ବାଲେଶ୍ୱର: ଜଙ୍ଖରାଇରେ ଗୋଷ୍ଠୀ ସଂଘର୍ଷ, ୫୦ ଗିରଫ, ୧୪୪ ଧାରା ଜାରି

ବାଲେଶ୍ୱର: ବାଲେଶ୍ୱର ସଦରଥାନା ଅନ୍ତର୍ଗତ ଚଷାଖଣ୍ଡ ନିକଟ ଜଙ୍ଖରାଇରେ   ଗୋଷ୍ଠୀ ସଂଘର୍ଷ ଘଟି ୩ ବଖରା ଘର ପୋଡିଯିବା  ସହ ୧୦ଜଣ ଆହତ ହୋଇଛନ୍ତି। ଆହତମାନଙ୍କୁ ବାଲେଶ୍ୱର ଡାକ୍ତରଖାନାରେ ଭର୍ତ୍ତି କରାଯାଇଛି। ଦୁଇଜଣଙ୍କ ଅବସ୍ଥା ଗୁରୁତର ହେବାରୁ ତାଙ୍କୁ କଟକ ସ୍ଥାନାନ୍ତର କରାଯାଇଛି। ଉତ୍ତେଜନା ଲାଗି ରହିଥିବାରୁ ଗାଁରେ ୧୪୪ ଧାରା ଜାରି କରାଯାଇଛି। ପୋଲିସ୍ ୩୬ ଜଣଙ୍କୁ ଗିରଫ କରିଛି। ଘଟଣାସ୍ଥଳରୁ ପୋଲିସ୍  ଏସିଡ୍‌ ବୋତଲ ଓ ମାରଣାସ୍ତ୍ର ଜବତ କରିଛି। ପରିସ୍ଥିତି  ନିୟନ୍ତ୍ରଣ ପାଇଁ  […]

balaswer

balaswer

Rakesh Mallick
  • Published: Friday, 08 July 2016
  • Updated: 08 July 2016, 07:34 PM IST

Sports

Latest News

ବାଲେଶ୍ୱର: ବାଲେଶ୍ୱର ସଦରଥାନା ଅନ୍ତର୍ଗତ ଚଷାଖଣ୍ଡ ନିକଟ ଜଙ୍ଖରାଇରେ   ଗୋଷ୍ଠୀ ସଂଘର୍ଷ ଘଟି ୩ ବଖରା ଘର ପୋଡିଯିବା  ସହ ୧୦ଜଣ ଆହତ ହୋଇଛନ୍ତି। ଆହତମାନଙ୍କୁ ବାଲେଶ୍ୱର ଡାକ୍ତରଖାନାରେ ଭର୍ତ୍ତି କରାଯାଇଛି। ଦୁଇଜଣଙ୍କ ଅବସ୍ଥା ଗୁରୁତର ହେବାରୁ ତାଙ୍କୁ କଟକ ସ୍ଥାନାନ୍ତର କରାଯାଇଛି। ଉତ୍ତେଜନା ଲାଗି ରହିଥିବାରୁ ଗାଁରେ ୧୪୪ ଧାରା ଜାରି କରାଯାଇଛି। ପୋଲିସ୍ ୩୬ ଜଣଙ୍କୁ ଗିରଫ କରିଛି। ଘଟଣାସ୍ଥଳରୁ ପୋଲିସ୍  ଏସିଡ୍‌ ବୋତଲ ଓ ମାରଣାସ୍ତ୍ର ଜବତ କରିଛି। ପରିସ୍ଥିତି  ନିୟନ୍ତ୍ରଣ ପାଇଁ  ଗାଁରେ ପୋଲିସ୍ ମୁୟତନ କରାଯାଇଛି।

ପୂର୍ବ ଶତ୍ରୁତାକୁ କେନ୍ଦ୍ରକରି ସଂଖ୍ୟାଲଘୁ ସଂପ୍ରଦାୟର ଦୁଇ ଗୋଷ୍ଠୀ ମଧ୍ୟରେ ବିବାଦ ଲାଗିରହିଥିଲା। ଆଜି ସକାଳେ ଦୁଇ ଗୋଷ୍ଠୀ ମଧ୍ୟରେ ସଂଘର୍ଷ ଲାଗିଥିବା ଖବର ପାଇ ପୋଲିସ୍ ଗାଁରେ ଆସି ପହଞ୍ଚିଥିଲା।

ବାଲେଶ୍ୱର ଡିଏସପି ଅମରେଶ ପଣ୍ଡା କହିଛନ୍ତି, “ଚଷାଖଣ୍ଡ ନିକଟ ଜଙ୍ଖରାଇରେ ସଂଖ୍ୟାଲଘୁ ସଂପ୍ରଦାୟର  ଦୁଇ ଗୋଷ୍ଠୀ ମଧ୍ୟରେ ଆଜି ସକାଳେ କୌଣସି କଥାକୁ ନେଇ କଥା କଟାକଟି ହୋଇଥିଲା।  ଉଭୟଙ୍କ ମଧ୍ୟରେ ପଥର ମରାମରି ହୋଇଥିଲା। ହଠାତ୍ ଗୋଟିଏ ପକ୍ଷର ଲୋକେ କିଛି ଚାଳ ଘରେ ନିଆଁ ଲଗାଇ ଦେଇଥିଲେ। ୫ ଘଣ୍ଟାର ପରିଶ୍ରମ ପରେ ଦମକଳ ବାହିନୀ ଏହି ନିଆଁକୁ ଆୟତ୍ତ କରିଥିଲା।  ଗାଁରେ ୧୪୪ ଧାରା  ଜାରି କରାଯାଇଛି। ଏହି ଘଟଣାରେ ୩୬ ଜଣ ଲୋକଙ୍କୁ ଗିରଫ କରାଯାଇଛି। ଘଟଣାସ୍ଥଳରେ ପୋଲିସ୍ ମୁତୟନ କରାଯାଇଛି। ବର୍ତ୍ତମାନ ସ୍ଥିତି ନିୟନ୍ତ୍ରଣରେ ରହିଛି।”

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story