ବଲାଙ୍ଗିର: ମଠଖାଇ ମନ୍ଦିରରେ ବଳିକୁ ନେଇ ଦୁଇଗୋଷ୍ଠୀ ମୁହାଁମୁହିଁ

ବଲାଙ୍ଗିର: ବଲାଙ୍ଗିର ସହର ମଠଖାଲ ମନ୍ଦିରରେ ବଳିକୁ ନେଇ ଉତ୍ତେଜନା ଲାଗି ରହିଛି। ପୋଲିସ୍‌ ପ୍ରଶାସନର ହସ୍ତକ୍ଷେପ ପରେ ଆଦିବାସୀମାନେ ବଳି ନ ଦେଇ ପରମ୍ପରା ଅନୁଯାୟୀ ପୂଜା କରିଥିଲେ। ମଠଖାଇ ମନ୍ଦିରରେ ମଠଖାଇ ବୁଢ଼ାଙ୍କ ସମେତ ଅନ୍ୟ ଦେବାଦେବୀ ପୂଜା ପାଉଛନ୍ତି। ଆଦିବାସୀ ସମ୍ପ୍ରଦାୟର ଲୋକେ ମଠଖାଇ ବୁ‍ଢ଼ାଙ୍କ ପାଖରେ ବଳି ଦେବାକୁ ଚାହୁଁ ଥିବା ବେଳେ ଅଣ ଆଦିବାସୀ ଲୋକେ ଏହାକୁ ବିରୋଧ କରିଥିଲେ। ଫଳରେ ଦୁଇ ଗୋଷ୍ଠୀ ମଧ୍ୟରେ ଉତ୍ତେଜନା ପରିସ୍ଥିତି ସୃଷ୍ଟି […]

bolagiri

bolagiri

Rakesh Mallick
  • Published: Tuesday, 11 October 2016
  • Updated: 11 October 2016, 10:54 PM IST

ବଲାଙ୍ଗିର: ବଲାଙ୍ଗିର ସହର ମଠଖାଲ ମନ୍ଦିରରେ ବଳିକୁ ନେଇ ଉତ୍ତେଜନା ଲାଗି ରହିଛି। ପୋଲିସ୍‌ ପ୍ରଶାସନର ହସ୍ତକ୍ଷେପ ପରେ ଆଦିବାସୀମାନେ ବଳି ନ ଦେଇ ପରମ୍ପରା ଅନୁଯାୟୀ ପୂଜା କରିଥିଲେ।

ମଠଖାଇ ମନ୍ଦିରରେ ମଠଖାଇ ବୁଢ଼ାଙ୍କ ସମେତ ଅନ୍ୟ ଦେବାଦେବୀ ପୂଜା ପାଉଛନ୍ତି। ଆଦିବାସୀ ସମ୍ପ୍ରଦାୟର ଲୋକେ ମଠଖାଇ ବୁ‍ଢ଼ାଙ୍କ ପାଖରେ ବଳି ଦେବାକୁ ଚାହୁଁ ଥିବା ବେଳେ ଅଣ ଆଦିବାସୀ ଲୋକେ ଏହାକୁ ବିରୋଧ କରିଥିଲେ। ଫଳରେ ଦୁଇ ଗୋଷ୍ଠୀ ମଧ୍ୟରେ ଉତ୍ତେଜନା ପରିସ୍ଥିତି ସୃଷ୍ଟି ହୋଇଥିଲା। ଜିଲ୍ଲା ପ୍ରଶାସନର ହସ୍ତକ୍ଷେପ ପରେ ପରିସ୍ଥିତି ଶାନ୍ତ ପଡ଼ିଥିଲା।

ବଲାଙ୍ଗିର ଜିଲ୍ଲାପାଳ ଆଶିଷ ଠାକ୍‌ରେ କହିଛନ୍ତି,“ଲୋକଙ୍କ ମଧ୍ୟରେ ସଚେତନା ଅଭାବ ରହିଛି। ଯେଉଁଥି ପାଇଁ ଆଜି ଏଭଳି ପରିସ୍ଥିତି ସୃଷ୍ଟି ହୋଇଥିଲା। ବୁଝାଶୁଝା କରିବା ପରେ ଲୋକେ ଶାନ୍ତି ହୋଇଥିଲେ।”

ଏସ୍‌ପି ଆଶିଷ ସିଂହ କହିଛନ୍ତି, “ଗତକାଲି ବଳି ଦିଆ ନ ଯିବାକୁ ଆଲୋଚନା ହୋଇ ନିଷ୍ପତ୍ତି ନିଆଯାଇଥିଲା। କିଛି ଲୋକ ଭୁଲ ବୁଝାମଣା ଯୋଗୁଁ ଆଜି ବଳି ଦେବାକୁ ଆସିଥିଲେ। ସେମାନଙ୍କୁ ବୁଝାଇବା ପରେ ସ୍ଥିତି ଶାନ୍ତ ପଡିଥିଲା।”

ମନ୍ଦିରରେ ବଳି ଦେବା ପାଇଁ ଆଦିବାସୀମାନେ ୭ ଦିନ ହେବ ଅଡି ବସିଥିଲେ। ଏହି ଘଟଣାର ସମାଧାନ ପାଇଁ ଜିଲ୍ଲାପାଳ ଦୁଇ ଥର ଆଲୋଚନା କରିଥିଲେ ମଧ୍ୟ ବିଫଳ ହୋଇଥିଲେ। ବଳି ନ ଦେଇ ପରମ୍ପରା ଅନୁଯାୟୀ ପୂଜାର୍ଚ୍ଚନା କରିବାକୁ ଗତକାଲି ବସିଥିବା ବୈଠକରେ ନିଷ୍ପତ୍ତି ନିଆଯାଇଥିଲା। ଏହାକୁ ଆଦିବାସୀ ସମ୍ପ୍ରଦାୟ ଲୋକେ ସମର୍ଥନ ଜଣାଇଥିଲେ। ତେବେ ଆଜି କିଛି ଆଦିବାସୀ ଲୋକ ପାରମ୍ପରିକ ଅସ୍ତ୍ରଶସ୍ତ୍ର ଓ ବୋଦା ଧରି ବଳି ଦେବା ପାଇଁ ଶୋଭାଯାତ୍ରାରେ ମନ୍ଦିରକୁ ଆସିଥିଲେ। ଏହାକୁ ଅଣ ଆଦିବାସୀମାନେ ବିରୋଧ କରିବାରୁ ଉତ୍ତେଜନା ପରିସ୍ଥିତି ସୃଷ୍ଟି ହୋଇଥିଲା।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story