁ ବଜ୍ରକାପ୍ତାଟିକୁ ହସ୍ତାନ୍ତର କରାଯାଇଛି। ବଜ୍ରକାପ୍ତାର ଓଜନ […]

bajrakapta-2

bajrakapta-2

Tapaswini Nayak
  • Published: Saturday, 17 October 2020
  • Updated: 17 October 2020, 02:12 PM IST

Sports

Latest News

ସୋରୋ(ଓଡ଼ିଶା ରିପୋର୍ଟର): ବାଲେଶ୍ୱର ଜିଲ୍ଲା ଔପଦା ଥାନା ଦାରିପୋଖରୀ ଅଞ୍ଚଳରୁ ଏକ ବିରଳ ପ୍ରଜାତିର ବଜ୍ରକାପ୍ତା ଉଦ୍ଧାର ହୋଇଛି। ଗତକାଲି ରାତିରେ ଏହି ବଜ୍ରକାପ୍ତାଟି ଦାରିପୋଖରୀ ନିକଟରେ ଥିବା କେନାଲରେ ପାଣିରେ ଚାଲୁଥିବା ଲୋକେ ଦେଖିବାକୁ ପାଇଥିଲେ। ଏନେଇ ଚାନ୍ଦିପୁର ବନ ବିଭାଗକୁ ଖବର ଦେଇଥିଲେ।

ଖବରପାଇ ବନବିଭାଗ କର୍ମଚାରୀ ଘଟଣାସ୍ଥଳରେ ପହଞ୍ଚି ଏହି ବଜ୍ରକାପ୍ତାଟିକୁ ଉଦ୍ଧାର କରିଛନ୍ତି। ବାଲେଶ୍ୱର ଡ଼ିଏଫଓଙ୍କ ନିର୍ଦ୍ଦେଶକ୍ରମେ ସୋର ଓ୍ୱାଇଲଡ ଲାଇଫ ରେଞ୍ଜ କର୍ମଚାରୀଙ୍କୁ ବଜ୍ରକାପ୍ତାଟିକୁ ହସ୍ତାନ୍ତର କରାଯାଇଛି। ବଜ୍ରକାପ୍ତାର ଓଜନ ୪  କିଲୋରୁ ଅଧିକ ହେବ ବୋଲି ସୂଚନା ମିଳିଛି।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story