ବୈଠକରେ ଅନୁପସ୍ଥିତି ମହଙ୍ଗା ପଡ଼ିଲା, କଟିଲା ଦରମା

ବଲାଙ୍ଗିର: ବୈଠକକୁ ନ ଆସିବାରୁ ଦିନର ଦରମା ଗଲା। ପ୍ରାକୃତିକ ବିପର୍ଯ୍ୟୟ ମୁକାବିଲା ବୈଠକକୁ ଆସିନଥିବା କିଛି ଅଧିକାରୀଙ୍କର ଦିନକର ଦରମା କାଟି ଦେବାକୁ ନିର୍ଦ୍ଦେଶ ଦେଇଛନ୍ତି ବଲାଙ୍ଗିର ଜିଲ୍ଲାପାଳ। ଆଜି ଡିଆଡିଏ ସମ୍ମିଳନୀ କକ୍ଷରେ ବୈଠକ ହେବ ବୋଲି ସପ୍ତାହକ ଆଗରୁ କାର୍ଯ୍ୟସୂଚୀ ପ୍ରସ୍ତୁତ ହୋଇଥିଲା। ଏଥିରେ ଜନ ପ୍ରତିନିଧି ଓ  ବରିଷ୍ଠ ପ୍ରଶାସନିକ ଅଧିକାରୀମାନେ ସାମିଲ ହୋଇଥିଲେ। ତେବେ ପିଏଚ୍‌ଡି ଓ ଆର୍‌ଡି ସମେତ ଅନ୍ୟ କିଛି ବିଭାଗର ଅଧିକାରୀ ଆସିନଥିଲେ। ପ୍ରବଳ ଗ୍ରୀଷ୍ମ […]

meeting

meeting

Rakesh Mallick
  • Published: Monday, 29 May 2017
  • Updated: 29 May 2017, 06:54 PM IST

ବଲାଙ୍ଗିର: ବୈଠକକୁ ନ ଆସିବାରୁ ଦିନର ଦରମା ଗଲା। ପ୍ରାକୃତିକ ବିପର୍ଯ୍ୟୟ ମୁକାବିଲା ବୈଠକକୁ ଆସିନଥିବା କିଛି ଅଧିକାରୀଙ୍କର ଦିନକର ଦରମା କାଟି ଦେବାକୁ ନିର୍ଦ୍ଦେଶ ଦେଇଛନ୍ତି ବଲାଙ୍ଗିର ଜିଲ୍ଲାପାଳ। ଆଜି ଡିଆଡିଏ ସମ୍ମିଳନୀ କକ୍ଷରେ ବୈଠକ ହେବ ବୋଲି ସପ୍ତାହକ ଆଗରୁ କାର୍ଯ୍ୟସୂଚୀ ପ୍ରସ୍ତୁତ ହୋଇଥିଲା। ଏଥିରେ ଜନ ପ୍ରତିନିଧି ଓ  ବରିଷ୍ଠ ପ୍ରଶାସନିକ ଅଧିକାରୀମାନେ ସାମିଲ ହୋଇଥିଲେ। ତେବେ ପିଏଚ୍‌ଡି ଓ ଆର୍‌ଡି ସମେତ ଅନ୍ୟ କିଛି ବିଭାଗର ଅଧିକାରୀ ଆସିନଥିଲେ। ପ୍ରବଳ ଗ୍ରୀଷ୍ମ ପ୍ରବାହ ଜାରି ରହିଥିବା ବେଳେ ଆଗକୁ ଲଘୁଚାପ ବର୍ଷା ଆଶଙ୍କା ରହିଛି। ସେ ଦୃଷ୍ଟିରୁ ଆଜିର ଗୁରୁତ୍ୱପୂର୍ଣ୍ଣ ବୈଠକକୁ ଆସୁନଥିବା ଅଧିକାରୀଙ୍କର ଦିନକର ଦରମା କାଟି ଦେବାକୁ ଜିଲ୍ଲାପାଳ ନିର୍ଦ୍ଦେଶ ଦେଇଛନ୍ତି।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story