ବାଲିଅନ୍ତାରେ ଶଶିଭୂଷଣ ବେହେରାଙ୍କୁ କଳାପତାକା ପ୍ରଦର୍ଶନ

ଖୋର୍ଦ୍ଧା: ଖୋର୍ଦ୍ଧା ଜିଲ୍ଲା ବାଲିଅନ୍ତା ସତ୍ୟଭାମାପୁର ପଞ୍ଚାୟତର ଏଣ୍ଡରାପାଳରେ ଏକ ବାତ୍ୟା ଆଶ୍ରୟସ୍ଥଳୀ ଉଦ୍‌ଘାଟନ କରିବାକୁ ଯାଇଥିବା ବେଳେ ଜୟଦେବ ନିର୍ବାଚନ ମଣ୍ଡଳୀର ବିଜେଡି ବିଧାୟକ ଶଶିଭୂଷଣ ବେହେରାଙ୍କୁ କଳାପତାକା ପ୍ରଦର୍ଶନ କରାଯାଇଛି। ବିଧାୟକ ଶୋଭାଯାତ୍ରାରେ ଯାଉଥିବା ବେଳେ ସତ୍ୟଭାମାପୁର ସରପଞ୍ଚ ଝୁନୁବାଳା ସୁନ୍ଦରାୟ ସହ କିଛି ବିଜେଡି କର୍ମୀ ତାଙ୍କୁ ବିରୋଧ କରିବା ସହ କଳାପତାକା ଦେଖାଇଥିଲେ। କଳାପତାକା ପ୍ରଦର୍ଶନ ବେଳେ ପୋଲିସ ପକ୍ଷରୁ ମୃଦୁ ଲାଠିଚାଳନା କରାଯାଇଥିବା ପ୍ରତ୍ୟକ୍ଷଦର୍ଶୀ କହିଛନ୍ତି। ସତ୍ୟଭାମାପୁର ସରପଞ୍ଚ ଝୁନୁବାଳା […]

sashi

sashi

Rakesh Mallick
  • Published: Sunday, 25 September 2016
  • Updated: 25 September 2016, 08:08 PM IST

Sports

Latest News

ଖୋର୍ଦ୍ଧା: ଖୋର୍ଦ୍ଧା ଜିଲ୍ଲା ବାଲିଅନ୍ତା ସତ୍ୟଭାମାପୁର ପଞ୍ଚାୟତର ଏଣ୍ଡରାପାଳରେ ଏକ ବାତ୍ୟା ଆଶ୍ରୟସ୍ଥଳୀ ଉଦ୍‌ଘାଟନ କରିବାକୁ ଯାଇଥିବା ବେଳେ ଜୟଦେବ ନିର୍ବାଚନ ମଣ୍ଡଳୀର ବିଜେଡି ବିଧାୟକ ଶଶିଭୂଷଣ ବେହେରାଙ୍କୁ କଳାପତାକା ପ୍ରଦର୍ଶନ କରାଯାଇଛି। ବିଧାୟକ ଶୋଭାଯାତ୍ରାରେ ଯାଉଥିବା ବେଳେ ସତ୍ୟଭାମାପୁର ସରପଞ୍ଚ ଝୁନୁବାଳା ସୁନ୍ଦରାୟ ସହ କିଛି ବିଜେଡି କର୍ମୀ ତାଙ୍କୁ ବିରୋଧ କରିବା ସହ କଳାପତାକା ଦେଖାଇଥିଲେ। କଳାପତାକା ପ୍ରଦର୍ଶନ ବେଳେ ପୋଲିସ ପକ୍ଷରୁ ମୃଦୁ ଲାଠିଚାଳନା କରାଯାଇଥିବା ପ୍ରତ୍ୟକ୍ଷଦର୍ଶୀ କହିଛନ୍ତି।

ସତ୍ୟଭାମାପୁର ସରପଞ୍ଚ ଝୁନୁବାଳା ସୁନ୍ଦରରାୟ କହିଛନ୍ତି,“ବିଧାୟକ ଆମ ଅଞ୍ଚଳରେ ପ୍ରବେଶ ପୂର୍ବରୁ ଏନେଇ ଆମକୁ କୌଣସି ସୂଚନା ଦିଆଯାଇ ନ ଥିଲା। ବାହାର ଅଞ୍ଚଳରୁ ଆସି ଆମ ଅଞ୍ଚଳରେ କାର୍ଯ୍ୟ କରିବେ ଓ ଆମକୁ ଜଣାଇବେ ନାହିଁ। ଏଥିପାଇଁ ଆମେ କଳାପତାକା ଦେଖାଇଥିଲୁ।”

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story