ବିଦ୍ୟୁତ୍ ଆଘାତରେ ୨ ମୃତ, ୫ ଗୁରୁତର

ବାଲେଶ୍ୱର: ଚାନ୍ଦିପୁର ସ୍ଥିତ ଡିଆର୍‌ଡିଓ ପରିସରରେ ଅଘଟଣ। ଡିଆର୍‌ଡିଓ ପରିସରରେ ଥିବା ଏମ୍‌ଇଏସ୍‌ରେ ବିଦ୍ୟୁତ୍ ଆଘାତରେ ଦୁଇ ଜଣ ଶ୍ରମିକଙ୍କ ମୃତ୍ୟୁ ହୋଇଥିବା ବେଳେ ୫ ଜଣ ଗୁରୁତର ଭାବେ ଆହତ ହୋଇଛନ୍ତି। ଘଟଣାସ୍ଥଳରେ ହିଁ ଦୁଇ ଶ୍ରମିକଙ୍କ ମୃତ୍ୟୁ ଘଟିଥିଲା। ଷ୍ଟ୍ରିଟ୍ ଲାଇଟ୍ ଲଗାଇବା ପାଇଁ ଡ୍ରିଲିଂ କଲା ବେଳେ ଏହି ଅଘଟଣ ଘଟିଛି। ଏମ୍‌ଇଏସ୍ ଭିତରେ ଥିବା ଅଣ୍ଡର ଓୟାରିଂରୁ ବିଦ୍ୟୁତ୍ ଆଘାତରେ ଏହି ଶ୍ରମିକ ଦ୍ୱୟଙ୍କ ମୃତ୍ୟୁ ହୋଇଥିବା ବେଳେ ଅନ୍ୟମାନେ ଆହତ […]

balasore

balasore

Rakesh Mallick
  • Published: Wednesday, 01 November 2017
  • Updated: 01 November 2017, 02:36 PM IST

Sports

Latest News

ବାଲେଶ୍ୱର: ଚାନ୍ଦିପୁର ସ୍ଥିତ ଡିଆର୍‌ଡିଓ ପରିସରରେ ଅଘଟଣ। ଡିଆର୍‌ଡିଓ ପରିସରରେ ଥିବା ଏମ୍‌ଇଏସ୍‌ରେ ବିଦ୍ୟୁତ୍ ଆଘାତରେ ଦୁଇ ଜଣ ଶ୍ରମିକଙ୍କ ମୃତ୍ୟୁ ହୋଇଥିବା ବେଳେ ୫ ଜଣ ଗୁରୁତର ଭାବେ ଆହତ ହୋଇଛନ୍ତି। ଘଟଣାସ୍ଥଳରେ ହିଁ ଦୁଇ ଶ୍ରମିକଙ୍କ ମୃତ୍ୟୁ ଘଟିଥିଲା।

ଷ୍ଟ୍ରିଟ୍ ଲାଇଟ୍ ଲଗାଇବା ପାଇଁ ଡ୍ରିଲିଂ କଲା ବେଳେ ଏହି ଅଘଟଣ ଘଟିଛି। ଏମ୍‌ଇଏସ୍ ଭିତରେ ଥିବା ଅଣ୍ଡର ଓୟାରିଂରୁ ବିଦ୍ୟୁତ୍ ଆଘାତରେ ଏହି ଶ୍ରମିକ ଦ୍ୱୟଙ୍କ ମୃତ୍ୟୁ ହୋଇଥିବା ବେଳେ ଅନ୍ୟମାନେ ଆହତ ହୋଇଛନ୍ତି। ଡ୍ରିଲିଂ କଲା ବେଳେ ବିଦ୍ୟୁତ୍ ତାର ସଂସ୍ପଶରେ ଆସି ଯାଇଥିଳା ଡ୍ରିଲିଂ ମେସିନ୍।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos