ବନ୍ଦର ପ୍ରଭାବ: ବଲାଙ୍ଗିରରେ ଗଡ଼ିଲାନି ଗାଡ଼ି

କୋରାପୁଟ (ସସ୍ମିତା ସାହୁ): କୁନ୍ଦୁଲି ପୀଡ଼ିତା ଆତ୍ମହତ୍ୟା କରିବା ପରେ ସାରା ରାଜ୍ୟରେ ତୀବ୍ର ପ୍ରତିକ୍ରିୟା ପ୍ରକାଶ ପାଇଛି। ପୀଡିତା ଆତ୍ମହତ୍ୟା କରିବା ଓ ସରକାରୀ ଉଦାସୀନତା ପ୍ରତିବାଦରେ ଆଜି କଂଗ୍ରେସ ସ ବିଜେପି ୧୨ ଘଣ୍ଟିଆ ଓଡ଼ିଶା ବନ୍ଦ କରିଥିଲେ। ଏହାର ପ୍ରଭାବ ବଲାଙ୍ଗିର ଜିଲ୍ଲାରେ ମଧ୍ୟ ଦେଖିବାକୁ ମିଳିଥିଲା। ଆଜି ସକାଳୁ ବଲାଙ୍ଗିର ଜିଲ୍ଲା କଂଗ୍ରେସ ଓ ଜିଲ୍ଲା ବିଜେପି ପକ୍ଷରୁ ପିକେଟିଂ କରାଯାଇ ବନ୍ଦ ପାଳନ କରାଯାଇଥିଲା। ବିଜେପି ଯୁବମୋର୍ଚ୍ଚାର କର୍ମୀମାନେ ପିକେଟିଂ […]

bjop

bjop

Rakesh Mallick
  • Published: Wednesday, 24 January 2018
  • Updated: 24 January 2018, 06:45 PM IST

Sports

Latest News

କୋରାପୁଟ (ସସ୍ମିତା ସାହୁ): କୁନ୍ଦୁଲି ପୀଡ଼ିତା ଆତ୍ମହତ୍ୟା କରିବା ପରେ ସାରା ରାଜ୍ୟରେ ତୀବ୍ର ପ୍ରତିକ୍ରିୟା ପ୍ରକାଶ ପାଇଛି। ପୀଡିତା ଆତ୍ମହତ୍ୟା କରିବା ଓ ସରକାରୀ ଉଦାସୀନତା ପ୍ରତିବାଦରେ ଆଜି କଂଗ୍ରେସ ସ ବିଜେପି ୧୨ ଘଣ୍ଟିଆ ଓଡ଼ିଶା ବନ୍ଦ କରିଥିଲେ। ଏହାର ପ୍ରଭାବ ବଲାଙ୍ଗିର ଜିଲ୍ଲାରେ ମଧ୍ୟ ଦେଖିବାକୁ ମିଳିଥିଲା। ଆଜି ସକାଳୁ ବଲାଙ୍ଗିର ଜିଲ୍ଲା କଂଗ୍ରେସ ଓ ଜିଲ୍ଲା ବିଜେପି ପକ୍ଷରୁ ପିକେଟିଂ କରାଯାଇ ବନ୍ଦ ପାଳନ କରାଯାଇଥିଲା।

ବିଜେପି ଯୁବମୋର୍ଚ୍ଚାର କର୍ମୀମାନେ ପିକେଟିଂ କରି ଜିଲ୍ଲା ମୁଖ୍ୟ ଡାକଘରଠାରୁ ଆରମ୍ଭ କରି କଚେରୀ ଛକ, ସରକାରୀ ବସଷ୍ଟାଣ୍ଟ ପର୍ଯ୍ୟନ୍ତ ଗାଡ଼ି ଚଳାଚଳକୁ ବନ୍ଦ କରିଦେଇଥିଲେ। ବିଜେପି ମହିଳା ମୋର୍ଚ୍ଚା ଦ୍ୱାରା ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ କୁଶପୁତ୍ତଲିକା ଦାହ କରାଯାଇଥିଲା। ସେହିପରି ଜିଲ୍ଲା କଂଗ୍ରେସ ପକ୍ଷରୁ ଏକ ବାଇକ୍‌ ଶୋଭାଯାତ୍ରା ଡେଲି ମାର୍କେଟରୁ ବାହାରି ସହର ପରିକ୍ରମା କରାଯାଇଥିଲା ବନ୍ଦ ଯୋଗୁଁ ଜିଲ୍ଲାରେ ଗାଡ଼ି ଚଳାଚଳ ସଂପୂର୍ଣ୍ଣ ଠପ୍ ହୋଇଯାଇଥିଲା।

ସୁରକ୍ଷା ଦୃଷ୍ଟିରୁ ଜିଲ୍ଲାରେ ୭ ପ୍ଳାଟୁନ ପୋଲିସ ଫୋର୍ସ ମୁତୟନ କରାଯାଇଥିଲା।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story