ବାଲେଶ୍ୱର ମେଡିକାଲରେ ଡାକ୍ତରଙ୍କୁ ମରଣାନ୍ତକ ଆକ୍ରମଣ, ଆସନ୍ତାକାଲିଠୁ ଡାକ୍ତରଙ୍କ କାର୍ଯ୍ୟ ବନ୍ଦ

ବାଲେଶ୍ୱର: ଚିକତ୍ସା ଅବହେଳା ଅଭିଯୋଗ କରି ରୋଗୀଙ୍କ ସମ୍ପର୍କୀୟଙ୍କ ମାଡ଼ରେ ଗୁରୁତର ବାଲେଶ୍ୱର ମେଡିକାଲର ମେଡିସିନ୍‌ ସ୍ପେଶାଲିଷ୍ଟ ଡାକ୍ତର ଭରତ ସାମଲଙ୍କୁ ଆଜି ଆଇସିୟୁରେ ଭର୍ତ୍ତି କରାଯାଇଛି। ଭରତଙ୍କ ମୁଣ୍ଡକୁ  ଲୁହା ଛଡ଼ରେ ମାଡ ମରାଯାଇଥିବା ଅଭିଯୋଗ ହୋଇଛି। ଏହି ଘଟଣା ପ୍ରତିବାଦରେ ଆସନ୍ତାକାଲିଠାରୁ କାର୍ଯ୍ୟ ବନ୍ଦ କରିବାକୁ ନିଷ୍ପତ୍ତି ନେଇଛନ୍ତି ଡାକ୍ତରଖାନାର ଡାକ୍ତରମାନେ। ସେମାନଙ୍କୁ ସୁରକ୍ଷା ଯୋଗାଇ ନ ଦିଆଯିବା ପର୍ଯ୍ୟନ୍ତ ସେମାନେ କାର୍ଯ୍ୟ ବନ୍ଦ କରିବେ ବୋଲି କହିଛନ୍ତି। ଡାକ୍ତରଖାନା ପରିସରରେ ଉତ୍ତେଜନା ସ୍ଥିତି ଜାରି […]

balasewr

balasewr

Rakesh Mallick
  • Published: Friday, 19 August 2016
  • Updated: 19 August 2016, 09:35 PM IST

Sports

Latest News

ବାଲେଶ୍ୱର: ଚିକତ୍ସା ଅବହେଳା ଅଭିଯୋଗ କରି ରୋଗୀଙ୍କ ସମ୍ପର୍କୀୟଙ୍କ ମାଡ଼ରେ ଗୁରୁତର ବାଲେଶ୍ୱର ମେଡିକାଲର ମେଡିସିନ୍‌ ସ୍ପେଶାଲିଷ୍ଟ ଡାକ୍ତର ଭରତ ସାମଲଙ୍କୁ ଆଜି ଆଇସିୟୁରେ ଭର୍ତ୍ତି କରାଯାଇଛି। ଭରତଙ୍କ ମୁଣ୍ଡକୁ  ଲୁହା ଛଡ଼ରେ ମାଡ ମରାଯାଇଥିବା ଅଭିଯୋଗ ହୋଇଛି।

ଏହି ଘଟଣା ପ୍ରତିବାଦରେ ଆସନ୍ତାକାଲିଠାରୁ କାର୍ଯ୍ୟ ବନ୍ଦ କରିବାକୁ ନିଷ୍ପତ୍ତି ନେଇଛନ୍ତି ଡାକ୍ତରଖାନାର ଡାକ୍ତରମାନେ। ସେମାନଙ୍କୁ ସୁରକ୍ଷା ଯୋଗାଇ ନ ଦିଆଯିବା ପର୍ଯ୍ୟନ୍ତ ସେମାନେ କାର୍ଯ୍ୟ ବନ୍ଦ କରିବେ ବୋଲି କହିଛନ୍ତି।

ଡାକ୍ତରଖାନା ପରିସରରେ ଉତ୍ତେଜନା ସ୍ଥିତି ଜାରି ରହିଥିବା ବେଳେ ସୁରକ୍ଷା ଦୃଷ୍ଟିରୁ ସେଠାରେ ପୋଲିସ୍‌କୁ ମୁତୟନ କରାଯାଇଛି।

ରେମୁଣା ବାଳଗୋପାଳପୁର ଅଞ୍ଚଳର କ୍ରିଷ୍ଣା ଦେ ନାମକ ଜଣେ ରୋଗୀଙ୍କୁ ଗୁରୁତର ଅବସ୍ଥାରେ  ବାଲେଶ୍ୱର ଡାକ୍ତରଖାନାରେ ଭର୍ତ୍ତି କରାଯାଇଥିଲା। ଇମର୍ଜେନସି ଡ୍ୟୁଟିରେ ଥିବା ଡାକ୍ତର ସାମଲ କ୍ରିଷ୍ଣାଙ୍କ ଅବସ୍ଥା ସଙ୍କଟାପନ୍ନ ଥିବାରୁ ତାଙ୍କୁ କଟକ ବଡ଼ ମେଡିକାଲକୁ ନେବା ପାଇଁ ରୋଗୀଙ୍କ ସର୍ମ୍ପକୀୟଙ୍କୁ କହିଥିଲେ। ଏହାର କିଛି ସମୟ ପରେ କ୍ରିଷ୍ଣାର ମୃତ୍ୟୁ ଘଟିଥିଲା। ଏହାକୁ କେନ୍ଦ୍ରକରି ଡାକ୍ତର ସାମଲଙ୍କୁ  ରୋଗୀଙ୍କ ସମ୍ପର୍କୀୟ ଜଣଙ୍କ ମାଡ଼ ମାରିଥିଲେ।

ଏହି ଘଟଣା ପରେ ସିଡିଏମଓଙ୍କ କାର୍ଯ୍ୟାଳୟରେ ଏକ ଜରୁରୀ ବୈଠକ ବସିଥିଲା। ପୋଲିସ୍‌ ମୃତ ରୋଗୀଙ୍କ ବାପାଙ୍କୁ ଅଟକ ରଖି ତଦନ୍ତ ଆରମ୍ଭ କରିଛି। ଚିକିତ୍ସା ଅବହେଳାରୁ କ୍ରିଷ୍ଣାଙ୍କ ମୃତ୍ୟୁ ହୋଇଥିବା ଅଭିଯୋଗ କରି ରୋଗୀଙ୍କ ସମ୍ପକୀୟଙ୍କ ପକ୍ଷରୁ ଥାନାରେ ଅଭିଯୋଗ କରାଯାଇଛି।

ଡାକ୍ତର ଭରତ ସାମଲ କହିଛନ୍ତି,“ବାଳଗୋପାଳପୁର ଅଞ୍ଚଳର କ୍ରିଷ୍ଣା ଦେ ନାମକ ଜଣେ ରୋଗୀ ଆମ ଡାକ୍ତରଖାନାକୁ ଚିକିତ୍ସା ପାଇଁ ଆସିଥିଲେ। ଆମେ ତାଙ୍କର ଉପଯୁକ୍ତ ଚକିତ୍ସା କରିଥିଲୁ। କ୍ରିଷ୍ଣାଙ୍କ ଅବସ୍ଥା ସଙ୍କଟାପନ୍ନ  ଥିବାରୁ  ତାଙ୍କୁ ଆମେ  କଟକ ବଡ଼ମେଡିକାଲକୁ ରେଫର କରିଥିଲୁ। କିନ୍ତୁ କ୍ରିଷ୍ଣାଙ୍କ ମୃତ୍ୟୁ ପରେ ତାଙ୍କର ଜଣେ ସମ୍ପର୍କୀୟଙ୍କ ମୁଁ ବସିଥିବା ବେଳେ ମୋ ଉପରକୁ ଟେବୁଲ ଓ ଚେୟାର ଫୋପାଡ଼ି ଥିଲେ। ମୁଁ  ଭୟରେ ପଳାଇ ଆସିବାରୁ ପଛପଟୁ  ଲୁହା ଛଡ଼ରେ ମୋ ମୁଣ୍ଡକୁ ପିଟିଦେଇଥିଲେ। ”

ରୋଗୀର ସମ୍ପର୍କୀୟଙ୍କ ଦୀପକ ଦେ କହିଛନ୍ତି, “କ୍ରିଷ୍ଣାକୁ ଦେଖିବାକୁ ନର୍ସ ଦିଦିଙ୍କୁ  ଡାକିଥିଲେ ମଧ୍ୟ ଆମ କଥାକେହି ଶୁଣିନଥିଲେ। ଟିକିଏ ଦେଖି ଦେଇ ପଳାଇଯାଇଥିଲେ। ଚିକିତ୍ସା ଅବହେଳାରୁ କ୍ରିଷ୍ଣାର ମୃତ୍ୟୁ ହୋଇଛି।”

ବୁଧବାର ରାତିରେ ଚିକିତ୍ସା ଅବହେଳାରୁ  ରୋଗୀ ମୃତ୍ୟୁକୁ କେନ୍ଦ୍ର କରି ପୁରୀ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ  ଉତ୍ତେଜନା ପ୍ରକାଶ ପାଇଥିଲା। ବାଟଗାଁର ନବକିଶୋର  ଜେନା ହୃଦ୍‌ଘାତରେ ଆକ୍ରାନ୍ତ ହେବାରୁ ତାଙ୍କ ସମ୍ପର୍କୀୟମାନେ ତାଙ୍କୁ ପୁରୀ ମୁଖ୍ୟ ଡାକ୍ତରଖାନାକୁ ଆଣିଥିଲେ। ସେଠାରେ ନବକିଶୋରଙ୍କୁ ଡାକ୍ତର ମୃତ ଘୋଷଣା କରିଥିଲେ। ଚିକିତ୍ସା ଅବହେଳାରୁ  ନବକିଶୋରଙ୍କ ମୃତ୍ୟୁ ହୋଇଥିବା ତାଙ୍କ ପରିବାର ଲୋକେ ଅଭିଯୋଗ କରି କର୍ତ୍ତବ୍ୟରତ ଡାକ୍ତରଙ୍କ ଉପରେ ଆକ୍ରମଣ କରିବା ସହିତ ଡାକ୍ତରଖାନାର ଚେୟାର ଟେବୁଲ୍‌ ଓ  ରେଜିଷ୍ଟ୍ରେସନ୍‌ କାଉଣ୍ଟରରେ ଥିବା ୩ଟି କମ୍ପ୍ୟୁଟର, ଏସି, ଲାଇଟ୍‌ ଓ ଅକ୍ସଜେନ୍‌ ସିଲିଣ୍ଡର ଆଦି ଭାଙ୍ଗି ଦେଇଥିଲେ।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story