ଗଳିରୁ ଧରାପଡ଼ିଲା ବ୍ରାଉନସୁଗାର; ଦାମ୍ ଜାଣିଲେ ହୋଇଯିବେ ଆବାକାବା

ବାଲେଶ୍ୱର: ବାଲେଶ୍ୱର ସହରର ଅରଡ଼ବଜାର ମସ୍‌ଜିଦ୍ ଗଳିରୁ ଗତକାଲି ରାତିରେ ୧କିଲୋରୁ ଅଧିକ ଓଜନର ବ୍ରାଉନସୁଗାର ଜବତ ହୋଇଛି।  ଜବତ ବ୍ରାଉନସୁଗାରର ଆନୁମାନିକ ମୂଲ୍ୟ ପ୍ରାୟ କୋଟିଏ ଟଙ୍କା ହେବ ବୋଲି ଆକଳନ କରାଯାଇଛି। ଏହି ମାମଲାରେ ସେକ୍ ରଫିକ୍ ଓରଫ୍ ବାଙ୍ଗୁରୁକୁ ଗିରଫ କରାଯାଇଛି। ରାଜ୍ୟ ଅବକାରୀ ଗୁଇନ୍ଦା ବିଭାଗ ଓ ସଦର ଅବକାରୀ ବିଭାଗର ମିଳିତ ଚଢ଼ାଉରେ ବ୍ରାଉନ୍‌ସୁଗାର ଜବତ ହୋଇଛି। ଅଭିଯୁକ୍ତ ରଫିକ୍ କଲିକତାରୁ ବ୍ରାଉନ୍‌ସୁଗାର କିଣି ବାଲେଶ୍ୱରରେ ରଖିଥାଏ। ଏହି ଠାରୁ […]

brown sugar

brown sugar

Rakesh Mallick
  • Published: Sunday, 28 May 2017
  • Updated: 28 May 2017, 08:44 PM IST

Sports

Latest News

ବାଲେଶ୍ୱର: ବାଲେଶ୍ୱର ସହରର ଅରଡ଼ବଜାର ମସ୍‌ଜିଦ୍ ଗଳିରୁ ଗତକାଲି ରାତିରେ ୧କିଲୋରୁ ଅଧିକ ଓଜନର ବ୍ରାଉନସୁଗାର ଜବତ ହୋଇଛି।  ଜବତ ବ୍ରାଉନସୁଗାରର ଆନୁମାନିକ ମୂଲ୍ୟ ପ୍ରାୟ କୋଟିଏ ଟଙ୍କା ହେବ ବୋଲି ଆକଳନ କରାଯାଇଛି। ଏହି ମାମଲାରେ ସେକ୍ ରଫିକ୍ ଓରଫ୍ ବାଙ୍ଗୁରୁକୁ ଗିରଫ କରାଯାଇଛି।

ରାଜ୍ୟ ଅବକାରୀ ଗୁଇନ୍ଦା ବିଭାଗ ଓ ସଦର ଅବକାରୀ ବିଭାଗର ମିଳିତ ଚଢ଼ାଉରେ ବ୍ରାଉନ୍‌ସୁଗାର ଜବତ ହୋଇଛି। ଅଭିଯୁକ୍ତ ରଫିକ୍ କଲିକତାରୁ ବ୍ରାଉନ୍‌ସୁଗାର କିଣି ବାଲେଶ୍ୱରରେ ରଖିଥାଏ। ଏହି ଠାରୁ ହିଁ ରଫିକ୍ ଓଡ଼ିଶାର ବିଭିନ୍ନ ଜିଲ୍ଲାକୁ ଚାଲାଣ କରେ। ରଫିକ୍‌କୁ ଗୁଇନ୍ଦା ବିଭାଗ କୋଲକତାରୁ ପିଛା କରିଥିଲା। ବାଲେଶ୍ୱରରେ ପହଞ୍ଚିବା ପରେ ଏହି ଟିମ୍ ରଫିକ୍‌କୁ ଗିରଫ କରିବା ସହ ବିପୁଳ ପରିମାଣର ବ୍ରାଉନ ସୁଗାର ଜବତ କରିଛି ।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos