ବେକାରୀ ସମସ୍ୟା ପ୍ରତିବାଦରେ ଯୁବ କଂଗ୍ରେସର ବିକ୍ଷୋଭ

ଭୁବନେଶ୍ୱର: ରାଜ୍ୟର ବେକାର ଯୁବକ, ଯୁବତୀଙ୍କୁ ନିଯୁକ୍ତି ଦେବାରେ ସରକାରଙ୍କ ବିଫଳତା ପ୍ରତିବାଦରେ ଯୁବ କଂଗ୍ରେସ ପକ୍ଷରୁ ଆଜି ଭୁବନେଶ୍ୱର ଏଡିଏମ୍ ଅଫିସ ଆଗରେ ବିକ୍ଷୋଭ ପ୍ରଦର୍ଶନ କରାଯାଇଛି। ବହୁ ସଂଖ୍ୟାରେ କଂଗ୍ରେସ କର୍ମୀଙ୍କ ସହ ପିସିସି ସଭାପତି ପ୍ରସାଦ ହରିଚନ୍ଦନ, ବରିଷ୍ଠ କଂଗ୍ରେସ ନେତା ନିରଞ୍ଜନ ପଟ୍ଟନାୟକ, ଲୁଲୁ ମହାପାତ୍ର ପ୍ରମୁଖ ଏଥିରେ ସାମିଲ ହୋଇଛନ୍ତି। ଏଡିଏମ୍  ଅଫିସରେ ପହଞ୍ଚିବା ପୂର୍ବରୁ ନେତା ଓ କର୍ମୀମାନେ କଂଗ୍ରେସ ଭବନରୁ ଏକ ବାଇକ ରାଲିରେ  ଆସିଥିଲେ। ବରିଷ୍ଠ […]

cog

cog

Rakesh Mallick
  • Published: Thursday, 30 June 2016
  • Updated: 30 June 2016, 04:29 PM IST

Sports

Latest News

ଭୁବନେଶ୍ୱର: ରାଜ୍ୟର ବେକାର ଯୁବକ, ଯୁବତୀଙ୍କୁ ନିଯୁକ୍ତି ଦେବାରେ ସରକାରଙ୍କ ବିଫଳତା ପ୍ରତିବାଦରେ ଯୁବ କଂଗ୍ରେସ ପକ୍ଷରୁ ଆଜି ଭୁବନେଶ୍ୱର ଏଡିଏମ୍ ଅଫିସ ଆଗରେ ବିକ୍ଷୋଭ ପ୍ରଦର୍ଶନ କରାଯାଇଛି। ବହୁ ସଂଖ୍ୟାରେ କଂଗ୍ରେସ କର୍ମୀଙ୍କ ସହ ପିସିସି ସଭାପତି ପ୍ରସାଦ ହରିଚନ୍ଦନ, ବରିଷ୍ଠ କଂଗ୍ରେସ ନେତା ନିରଞ୍ଜନ ପଟ୍ଟନାୟକ, ଲୁଲୁ ମହାପାତ୍ର ପ୍ରମୁଖ ଏଥିରେ ସାମିଲ ହୋଇଛନ୍ତି। ଏଡିଏମ୍  ଅଫିସରେ ପହଞ୍ଚିବା ପୂର୍ବରୁ ନେତା ଓ କର୍ମୀମାନେ କଂଗ୍ରେସ ଭବନରୁ ଏକ ବାଇକ ରାଲିରେ  ଆସିଥିଲେ।

ବରିଷ୍ଠ ନେତା ନିରଞ୍ଜନ ପଟ୍ଟନାୟକ  କହିଛନ୍ତି, “ସାରା ରାଜ୍ୟରେ ଆଜି ଯୁବ କଂଗ୍ରେସ ପକ୍ଷରୁ ବେକାରୀ ସମସ୍ୟା ନେଇ ଆନ୍ଦୋଳନ କରାଯାଉଛି। ନବୀନ ବାବୁଙ୍କ ପ୍ରତିଶ୍ରୁତି ଏବେ ପାଣିର ଗାର ହୋଇଛି। ସରକାରଙ୍କ ଅପାରଗତା ପାଇଁ  ଯୁବକମାନେ ନିଯୁକ୍ତି ପାଇ ପରୁନାହାନ୍ତି, ବେକାର ହୋଇ ବୁଲୁଛନ୍ତି। ଗତ ଦୁଇବର୍ଷ ଭିତରେ ସାରା ଦେଶରେ କୌଣସି ଗ୍ରୀନ୍ ଫିଲ୍ଡ ପ୍ରୋଜେକ୍ଟ ହୋଇନାହିଁ। ମୋଦି ‘ଅଚ୍ଛେଦିନ’ ଆସିବ ବୋଲି କହି ଲୋକମାନଙ୍କୁ ପ୍ରତାରଣା କରୁଥିବା ବେଳେ ନବୀନ ସରକାର ଟଙ୍କାକିଆ ଚାଉଳ ଦେଇ  ଲୋକମାନଙ୍କୁ ଠକାଉଛନ୍ତି। ଏହା ଦ୍ୱାରା ଦେଶର ବିକାଶ ହେଉନାହିଁ ବରଂ ବିନାଶ ହେଉଛି।”

ବରିଷ୍ଠ କଂଗ୍ରେସ ନେତା ସୁର ରାଉତରାୟ କହିଛନ୍ତି, “ନବୀନ ବାବୁ ୩୦ ଲକ୍ଷ ଲୋକଙ୍କୁ ନିଯୁକ୍ତି ଦେବାପାଇଁ କହିଥିଲେ। ଏପର୍ଯ୍ୟନ୍ତ ୩୦ ଜଣ ଲୋକଙ୍କୁ ନିଯୁକ୍ତି ଦେଇନାହାନ୍ତି। ଏବେ ଦେଶରେ ବେକାରୀ ଯୁବକଯୁବତୀଙ୍କ ସଂଖ୍ୟା ବଢ଼ିଚାଲିଛି।”

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story