ବଲାଙ୍ଗିର: ଆଜିଠୁ ପୁଣି ଉଚ୍ଛେଦ କରାଯିବ ଟିମନର ବେଆଇନ ଘର

ବଲାଙ୍ଗିର: ବଲାଙ୍ଗିରର କୁଖ୍ୟାତ ଅପରାଧୀ ଟିମନ କୁମ୍ଭାରର ଲର୍କିପାଲି ସ୍ଥିତ ସରକାରୀ ଜମିରେ ନିର୍ମାଣ କରିଥିବା ଘର ଆଜିଠୁ ପୁଣି ଉଚ୍ଛେଦ କରାଯିବ। ମେସିନ୍ ଅଭାବରୁ ସୋମବାରଠାରୁ ପୌରସଂସ୍ଥା ଜବରଦଖଲ ଉଚ୍ଛେଦ ସ୍ଥଗିତ ରଖିଥିଲା। ଅନ୍ୟପକ୍ଷେ ଅସୁସ୍ଥତା ପାଇଁ ବୁର୍ଲା ବଡ଼ ମେଡିକାଲରେ ଟିମନକୁ ଭର୍ତ୍ତି କରାଯାଇଛି।  ଗତ ୮ ତାରିଖ ସଂଧ୍ୟାରେ ଅସୁସ୍ଥତା ଅନୁଭବ କରିବାରୁ ଟିମନକୁ ବଲାଙ୍ଗିର ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ  ଭର୍ତ୍ତି କରାଯାଇଥିଲା। ଟିମନର ସୁଗାର ଓ ବ୍ଲଡ ପ୍ରେସର ବଢ଼ି ଯାଇଥିବା […]

timan

timan

Rakesh Mallick
  • Published: Wednesday, 11 May 2016
  • Updated: 11 May 2016, 02:20 AM IST

ବଲାଙ୍ଗିର: ବଲାଙ୍ଗିରର କୁଖ୍ୟାତ ଅପରାଧୀ ଟିମନ କୁମ୍ଭାରର ଲର୍କିପାଲି ସ୍ଥିତ ସରକାରୀ ଜମିରେ ନିର୍ମାଣ କରିଥିବା ଘର ଆଜିଠୁ ପୁଣି ଉଚ୍ଛେଦ କରାଯିବ। ମେସିନ୍ ଅଭାବରୁ ସୋମବାରଠାରୁ ପୌରସଂସ୍ଥା ଜବରଦଖଲ ଉଚ୍ଛେଦ ସ୍ଥଗିତ ରଖିଥିଲା। ଅନ୍ୟପକ୍ଷେ ଅସୁସ୍ଥତା ପାଇଁ ବୁର୍ଲା ବଡ଼ ମେଡିକାଲରେ ଟିମନକୁ ଭର୍ତ୍ତି କରାଯାଇଛି।

 ଗତ ୮ ତାରିଖ ସଂଧ୍ୟାରେ ଅସୁସ୍ଥତା ଅନୁଭବ କରିବାରୁ ଟିମନକୁ ବଲାଙ୍ଗିର ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ  ଭର୍ତ୍ତି କରାଯାଇଥିଲା। ଟିମନର ସୁଗାର ଓ ବ୍ଲଡ ପ୍ରେସର ବଢ଼ି ଯାଇଥିବା ଜଣାପଡ଼ିଥିଲା। ବଲାଙ୍ଗିରରେ କାର୍ଡିଓଲୋଜି ଚିକିତ୍ସା ସୁବିଧା ନ ଥିବାରୁ  ଟିମନକୁ ବୁର୍ଲା ବଡ଼ ମେଡିକାଲକୁ ସ୍ଥାନାନ୍ତର କରାଯାଇଥିଲା।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story