ରିଓ ଅଲିମ୍ପିକ୍‌ ପ୍ରତିଯୋଗୀଙ୍କୁ ବାଲୁକା କଳା ମାଧ୍ୟମରେ  ଶୁଭେଚ୍ଛା

balukaଭୁବନେଶ୍ୱର: ବିଶ୍ୱ କ୍ରୀଡ଼ା ମହାକୁମ୍ଭ ରିଓ ଅଲିମ୍ପିକ୍‌ ଉଦ୍‌ଘାଟିତ ହୋଇଛି। ଏ ଅବସରରେ ୬ ଓଡ଼ିଆ ଖେଳାଳିଙ୍କ ସମେତ ଭାରତର ସମସ୍ତ ଅଲିମ୍ପିକ୍‌ ପ୍ରତିଯୋଗୀମାନଙ୍କୁ ବାଲୁକା କଳା ମାଧ୍ୟମରେ ବାଲୁକା ଶିଳ୍ପୀ ସୁବଳ ମହାରଣା ଶୁଭେଚ୍ଛା ଜଣାଇଛନ୍ତି।

 ସୁବଳ ତାଙ୍କ ବାଲୁକା କଳାରେ ରିଓ ଅଲିମ୍ପିକ୍‌ ୨୦୧୬ର ଲୋଗୋ ସହିତ ବିଭିନ୍ନ କ୍ରୀଡାର ଛବି ମଧ୍ୟ ଚିତ୍ରିତ କରିଛନ୍ତି।

ଆହୁରି ପଢ଼ନ୍ତୁ

ରାଜ୍ୟ ସରକାରଙ୍କ ଗୁରୁତ୍ୱପୂର୍ଣ୍ଣ ନିଷ୍ପତ୍ତି, ଦୁଇ ବର୍ଷ ଯାଏଁ ଚାକିରି ନାହିଁ

ବିଏମସିର ନିଷ୍ପତ୍ତି ଅଗଣତାନ୍ତ୍ରିକ, ମୁଖ୍ୟମନ୍ତ୍ରୀଙ୍କୁ ଭେଟିବେ ୯ଟି ବିରୋଧୀ ଦଳର ନେତା

ଓଏଏସ ଅଫିସରସ୍ତରରେ ଅଦଳବଦଳ; କାହାକୁ କଣ ମିଳିଲା ପଢ଼ନ୍ତୁ

‘ମୋ ସରକାର’ରେ ସାମିଲ ହେବ କୋଭିଡ୍ ପରିଚାଳନା

ଆଜି ସୁସ୍ଥ ହେଲେ ୨୧୭

୯ରୁ ଗଞ୍ଜାମ ଜିଲ୍ଲାର ସବୁ ସହର ଶଟ୍‌ଡାଉନ୍‌

ଭୁବନେଶ୍ୱରରୁ ୨୯ ‘କରୋନା’ ଆକ୍ରାନ୍ତ ଚିହ୍ନଟ, ସେଥିରୁ ୧୪ ଲୋକାଲ୍‌ କେସ୍‌

କେତେ ଝିଅ ତାଙ୍କୁ ନେଇ ସ୍ୱପ୍ନ ଦେଖୁଥିଲେ , କିନ୍ତୁ ସେ ମୋ ହାତ ଧରିଥିଲେ…

କ୍ୱାରେଣ୍ଟାଇନ୍‌ ଗଲେ ପୋକ୍ସୋ କୋର୍ଟ ବିଚାରପତି, ସରକାରୀ ଓକିଲ

ପୁଲିସ ପରେ ଡାକ୍ତର ପାଳି, ବନ୍ଧା ହେଲେ ଡାକ୍ତର ବାବୁ

ସାଙ୍ଗ ହୋଇ ଚାଲିଗଲେ ଦୁଇ ଭଉଣୀ; କାରଣ ଅସ୍ପଷ୍ଟ

କଟକ ସହରରୁ ୫ ପଜିଟିଭ ଚିହ୍ନଟ; ଅଛନ୍ତି କରୋନା ଯୋଦ୍ଧା