ବାଲେଶ୍ୱର: ସାହୁପଡ଼ା ନିକଟରେ ବୁଢାବଳଙ୍ଗ ନଦୀରୁ ବନ ବିଭାଗ ପକ୍ଷରୁ ଏକ ଡ଼ଲଫିନର ମୃତଦେହ ଉଦ୍ଧାର କରିଛି। ମୃତ ଡ଼ଲଫିନର ଲମ୍ୱ ୧.୯ ମିଟର, ଓଜନ ୩୦ କିଲୋଗ୍ରାମ ହେବ। ଡ଼ଲଫିନ ମୁହଁରେ ଥଣ୍ଟ ଓ ଦାନ୍ତ ଥିବାରୁ ଏହା ଗ୍ୟାଜେଟିଙ୍ଗ ଡ଼ଲଫିନ୍ ପ୍ରଜାତିର। ବ୍ୟବଚ୍ଛେଦ ରିପୋର୍ଟ ଆସିବା ମୃତ୍ୟୁର କାରଣ ଜଣାପଡ଼ିବ ବୋଲି ଡ଼ିଏଫଓ କହିଛନ୍ତି।
ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।