ଅମାନିଆ କାର୍ ଚାଳକ କାର୍ଯ୍ୟରତ ମହିଳା ହୋମ୍‌ଗାର୍ଡଙ୍କୁ ଦେଲେ ଧକ୍କା

ବାଲେଶ୍ୱର: ବାଲେଶ୍ୱର ଷ୍ଟେସନ୍ ଛକ ଟ୍ରାଫିକ୍ ପୋଷ୍ଟ୍ ନିକଟରେ ଏକ କାର୍ ଜଣେ କାର୍ଯ୍ୟରତ ମହିଳା ହୋମ୍‌ଗାର୍ଡକୁ ଧକ୍କା ଦେବାରୁ ସେ ଆହତ ହୋଇଛନ୍ତି।  ତାଙ୍କ ନାଁ ଶାନ୍ତିଲତା ପରିଡ଼ା। ତାଙ୍କୁ ଡାକ୍ତରଖାନାରେ ଭର୍ତ୍ତି କରାଯାଇଛି। ତାଙ୍କ ମୁହଁରେ ଆଘାତ ଲାଗିଛି। ଅଭିଯୁକ୍ତ କାର୍ ଚାଳକକୁ ଅଟକ ରଖାଯାଇଛି। କାର୍‌ଟିକୁ ଜବତ କରାଯାଇଛି। ମିଳିଥିବା ସୂଚନା ଅନୁଯାୟୀ, କାର୍‌ଟି ଷ୍ଟେସନ୍ ଛକରୁ ପଢୁଁଆପଦା ଆଡ଼କୁ ଯାଉଥିବା ବେଳେ ଷ୍ଟପ୍ ସିଗ୍‌ନାଲ୍‌ ରହିଥିଲା। କିନ୍ତୁ କାର୍‌ ଚାଳକ ସିଗ୍‌ନାଲ୍ […]

car-accident

car-accident

Rakesh Mallick
  • Published: Sunday, 02 October 2016
  • Updated: 02 October 2016, 09:23 PM IST

Sports

Latest News

ବାଲେଶ୍ୱର: ବାଲେଶ୍ୱର ଷ୍ଟେସନ୍ ଛକ ଟ୍ରାଫିକ୍ ପୋଷ୍ଟ୍ ନିକଟରେ ଏକ କାର୍ ଜଣେ କାର୍ଯ୍ୟରତ ମହିଳା ହୋମ୍‌ଗାର୍ଡକୁ ଧକ୍କା ଦେବାରୁ ସେ ଆହତ ହୋଇଛନ୍ତି।  ତାଙ୍କ ନାଁ ଶାନ୍ତିଲତା ପରିଡ଼ା। ତାଙ୍କୁ ଡାକ୍ତରଖାନାରେ ଭର୍ତ୍ତି କରାଯାଇଛି। ତାଙ୍କ ମୁହଁରେ ଆଘାତ ଲାଗିଛି।

ଅଭିଯୁକ୍ତ କାର୍ ଚାଳକକୁ ଅଟକ ରଖାଯାଇଛି। କାର୍‌ଟିକୁ ଜବତ କରାଯାଇଛି।

ମିଳିଥିବା ସୂଚନା ଅନୁଯାୟୀ, କାର୍‌ଟି ଷ୍ଟେସନ୍ ଛକରୁ ପଢୁଁଆପଦା ଆଡ଼କୁ ଯାଉଥିବା ବେଳେ ଷ୍ଟପ୍ ସିଗ୍‌ନାଲ୍‌ ରହିଥିଲା। କିନ୍ତୁ କାର୍‌ ଚାଳକ ସିଗ୍‌ନାଲ୍ ନ ମାନି ଆଗକୁ ଯିବାରୁ ହୋମ୍‌ଗାର୍ଡ ଶାନ୍ତିଲତା ତାଙ୍କୁ ଅଟକାଇଥିଲେ। ତେବେ ସେ ଅଟକି ନ ଥିଲେ। ଶାନ୍ତିଲତାଙ୍କୁ ଧକ୍କା ଦେଇ ଚାଲି ଯାଇଥିଲା। କିଛି ବାଟରେ କାର୍‌ ଛାଡ଼ି ସେ ଫେରାର ହୋଇଯାଇଥିଲା।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story