ଶ୍ରୀମନ୍ଦିର ପାଖରେ ବାଜିବନି ଡିଜେ

ପୁରୀ: ପୁରୀରେ ଶଦ୍ଦ ପ୍ରଦୂଷଣ ଉପରେ ଲାଗିଲା କଟକଣା। ବ୍ୟାଣ୍ଡପାର୍ଟି ଓ ଡିଜେ ଉପରେ କଟକଣା ଜାରି କଲା ଜିଲ୍ଲା ପ୍ରଶାସନ। ଏହାକୁ ଖିଲାପ କଲେ ଦୃଢ଼ କାର୍ଯ୍ୟାନୁଷ୍ଠାନ ହେବ ବୋଲି ପୁରୀ ଜିଲ୍ଲାପାଳ କହିଛନ୍ତି। ଏହି କଟକଣା ଦ୍ୱାରା ବିଶେଷକରି ଶ୍ରୀମନ୍ଦିର ନିକଟରେ କୌଣସି ବ୍ୟାଣ୍ଡ ପାର୍ଟି ଓ ଡିଜେ ପ୍ରସେସନ ହୋଇପାରିବ ନାହିଁ।  ସେହି ରାସ୍ତାରେ ଦେଇ ଆସୁଥିବା ସମୟରେ ମାଇକକୁ ବନ୍ଦ ରଖିବା ପାଇଁ ସମସ୍ତ ବ୍ୟାଣ୍ଡପାର୍ଟି ବ୍ୟବସାୟୀଙ୍କୁ ନୋଟିସ୍‌ ଜାରି କରାଯାଇଛି।  […]

sri-jagannatha

sri-jagannatha

Rakesh Mallick
  • Published: Friday, 24 November 2017
  • Updated: 24 November 2017, 08:20 AM IST

Sports

Latest News

ପୁରୀ: ପୁରୀରେ ଶଦ୍ଦ ପ୍ରଦୂଷଣ ଉପରେ ଲାଗିଲା କଟକଣା। ବ୍ୟାଣ୍ଡପାର୍ଟି ଓ ଡିଜେ ଉପରେ କଟକଣା ଜାରି କଲା ଜିଲ୍ଲା ପ୍ରଶାସନ। ଏହାକୁ ଖିଲାପ କଲେ ଦୃଢ଼ କାର୍ଯ୍ୟାନୁଷ୍ଠାନ ହେବ ବୋଲି ପୁରୀ ଜିଲ୍ଲାପାଳ କହିଛନ୍ତି। ଏହି କଟକଣା ଦ୍ୱାରା ବିଶେଷକରି ଶ୍ରୀମନ୍ଦିର ନିକଟରେ କୌଣସି ବ୍ୟାଣ୍ଡ ପାର୍ଟି ଓ ଡିଜେ ପ୍ରସେସନ ହୋଇପାରିବ ନାହିଁ।  ସେହି ରାସ୍ତାରେ ଦେଇ ଆସୁଥିବା ସମୟରେ ମାଇକକୁ ବନ୍ଦ ରଖିବା ପାଇଁ ସମସ୍ତ ବ୍ୟାଣ୍ଡପାର୍ଟି ବ୍ୟବସାୟୀଙ୍କୁ ନୋଟିସ୍‌ ଜାରି କରାଯାଇଛି।  ମାତ୍ରଧିକ ଶଦ୍ଦରେ ବାଜା ବଜାଇ ବ୍ୟାଣ୍ଡପାର୍ଟି ଗୁଡ଼ିକ ଶ୍ରୀମନ୍ଦିର ଚତୁଃପାର୍ଶ୍ୱ ଦେଇ ଯାଉଥିବାରୁ ଏହାର ପ୍ରଭାବ ଶ୍ରୀମନ୍ଦିର ଉପରେ ପଡୁଥିବାରୁ ଏଭଳି କଟକଣା କରାଯାଇଛି।

ବଡ଼ଦାଣ୍ଡ ଠାରୁ ଅନ୍ୟ ସବୁ ଜାଗାରେ ୬୦ ଡେସିମିଲ ଶଦ୍ଦରେ ମାଇକ ବଜାଇପାରିବେ।  ଯଦି ଏହି କଟକଣାକୁ ବ୍ୟାଣ୍ଡପାର୍ଟି ବ୍ୟବସାୟୀମାନେ ଅମାନ୍ୟ କରନ୍ତି. ତାହେଲେ ଆଇନ ଅନୁଯାୟୀ କାର୍ଯ୍ୟାନୁଷ୍ଠାନ ନିଆଯିବ ବୋଲି ଜିଲ୍ଲାପାଳ କହିଛନ୍ତି।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story