ପଞ୍ଚାୟତ ନିର୍ବାଚନ ବର୍ଜନ ଦାବିରେ ବଲାଙ୍ଗିରରେ ମାଓ ପୋଷ୍ଟର

ବଲାଙ୍ଗିର: ପଞ୍ଚାୟତ ନିର୍ବାଚନ ବର୍ଜନ ଦାବିରେ ବଲାଙ୍ଗିର ଜିଲ୍ଲାରେ ମାଓ ପୋଷ୍ଟର ମରାଯାଇଛି। ପାଟଣାଗଡ଼ର ଗଙ୍ଗାସାଗରର ପଡ଼ିଆ ସହ ଖପ୍ରାଖୋଲ ବ୍ଲକର ବିଭିନ୍ନ ସ୍ଥାନରେ ଏହି ପୋଷ୍ଟର ଦେଖିବାକୁ ମିଳିଛି। ପୋଷ୍ଟରରେ ନିର୍ବାଚନ ବର୍ଜନ ସହ ଭାରତର ସମ୍ବିଧାନ ବଦଳାଯିବାକୁ ଉଲ୍ଲେଖ କରାଯାଇଛି। ପୋଷ୍ଟରରେ ଭାରତୀୟ କମ୍ୟୁନିଷ୍ଟ ପାର୍ଟି ମାଓବାଦୀ ବଲାଙ୍ଗିର- ବରଗଡ଼-ମହାସମୁନ୍ଦ ଡିଭିଜନ କମିଟି ବୋଲି ଉଲ୍ଲେଖ ରହିଛି।

mao

mao

Rakesh Mallick
  • Published: Thursday, 26 January 2017
  • Updated: 26 January 2017, 03:04 PM IST

Sports

Latest News

ବଲାଙ୍ଗିର: ପଞ୍ଚାୟତ ନିର୍ବାଚନ ବର୍ଜନ ଦାବିରେ ବଲାଙ୍ଗିର ଜିଲ୍ଲାରେ ମାଓ ପୋଷ୍ଟର ମରାଯାଇଛି। ପାଟଣାଗଡ଼ର ଗଙ୍ଗାସାଗରର ପଡ଼ିଆ ସହ ଖପ୍ରାଖୋଲ ବ୍ଲକର ବିଭିନ୍ନ ସ୍ଥାନରେ ଏହି ପୋଷ୍ଟର ଦେଖିବାକୁ ମିଳିଛି।

ପୋଷ୍ଟରରେ ନିର୍ବାଚନ ବର୍ଜନ ସହ ଭାରତର ସମ୍ବିଧାନ ବଦଳାଯିବାକୁ ଉଲ୍ଲେଖ କରାଯାଇଛି। ପୋଷ୍ଟରରେ ଭାରତୀୟ କମ୍ୟୁନିଷ୍ଟ ପାର୍ଟି ମାଓବାଦୀ ବଲାଙ୍ଗିର- ବରଗଡ଼-ମହାସମୁନ୍ଦ ଡିଭିଜନ କମିଟି ବୋଲି ଉଲ୍ଲେଖ ରହିଛି।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story