ବାଲେଶ୍ୱର: ଜାଲ୍‌ କାଗଜପତ୍ର ଦେଇ ପାସପୋର୍ଟ ଆବେଦନ ଅଭିଯୋଗରେ ୨ ଅଟକ

ବାଲେଶ୍ୱର: ଜାଲ୍‌ କାଗଜପତ୍ର ଦେଇ ପାସପୋର୍ଟ ଆବେଦନ କରିଥିବା ବାଲେଶ୍ୱରର ୨ ଜଣ ସନ୍ଦିଗ୍ଧଙ୍କୁ ପୋଲିସ ଅଟକ ରଖିଛି। ତେବେ ଜାହିଦ୍‌ ଖାନ ନାମକ ଅନ୍ୟ ଜଣେ ବ୍ୟକ୍ତି ଧରାପଡିଯିବା ଭୟରେ ଖସି ପଳାଇଛନ୍ତି। ବାଲେଶ୍ୱର ବାମପଦା ସ୍ଥିତ ସିପେଟ୍‌ ପରିସରରେ କେନ୍ଦ୍ର ସରକାରଙ୍କ ବୈଦେଶିକ ମନ୍ତ୍ରାଳୟ ପକ୍ଷରୁ ପାସପୋର୍ଟ ଶିବିର ଚାଲିଥିଲା। ଶିବିରକୁ ଆସିଥିବା ୨ ଜଣ ବ୍ୟକ୍ତି ପରିଚୟ ଓ ଠିକଣା ସଠିକ ଭାବେ ଦେଇ ନ ପାରିବାରୁ ସେମାନଙ୍କୁ ଅଟକ ରଖାଯାଇଛି। ଆଞ୍ଚଳିକ […]

balasore

balasore

Rakesh Mallick
  • Published: Monday, 13 February 2017
  • Updated: 13 February 2017, 08:45 AM IST

ବାଲେଶ୍ୱର: ଜାଲ୍‌ କାଗଜପତ୍ର ଦେଇ ପାସପୋର୍ଟ ଆବେଦନ କରିଥିବା ବାଲେଶ୍ୱରର ୨ ଜଣ ସନ୍ଦିଗ୍ଧଙ୍କୁ ପୋଲିସ ଅଟକ ରଖିଛି। ତେବେ ଜାହିଦ୍‌ ଖାନ ନାମକ ଅନ୍ୟ ଜଣେ ବ୍ୟକ୍ତି ଧରାପଡିଯିବା ଭୟରେ ଖସି ପଳାଇଛନ୍ତି।

ବାଲେଶ୍ୱର ବାମପଦା ସ୍ଥିତ ସିପେଟ୍‌ ପରିସରରେ କେନ୍ଦ୍ର ସରକାରଙ୍କ ବୈଦେଶିକ ମନ୍ତ୍ରାଳୟ ପକ୍ଷରୁ ପାସପୋର୍ଟ ଶିବିର ଚାଲିଥିଲା। ଶିବିରକୁ ଆସିଥିବା ୨ ଜଣ ବ୍ୟକ୍ତି ପରିଚୟ ଓ ଠିକଣା ସଠିକ ଭାବେ ଦେଇ ନ ପାରିବାରୁ ସେମାନଙ୍କୁ ଅଟକ ରଖାଯାଇଛି। ଆଞ୍ଚଳିକ ପାସପୋର୍ଟ ଅଧିକାରୀ ଏନେଇ ଖବର ଦେବା ପରେ ବାଲେଶ୍ୱର ପୋଲିସ ଶିବିରରେ ପହଞ୍ଚି ଉଭୟଙ୍କୁ ଅଟକ ରଖି ପଚରାଉଚରା କରୁଛି। ଅଟକ ବ୍ୟକ୍ତିମାନେ ସେମାନଙ୍କ ଘର ବାଲେଶ୍ୱର ସିଂଲା ଥାନା ଅନ୍ତର୍ଗତ ଗୋପୀନାଥପୁର ଗାଁରେ ବୋଲି କହିଛନ୍ତି। ଏମାନେ ବାଂଲାଦେଶୀ ଏବଂ ହଜ୍‌ ଯାତ୍ରା ପାଇଁ ପାସପୋର୍ଟ ଆବେଦନ କରିବାକୁ ଆସିଥିବା ଜଣାପଡିଛି।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story