୩୦ ବଖରା ଘର ଜଳିଗଲା  


gutted1
ସୋର: ବାଲେଶ୍ୱର ଜିଲ୍ଲା ଔପଦା ବ୍ଲକ୍ ଗଡ଼ସାହି ଗାଁର ଆଦିବାସୀ ସାହିରେ ଗତକାଲି ରାତିରେ ଅଗ୍ନିକାଣ୍ଡ ଘଟି ୧୩ଟି ପରିବାରର ୩୦ ବଖରା ଘର ପୋଡ଼ି ପାଉଁଶ ହୋଇଯାଇଛି। ଏଥିରେ ଜଣେ ମହିଳା ଆହତ ହୋଇଛନ୍ତି।

ନୀଳଗିରି ଓ ଖଇରାରୁ ଦମକଳ ବାହିନୀ ଆସି ନିଆଁ ଲିଭାଇଥିଲେ। ତେବେ ସେତେବେଳକୁ ସବୁ ଛାରଖାର ହୋଇସାରିଥିଲା। ଅଗ୍ନିକାଣ୍ଡର କାରଣ ଜଣାପଡ଼ି ନାହିଁ।