ବାଲେଶ୍ୱରରେ ପ୍ରାକ୍‌ ନିର୍ବାଚନୀ ହିଂସା

ବାଲେଶ୍ୱର: ତ୍ରିସ୍ତରୀୟ ପଞ୍ଚାୟତ ନିର୍ବାଚନ ପୂର୍ବରୁ ଗତକାଲି ବାଲେଶ୍ୱରରେ ବିଭିନ୍ନ ସ୍ଥାନରେ ପ୍ରାକ୍‌ ହିଂସା ଦେଖା ଦେଇଛି। ସଦର ବ୍ଲକରେ ନାମାଙ୍କନପତ୍ର ଦାଖଲ ବେଳେ ଉତ୍ତେଜନା ପ୍ରକାଶ ପାଇଥିବା ବେଳେ ସୋରରେ ଦୁଇ ଜଣ ବିଜେଡି କର୍ମୀଙ୍କୁ ଆକ୍ରମଣରେ ଶିକାର ହୋଇଛନ୍ତି। ସଦର ବ୍ଲକ ହସନପୁର ପଞ୍ଚାୟତର ୮ ନମ୍ୱର ୱାର୍ଡ଼ରେ ସୁନାରାମ ମାରାଣ୍ଡି ୱାର୍ଡ଼ ମେମ୍ୱର ଭାବେ ପ୍ରାର୍ଥିପତ୍ର ଦାଖଲ କରିଥିଲେ। ହେଲେ ଭୋଟର ତାଲିକାରେ ୮ ନମ୍ୱର ୱାର୍ଡ଼ର ସଭ୍ୟ ଭାବେ ସୁନାରାମଙ୍କ ନାମ […]

balasore election

balasore election

Rakesh Mallick
  • Published: Wednesday, 18 January 2017
  • Updated: 18 January 2017, 05:49 PM IST

Sports

Latest News

ବାଲେଶ୍ୱର: ତ୍ରିସ୍ତରୀୟ ପଞ୍ଚାୟତ ନିର୍ବାଚନ ପୂର୍ବରୁ ଗତକାଲି ବାଲେଶ୍ୱରରେ ବିଭିନ୍ନ ସ୍ଥାନରେ ପ୍ରାକ୍‌ ହିଂସା ଦେଖା ଦେଇଛି। ସଦର ବ୍ଲକରେ ନାମାଙ୍କନପତ୍ର ଦାଖଲ ବେଳେ ଉତ୍ତେଜନା ପ୍ରକାଶ ପାଇଥିବା ବେଳେ ସୋରରେ ଦୁଇ ଜଣ ବିଜେଡି କର୍ମୀଙ୍କୁ ଆକ୍ରମଣରେ ଶିକାର ହୋଇଛନ୍ତି।

ସଦର ବ୍ଲକ ହସନପୁର ପଞ୍ଚାୟତର ୮ ନମ୍ୱର ୱାର୍ଡ଼ରେ ସୁନାରାମ ମାରାଣ୍ଡି ୱାର୍ଡ଼ ମେମ୍ୱର ଭାବେ ପ୍ରାର୍ଥିପତ୍ର ଦାଖଲ କରିଥିଲେ। ହେଲେ ଭୋଟର ତାଲିକାରେ ୮ ନମ୍ୱର ୱାର୍ଡ଼ର ସଭ୍ୟ ଭାବେ ସୁନାରାମଙ୍କ ନାମ ନାହିଁ। ତେଣୁ ସେ କିପରି ନାମାଙ୍କନପତ୍ର ଦାଖଲ କଲେ ବୋଲି ବିଜେପି ଅଭିଯୋଗ କରିଛି। ଅନ୍ୟପକ୍ଷରେ ସୁନାରାମଙ୍କ ନାମକୁ ବିଡିଓଙ୍କ ଦସ୍ତଖତ ପରେ ଯୋଡ଼ା ଯାଇଥିବାରୁ ଯଥାଶୀଘ୍ର ତାଙ୍କୁ ବାଦ ଦେବାକୁ ବିଜେପି ଜିଲ୍ଲା ବିଜେପି ସଭାପତି ମଦନମୋହନ ଦତ୍ତ ଦାବି କରିଛନ୍ତି। ଏହାକୁ ନେଇ ଉତ୍ତେଜନା ପ୍ରକାଶ ପାଇଥିଲା। ପରିସ୍ଥିତି ଉତ୍ତେଜନା ପୂର୍ଣ୍ଣ ହେବାରୁ ଘଟଣାର ତଦନ୍ତ କରାଯାଇ ଅଧିକାରୀଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ ବୋଲି ବିଡିଓ କହିଛନ୍ତି।

ସେହିପରି ସୋର ବ୍ଲକରେ ମଧ୍ୟ ପ୍ରାକ୍‌ ନିର୍ବାଚନୀ ହିଂସା ଦେଖାଦେଇଛି।  ପ୍ରାର୍ଥୀଙ୍କ ନାମାଙ୍କନପତ୍ର  ଦାଖଲ ପରେ ଖରିଦା ଗାଁର ଦୁଇ ଜଣ ବିଜେଡି କର୍ମୀ(ଦୁଇ ଭାଇ) କାହ୍ନୁଚରଣ ରାଉତ ଓ ନବୀନ ରାଉତ ଘରକୁ ଫେରୁଥିବା ବେଳେ ଛପୋଲିଆ ଛକ ପୂର୍ବରୁ କିଛି ଯୁବକ ସେମାନଙ୍କୁ ଆକ୍ରମଣ କରି ସୁନାହାର ଲୁଟି ନେଇଥିଲେ। ସେମାନଙ୍କୁ ଗୁରୁତର ଅବସ୍ଥାରେ ସୋର ଡାକ୍ତରଖାନାରେ ଭର୍ତ୍ତି କରାଯାଇଛି।

ଅନ୍ୟ ଏକ ଘଟଣାକ୍ରମରେ ବିଜେଡି କର୍ମୀଙ୍କ ଆକ୍ରମଣରେ ଜଣେ କଂଗ୍ରେସ କର୍ମୀ ଆହତ ହୋଇଛି। ଏ ନେଇ ସୋର ଥାନାରେ ମାମଲା ରୁଜୁ ହୋଇଛି।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story