ବଲାଙ୍ଗିର: ତିନି ଦିନର ବିରତି ପରେ ପୁଣି ଟିମନର ବେଆଇନ ଘର ଭାଙ୍ଗିଲା ପ୍ରଶାସନ

ବଲାଙ୍ଗିର: ତିନି ଦିନର ବିରତି ପରେ ବଲାଙ୍ଗିରର କୁଖ୍ୟାତ ଅପରାଧୀ ଟିମନ କୁମ୍ଭାରର ଲରକିପାଲିରେ ଥିବା ସରକାରୀ ଜମି ଉପରେ ନିର୍ମିତ ଅଧାଭଙ୍ଗା କୋଠାକୁ ଆଜି ପୁଣି ପ୍ରଶାସନ ଉଚ୍ଛେଦ କରୁଛି। କୌଣସି ଅପ୍ରୀତିକର ପରିସ୍ଥିତିକୁ ଏଡାଇବା ପାଇଁ ପୋଲିସ୍ ଫୋର୍ସ ମୁତୟନ କରାଯାଇଛି। ଘଟଣାସ୍ଥଳରେ ପୋଲିସ୍ ଓ ମାଜିଷ୍ଟେଟ୍ ଉପସ୍ଥିତ ଅଛନ୍ତି। ବଲାଙ୍ଗିର ପୌରସଂସ୍ଥା ପକ୍ଷରୁ ନୋଟିସ୍ ପରେ ଗତ ୬ ତାରିଖ ଦିନ  ଉଚ୍ଛେଦ କରାଯାଇଥିଲା। କିନ୍ତୁ ଉଚ୍ଛେଦ କାର୍ଯ୍ୟ ସମ୍ପୂର୍ଣ୍ଣ ହୋଇପାରି ନ […]

timan

timan

Rakesh Mallick
  • Published: Thursday, 12 May 2016
  • Updated: 12 May 2016, 04:22 AM IST

ବଲାଙ୍ଗିର: ତିନି ଦିନର ବିରତି ପରେ ବଲାଙ୍ଗିରର କୁଖ୍ୟାତ ଅପରାଧୀ ଟିମନ କୁମ୍ଭାରର ଲରକିପାଲିରେ ଥିବା ସରକାରୀ ଜମି ଉପରେ ନିର୍ମିତ ଅଧାଭଙ୍ଗା କୋଠାକୁ ଆଜି ପୁଣି ପ୍ରଶାସନ ଉଚ୍ଛେଦ କରୁଛି। କୌଣସି ଅପ୍ରୀତିକର ପରିସ୍ଥିତିକୁ ଏଡାଇବା ପାଇଁ ପୋଲିସ୍ ଫୋର୍ସ ମୁତୟନ କରାଯାଇଛି। ଘଟଣାସ୍ଥଳରେ ପୋଲିସ୍ ଓ ମାଜିଷ୍ଟେଟ୍ ଉପସ୍ଥିତ ଅଛନ୍ତି।

ବଲାଙ୍ଗିର ପୌରସଂସ୍ଥା ପକ୍ଷରୁ ନୋଟିସ୍ ପରେ ଗତ ୬ ତାରିଖ ଦିନ  ଉଚ୍ଛେଦ କରାଯାଇଥିଲା। କିନ୍ତୁ ଉଚ୍ଛେଦ କାର୍ଯ୍ୟ ସମ୍ପୂର୍ଣ୍ଣ ହୋଇପାରି ନ ଥିଲା। ପୋଲିସ୍ ରିପୋର୍ଟ ପରେ ପୌରସଂସ୍ଥା ଓ ବଲାଙ୍ଗିର ତହସିଲ ବିଭାଗ ଚିହ୍ନଟ କରି ସରକାରୀ ଜମି ଉପରେ ନିର୍ମାଣ ହୋଇଥିବା ଘର ଗୁଡିକରେ ନାଲି ଛକ ଦେଇ ଚିହ୍ନଟ କରିଥିଲେ।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story