ବଲାଙ୍ଗିର ସବୁଠାରୁ ଉତ୍ତପ୍ତ ସହର

ଭୁବନେଶ୍ୱର: ରାଜ୍ୟରେ ତାପମାତ୍ରା ବଢ଼ିବାରେ ଲାଗିଛି। ଆଜି ରାଜ୍ୟର ୧୦ଟି ସହର ତାପମାତ୍ରା ୪୦ ଡିଗ୍ରୀ ଅତିକ୍ରମ କରିଛି। ବଲାଙ୍ଗିର ପାଲିଟିଛି ସବୁଠାରୁ ଉତ୍ତପ୍ତ ସହର। ଆଜି ବଲାଙ୍ଗିର ତାପମାତ୍ରା ୪୩ ଡିଗ୍ରୀ ଥିବା ବେଳେ ଟିଟ୍‌ଲାଗଡ଼ରେ ୪୨.୫ ଡିଗ୍ରୀ, ଝାରସୁଗୁଡ଼ା, ଭବାନୀପାଟଣା, ସୁନ୍ଦରଗଡ଼, ସମ୍ୱଲପୁର, ହୀରାକୁଦ, ତାଳଚେର ଓ ଅନୁଗୋଳର ୪୦ ଡିଗ୍ରୀ ରହିଛି। ରାଜ୍ୟରେ ଦିନକୁ ଦିନ ତାପମାତ୍ରା ବଢ଼ୁଥିବାରୁ ଜନଜୀବନ ଅସ୍ତବ୍ୟସ୍ତ ହୋଇପଡ଼ିଛି। ଦିନ ୧୦ଟା ପରେ ଖରାର ତାତି ବଢ଼ୁଛି। ଲୋକେ […]

heat-wave-bbsr

heat-wave-bbsr

Rakesh Mallick
  • Published: Tuesday, 28 March 2017
  • Updated: 28 March 2017, 10:59 PM IST

Sports

Latest News

ଭୁବନେଶ୍ୱର: ରାଜ୍ୟରେ ତାପମାତ୍ରା ବଢ଼ିବାରେ ଲାଗିଛି। ଆଜି ରାଜ୍ୟର ୧୦ଟି ସହର ତାପମାତ୍ରା ୪୦ ଡିଗ୍ରୀ ଅତିକ୍ରମ କରିଛି। ବଲାଙ୍ଗିର ପାଲିଟିଛି ସବୁଠାରୁ ଉତ୍ତପ୍ତ ସହର।

ଆଜି ବଲାଙ୍ଗିର ତାପମାତ୍ରା ୪୩ ଡିଗ୍ରୀ ଥିବା ବେଳେ ଟିଟ୍‌ଲାଗଡ଼ରେ ୪୨.୫ ଡିଗ୍ରୀ, ଝାରସୁଗୁଡ଼ା, ଭବାନୀପାଟଣା, ସୁନ୍ଦରଗଡ଼, ସମ୍ୱଲପୁର, ହୀରାକୁଦ, ତାଳଚେର ଓ ଅନୁଗୋଳର ୪୦ ଡିଗ୍ରୀ ରହିଛି।

ରାଜ୍ୟରେ ଦିନକୁ ଦିନ ତାପମାତ୍ରା ବଢ଼ୁଥିବାରୁ ଜନଜୀବନ ଅସ୍ତବ୍ୟସ୍ତ ହୋଇପଡ଼ିଛି। ଦିନ ୧୦ଟା ପରେ ଖରାର ତାତି ବଢ଼ୁଛି। ଲୋକେ ଘରୁ ବାହାରିବାକୁ ସୁରକ୍ଷିତ ମଣୁନାହାନ୍ତି।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story