ବାଲୁକା କଳା ମାଧ୍ୟମରେ ଦେଶ ଦେଶ ମଧ୍ୟରେ ବନ୍ଧୁତ୍ୱ ସ୍ଥାପନର ବାର୍ତ୍ତା

ପୁରୀ: ଆଜି ବନ୍ଧୁତ୍ୱ ଦିବସ ଅବସରରେ ପୁରୀ ଲାଇଟ୍‌ ହାଉସ୍‌ ବେଳାଭୂମିରେ ବାଲୁକା ଶିଳ୍ପୀ ମାନସ ସାହୁ ବାଲୁକା କଳା ଦ୍ୱାରା ଦେଶ ଦେଶ ମଧ୍ୟରେ ବନ୍ଧୁତ୍ୱ ସ୍ଥାପନର ଏକ ଭିନ୍ନ ବାର୍ତ୍ତା  ଦେଇଛନ୍ତି। ୧୫ ଫୁଟ୍‌ ଓସାରର ଏହି ବାଲୁକା କଳାରେ ସେ ବିଭିନ୍ନ ଦେଶର ଜାତୀୟ ପତାକାକୁ ସ୍ଥାନିତ କରିଛନ୍ତି। ଏଥିରେ ଭାରତର ତ୍ରିରଙ୍ଗା ସହ ପାକିସ୍ତାନ, ବାଂଲାଦେଶ, ଚାଇନା, ଆମେରିକା, ଜାପାନା, ଜର୍ମାନୀ ଓ ଫ୍ରାନ୍ସର ଜାତୀୟ ପତାକା ରହିଛି।

puri

puri

Rakesh Mallick
  • Published: Sunday, 07 August 2016
  • Updated: 07 August 2016, 10:49 AM IST

Sports

Latest News

ପୁରୀ: ଆଜି ବନ୍ଧୁତ୍ୱ ଦିବସ ଅବସରରେ ପୁରୀ ଲାଇଟ୍‌ ହାଉସ୍‌ ବେଳାଭୂମିରେ ବାଲୁକା ଶିଳ୍ପୀ ମାନସ ସାହୁ ବାଲୁକା କଳା ଦ୍ୱାରା ଦେଶ ଦେଶ ମଧ୍ୟରେ ବନ୍ଧୁତ୍ୱ ସ୍ଥାପନର ଏକ ଭିନ୍ନ ବାର୍ତ୍ତା  ଦେଇଛନ୍ତି। ୧୫ ଫୁଟ୍‌ ଓସାରର ଏହି ବାଲୁକା କଳାରେ ସେ ବିଭିନ୍ନ ଦେଶର ଜାତୀୟ ପତାକାକୁ ସ୍ଥାନିତ କରିଛନ୍ତି। ଏଥିରେ ଭାରତର ତ୍ରିରଙ୍ଗା ସହ ପାକିସ୍ତାନ, ବାଂଲାଦେଶ, ଚାଇନା, ଆମେରିକା, ଜାପାନା, ଜର୍ମାନୀ ଓ ଫ୍ରାନ୍ସର ଜାତୀୟ ପତାକା ରହିଛି।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos