ରାସ୍ତା କଡ଼ରୁ ନବଜାତ ଶିଶୁର ମୃତଦେହ ଉଦ୍ଧାର

ବାଲେଶ୍ୱର: ବାଲେଶ୍ୱର ଜିଲ୍ଲା ଜଳେଶ୍ୱର-ଚନ୍ଦନେଶ୍ୱର ରାସ୍ତାର ବାଟଗ୍ରାମ ଛକ ନିକଟରୁ ଏକ ନବଜାତ ଶିଶୁପୁତ୍ରର ମୃତଦେହ ଆଜି ପୋଲସ ଉଦ୍ଧାର କରିଛି। ଶିଶୁର ପିତାମାତାଙ୍କ ନାମ ଜଣାପଡ଼ି ନ ଥିବା ବେଳେ ଗୋଡ଼ରେ ଲାଗିଥିବା କାଗଜ ଷ୍ଟିକରରେ ରୀନାରାଣୀ ବେହେରା ଲେଖାଯାଇଛି। ପୋଲିସ୍‌ ଏକ ମାମଲା ରୁଜୁ କରି ତଦନ୍ତ ଚଳାଇଛି। ଆଜି ସକାଳେ ସ୍ଥାନୀୟ ବାସିନ୍ଦା ମନୋଜ କୁମାର ପ୍ରଧାନ ଚା’ ପିଇବାକୁ ଯାଉଥିବା ବେଳେ ମୃତ ଶିଶୁଟିକୁ ଦେଖି ପୋଲିସକୁ ଖବର ଦେଇଥିଲେ।

jalaswara

jalaswara

Rakesh Mallick
  • Published: Friday, 07 April 2017
  • Updated: 07 April 2017, 11:43 AM IST

ବାଲେଶ୍ୱର: ବାଲେଶ୍ୱର ଜିଲ୍ଲା ଜଳେଶ୍ୱର-ଚନ୍ଦନେଶ୍ୱର ରାସ୍ତାର ବାଟଗ୍ରାମ ଛକ ନିକଟରୁ ଏକ ନବଜାତ ଶିଶୁପୁତ୍ରର ମୃତଦେହ ଆଜି ପୋଲସ ଉଦ୍ଧାର କରିଛି। ଶିଶୁର ପିତାମାତାଙ୍କ ନାମ ଜଣାପଡ଼ି ନ ଥିବା ବେଳେ ଗୋଡ଼ରେ ଲାଗିଥିବା କାଗଜ ଷ୍ଟିକରରେ ରୀନାରାଣୀ ବେହେରା ଲେଖାଯାଇଛି। ପୋଲିସ୍‌ ଏକ ମାମଲା ରୁଜୁ କରି ତଦନ୍ତ ଚଳାଇଛି।

ଆଜି ସକାଳେ ସ୍ଥାନୀୟ ବାସିନ୍ଦା ମନୋଜ କୁମାର ପ୍ରଧାନ ଚା’ ପିଇବାକୁ ଯାଉଥିବା ବେଳେ ମୃତ ଶିଶୁଟିକୁ ଦେଖି ପୋଲିସକୁ ଖବର ଦେଇଥିଲେ।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story