ବ୍ୟାଗ ଭିତରୁ ମିଳିଲା ଶିଶୁପୁତ୍ର

ବଲାଙ୍ଗିର(ଘଟେଶ୍ୱର ମିଶ୍ର): ବ୍ୟାଗ୍‌ ଭିତରୁ ମିଳିଲା ନବଜାତ ଶିଶୁପୁତ୍ର  । ଏପରି ଅଭାବନୀୟ ଘଟଣା ଆଜି ସକାଳେ ବଲାଙ୍ଗିର ସହର ରେଲୱେ ଷ୍ଟେସନ ରାସ୍ତାରେ ଥିବା ୱେରହାଉସ ନିକଟସ୍ଥ  ବ୍ରିଜ ନିକଟରେ ଘଟିଛି। ପିଲାଟିକୁ ବଲାଙ୍ଗିର ଭୀମଭୋଇ ମେଡିକାଲ କଲେଜ ହସ୍ପିଟାଲରେ ଭର୍ତ୍ତି କରାଯାଇଛି। ଶିଶୁଟି ସୁସ୍ଥ ଥିବା ଜଣାପଡ଼ିଛି। ମିଳିଥିବା ସୂଚନା ଅନୁସାରେ, ଆଜି ସକାଳେ ତେଲିଗୋଠ ପଡାର କୁନି ଜେନା ନାମ୍ନୀ ମହିଳା ବ୍ରିଜ ନିକଟକୁ ଯାଇଥିଲେ। ସେଠାରେ ଏକ ବ୍ୟାଗରେ ନବଜାତ ଶିଶୁପୂତ୍ରକୁ […]

baby..

baby..

Tapaswini Nayak
  • Published: Wednesday, 01 September 2021
  • Updated: 01 September 2021, 01:26 PM IST

Sports

Latest News

ବଲାଙ୍ଗିର(ଘଟେଶ୍ୱର ମିଶ୍ର): ବ୍ୟାଗ୍‌ ଭିତରୁ ମିଳିଲା ନବଜାତ ଶିଶୁପୁତ୍ର  । ଏପରି ଅଭାବନୀୟ ଘଟଣା ଆଜି ସକାଳେ ବଲାଙ୍ଗିର ସହର ରେଲୱେ ଷ୍ଟେସନ ରାସ୍ତାରେ ଥିବା ୱେରହାଉସ ନିକଟସ୍ଥ  ବ୍ରିଜ ନିକଟରେ ଘଟିଛି। ପିଲାଟିକୁ ବଲାଙ୍ଗିର ଭୀମଭୋଇ ମେଡିକାଲ କଲେଜ ହସ୍ପିଟାଲରେ ଭର୍ତ୍ତି କରାଯାଇଛି। ଶିଶୁଟି ସୁସ୍ଥ ଥିବା ଜଣାପଡ଼ିଛି।

ମିଳିଥିବା ସୂଚନା ଅନୁସାରେ, ଆଜି ସକାଳେ ତେଲିଗୋଠ ପଡାର କୁନି ଜେନା ନାମ୍ନୀ ମହିଳା ବ୍ରିଜ ନିକଟକୁ ଯାଇଥିଲେ। ସେଠାରେ ଏକ ବ୍ୟାଗରେ ନବଜାତ ଶିଶୁପୂତ୍ରକୁ ଭର୍ତ୍ତି କରାଯାଇ କେହି ଫିଙ୍ଗି ଦେଇଥିବା  ସେ ଦେଖିବାକୁ ପାଇଥିଲେ। ସେ  ଶିଶୁପୁତ୍ରକୁ ଉଦ୍ଧାର କରି ବଲାଙ୍ଗିର ଭୀମଭୋଇ ମେଡିକାଲ କଲେଜ ହସ୍ପିଟାଲକୁ ନେଇଯାଇଥିଲେ । ଏବେ ହସ୍ପିଟାଲର ଏସ.ଏନ.ସି.ୟୁରେ ଭର୍ତ୍ତିକରି ଶିଶୁଟିର ଚିକିତ୍ସା କରାଯାଉଛି । ଶିଶୁପୁତ୍ରଟି ସୁସ୍ଥ ଥିବା ଜଣାପଡିଛି।

ବଲାଙ୍ଗିର ଟାଉନ ପୁଲିସ ଘଟଣାର ତଦନ୍ତ ଆରମ୍ଭ କରିଛି। ଶିଶୁଟି ସୁସ୍ଥ ହେବା ପରେ ତାକୁ ଚାଇଲ୍ଡ ଲାଇନ ମାଧ୍ୟମରେ ଶିଶୁ କଲ୍ୟାଣ ସମିତିରେ ପ୍ରଡ୍ୟୁସ କରାଯିବ। ତା‘ପରେ ନିୟମ ଅନୁଯାୟୀ ଶିଶୁଟିକୁ ଚାଇଲ୍ଡ କେୟାର ସେଣ୍ଟରରେ ରଖାଯିବ । କିଏ ଓ କଣ ପାଇଁ ଶିଶୁପୁତ୍ରଟିକୁ ବ୍ୟାଗରେ ଭର୍ତ୍ତିକରି ପରିତ୍ୟକ୍ତ ଅବସ୍ଥାରେ ଫିଙ୍ଗି ଦେଇଥିଲା ତାହା ଜଣାପଡିନାହିଁ।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story