ବଲାଙ୍ଗିର: ମେସିନ୍ ଅଭାବରୁ ଟିମନ୍ କୁମ୍ଭାରର ବେଆଇନ କୋଠା ଭଙ୍ଗା ଆଜି ସ୍ଥଗିତ

ବଲାଙ୍ଗିର: ବଲାଙ୍ଗିରର କୁଖ୍ୟାତ ଅପରାଧୀ ଟିମନ୍ କୁମ୍ଭାରର ଲର୍କିପାଲି ସ୍ଥିତ ସରକାରୀ ଜମିରେ ନିର୍ମାଣ କରିଥିବା କୋଠା ଭଙ୍ଗା କାର୍ଯ୍ୟ ଆଜି ଦିନକ ପାଇଁ ସ୍ଥଗିତ ରହିଛି। ଘର ଭାଙ୍ଗିବା ଲାଗି ଆବଶ୍ୟକ ମେସିନ୍ ଅଭାବରୁ ଏହି ଉଚ୍ଛେଦ କାର୍ଯ୍ୟକୁ ବନ୍ଦ ରଖାଯାଇଛି ବୋଲି ପୌର ପରିଷଦ କାର୍ଯ୍ୟନିର୍ବାହୀ ଅଧିକାରୀ ଏହି ସୂଚନା ଦେଇଛନ୍ତି।  ଗତ ଶନିବାର ଓ ରବିବାର ଦୁଇ ଦିନ ଧରି ମାଜିଷ୍ଟ୍ରେଟ୍ ଓ ପୌରପାଳିକା କାର୍ଯ୍ୟନିର୍ବାହୀ ଅଧିକାରୀଙ୍କ ଉପସ୍ଥିତିରେ ଜବରଦଖଲ ଉଚ୍ଛେଦ କରାଯାଇଥିଲା। ଗତକାଲି ଲର୍କିପାଲିରେ  […]

timan

timan

Rakesh Mallick
  • Published: Monday, 09 May 2016
  • Updated: 09 May 2016, 09:21 AM IST

Sports

Latest News

ବଲାଙ୍ଗିର: ବଲାଙ୍ଗିରର କୁଖ୍ୟାତ ଅପରାଧୀ ଟିମନ୍ କୁମ୍ଭାରର ଲର୍କିପାଲି ସ୍ଥିତ ସରକାରୀ ଜମିରେ ନିର୍ମାଣ କରିଥିବା କୋଠା ଭଙ୍ଗା କାର୍ଯ୍ୟ ଆଜି ଦିନକ ପାଇଁ ସ୍ଥଗିତ ରହିଛି। ଘର ଭାଙ୍ଗିବା ଲାଗି ଆବଶ୍ୟକ ମେସିନ୍ ଅଭାବରୁ ଏହି ଉଚ୍ଛେଦ କାର୍ଯ୍ୟକୁ ବନ୍ଦ ରଖାଯାଇଛି ବୋଲି ପୌର ପରିଷଦ କାର୍ଯ୍ୟନିର୍ବାହୀ ଅଧିକାରୀ ଏହି ସୂଚନା ଦେଇଛନ୍ତି।

 ଗତ ଶନିବାର ଓ ରବିବାର ଦୁଇ ଦିନ ଧରି ମାଜିଷ୍ଟ୍ରେଟ୍ ଓ ପୌରପାଳିକା କାର୍ଯ୍ୟନିର୍ବାହୀ ଅଧିକାରୀଙ୍କ ଉପସ୍ଥିତିରେ ଜବରଦଖଲ ଉଚ୍ଛେଦ କରାଯାଇଥିଲା। ଗତକାଲି ଲର୍କିପାଲିରେ  ଥିବା ଗ୍ୟାରେଜ ସହ ୮ଟି ଘର ଭଙ୍ଗା ଯାଇଥିଲା।

ଅନ୍ୟପକ୍ଷରେ  ଶରୀରର ଅସୁସ୍ଥତା କାରଣରୁ ଟିମନକୁ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ଭର୍ତ୍ତି କରାଯାଇଛି। ଏପ୍ରିଲ ୨୪ ତାରିଖରେ ଟିମନକୁ ଗିରଫ କରିଥିଲା ବଲାଙ୍ଗିର ପୋଲିସ୍।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story