ମାମୁ ଡାକିବାରୁ ରାଗିଗଲେ କନେଷ୍ଟବଳ: ରାସ୍ତା ଉପରେ ଛାତ୍ରଙ୍କୁ କଲେ ଉଠୁବସ୍‌

ବାଲେଶ୍ୱର: ପୋଲିସକୁ ମାମୁ ଡାକିବା ମହଙ୍ଗା ପଡ଼ିଲା। ରାସ୍ତା ଉପରେ ଛାତ୍ରଙ୍କୁ କାନ ଧରି ଉଠୁ ବସ କରାଇଲା ପୋଲିସ୍। ଏଭଳି ଅଭିଯୋଗ ଆସିଛି ବାଲେଶ୍ୱର ଜିଲ୍ଲା ବାଲି‌ଆପାଳ ନିକଟ ଲଙ୍ଗଳେଶ୍ୱର ଅଞ୍ଚଳରୁ। ଏକ ଘରୋଇ କଲେଜର ୪ଜଣ ଛାତ୍ର କ୍ଲାସ ସାରି ଘରକୁ ଫେରୁଥିଲେ। ଏହି ସମୟରେ ରାସ୍ତାରେ ଜାମକୁଣ୍ଡା ଫାଣ୍ଡି କନଷ୍ଟେବଳ ଦୀପକ ପ୍ରଧାନ ଗାଡିର ହର୍ଣ୍ଣ ମାରିଥିଲେ।  ଛାତ୍ରମାନେ ମାମୁ ଆସିଲେଣି ରାସ୍ତା ଛାଡ଼ ବୋଲି କହିବା ପରେ ସେ ରାଗି ଯାଇ […]

Rakesh Mallick
  • Published: Wednesday, 25 October 2017
  • Updated: 25 October 2017, 10:47 AM IST

Sports

Latest News

ବାଲେଶ୍ୱର: ପୋଲିସକୁ ମାମୁ ଡାକିବା ମହଙ୍ଗା ପଡ଼ିଲା। ରାସ୍ତା ଉପରେ ଛାତ୍ରଙ୍କୁ କାନ ଧରି ଉଠୁ ବସ କରାଇଲା ପୋଲିସ୍। ଏଭଳି ଅଭିଯୋଗ ଆସିଛି ବାଲେଶ୍ୱର ଜିଲ୍ଲା ବାଲି‌ଆପାଳ ନିକଟ ଲଙ୍ଗଳେଶ୍ୱର ଅଞ୍ଚଳରୁ।

ଏକ ଘରୋଇ କଲେଜର ୪ଜଣ ଛାତ୍ର କ୍ଲାସ ସାରି ଘରକୁ ଫେରୁଥିଲେ। ଏହି ସମୟରେ ରାସ୍ତାରେ ଜାମକୁଣ୍ଡା ଫାଣ୍ଡି କନଷ୍ଟେବଳ ଦୀପକ ପ୍ରଧାନ ଗାଡିର ହର୍ଣ୍ଣ ମାରିଥିଲେ।  ଛାତ୍ରମାନେ ମାମୁ ଆସିଲେଣି ରାସ୍ତା ଛାଡ଼ ବୋଲି କହିବା ପରେ ସେ ରାଗି ଯାଇ ସେମାନଙ୍କୁ ମାଡ଼ ମାରିଥିବା ଅଭିଯୋଗ ହୋଇଛି। ଏମିତିକି ଛାତ୍ରଙ୍କୁ ରାସ୍ତା ଉପରେ ଉଠୁ ବସ କରିବା ସହ ସେମାନଙ୍କ କ୍ୟାରିୟର ନଷ୍ଟ କରିଦେବେ ବୋଲି ଧମକ ଦେଇଥିବା ଅଭିଯୋଗ ହୋଇଛି। ଘଟଣାର ତଦନ୍ତ କରାଯାଇ କନଷ୍ଟେବଳଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ନିଆଯିବ ବୋଲି ଏସ୍‌ପି କହିଛନ୍ତି।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story