ନୀଳଗିରି: ଟ୍ରାକ୍ଟର ଓଲଟି ୨ ମୃତ, ୩ ଗୁରୁତର

ବାଲେଶ୍ୱର/ନୀଳଗିରି: ବାଲେଶ୍ୱର ଜିଲ୍ଲା ଔପଦ ବ୍ଲକ ଦ୍ୱାରଶୁଣୀ ନିକଟରେ ଆଜି ଟ୍ରାକ୍ଟର ଓଲଟି ୨ ଜଣଙ୍କ ମୃତ୍ୟୁ ହୋଇଥିବା ବେଳେ ୩ ଜଣ ଆହତ ହୋଇଛନ୍ତି। ଆହତଙ୍କୁ ନୀଳଗିରି ଡାକ୍ତରଖାନାରେ ଭର୍ତ୍ତି କରାଯାଇଛି। ଆଜି ଅପରାହ୍ନରେ ଶ୍ରମିକମାନେ ସନ୍ତରାଗଡ଼ିଆରୁ ଏକ ଟ୍ରାକ୍ଟରରେ ଔପଦ ବ୍ଲକକୁ ଯାଉଥିଲେ। ତେବେ ଦ୍ୱାରଶୁଣୀ ନିକଟରେ ଟ୍ରାକ୍ଟରଟି ଭାରସାମ୍ୟ ହରାଇ ଓଲଟି ପଡ଼ିଥିଲା। ଫଳରେ ଘଟଣାସ୍ଥଳରେ ୨ ଜଣଙ୍କର ମୃତ୍ୟୁ ହୋଇଥିବା ବେଳେ ୩ ଜଣ ଗୁରୁତର ଆହତ ହୋଇଥିଲେ।

oupada-accident

oupada-accident

Rakesh Mallick
  • Published: Saturday, 18 February 2017
  • Updated: 18 February 2017, 10:35 PM IST

Sports

Latest News

ବାଲେଶ୍ୱର/ନୀଳଗିରି: ବାଲେଶ୍ୱର ଜିଲ୍ଲା ଔପଦ ବ୍ଲକ ଦ୍ୱାରଶୁଣୀ ନିକଟରେ ଆଜି ଟ୍ରାକ୍ଟର ଓଲଟି ୨ ଜଣଙ୍କ ମୃତ୍ୟୁ ହୋଇଥିବା ବେଳେ ୩ ଜଣ ଆହତ ହୋଇଛନ୍ତି। ଆହତଙ୍କୁ ନୀଳଗିରି ଡାକ୍ତରଖାନାରେ ଭର୍ତ୍ତି କରାଯାଇଛି।

ଆଜି ଅପରାହ୍ନରେ ଶ୍ରମିକମାନେ ସନ୍ତରାଗଡ଼ିଆରୁ ଏକ ଟ୍ରାକ୍ଟରରେ ଔପଦ ବ୍ଲକକୁ ଯାଉଥିଲେ। ତେବେ ଦ୍ୱାରଶୁଣୀ ନିକଟରେ ଟ୍ରାକ୍ଟରଟି ଭାରସାମ୍ୟ ହରାଇ ଓଲଟି ପଡ଼ିଥିଲା। ଫଳରେ ଘଟଣାସ୍ଥଳରେ ୨ ଜଣଙ୍କର ମୃତ୍ୟୁ ହୋଇଥିବା ବେଳେ ୩ ଜଣ ଗୁରୁତର ଆହତ ହୋଇଥିଲେ।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story