ପିଏଲ୍‌ଏଫ୍‌ଆଇର ବନ୍ଦ ଡାକରା, ରାଉରକେଲାରୁ ଝାଡ଼ଖଣ୍ଡକୁ ବସ୍ ଚଳାଚଳ ବନ୍ଦ

ରାଉରକେଲା: ପିଏଲ୍‌ଏଫ୍‌ଆଇ ପକ୍ଷରୁ ଆଜି ଝାଡ଼ଖଣ୍ଡରେ ବନ୍ଦ ଡାକରା ଦିଆଯାଇଛି। ତେଣୁ ସୁରକ୍ଷା ଦୃଷ୍ଟିରୁ ରାଉରକେଲାରୁ ଝାଡ଼ଖଣ୍ଡକୁ ଚଳାଚଳ କରୁଥିବା ସମସ୍ତ ବସ୍ ବନ୍ଦ ରହିଛି। ରାଉରକେଲାରୁ ଝାଡ଼ଖଣ୍ଡକୁ ଦୈନିକ ୩୫ଟି ବସ୍ ଚଳାଚଳ କରନ୍ତି। ଅନ୍ୟପକ୍ଷରେ ଏହି ବନ୍ଦକୁ ଦୃଷ୍ଟିରେ ରଖି ଓଡ଼ିଶା-ଝାଡ଼ଖଣ୍ଡ ସୀମାରେ କଡ଼ା ସୁରକ୍ଷା ବ୍ୟବସ୍ଥା କରାଯାଇଛି।

bus

bus

Rakesh Mallick
  • Published: Monday, 24 April 2017
  • Updated: 24 April 2017, 02:20 PM IST

ରାଉରକେଲା: ପିଏଲ୍‌ଏଫ୍‌ଆଇ ପକ୍ଷରୁ ଆଜି ଝାଡ଼ଖଣ୍ଡରେ ବନ୍ଦ ଡାକରା ଦିଆଯାଇଛି। ତେଣୁ ସୁରକ୍ଷା ଦୃଷ୍ଟିରୁ ରାଉରକେଲାରୁ ଝାଡ଼ଖଣ୍ଡକୁ ଚଳାଚଳ କରୁଥିବା ସମସ୍ତ ବସ୍ ବନ୍ଦ ରହିଛି। ରାଉରକେଲାରୁ ଝାଡ଼ଖଣ୍ଡକୁ ଦୈନିକ ୩୫ଟି ବସ୍ ଚଳାଚଳ କରନ୍ତି।

ଅନ୍ୟପକ୍ଷରେ ଏହି ବନ୍ଦକୁ ଦୃଷ୍ଟିରେ ରଖି ଓଡ଼ିଶା-ଝାଡ଼ଖଣ୍ଡ ସୀମାରେ କଡ଼ା ସୁରକ୍ଷା ବ୍ୟବସ୍ଥା କରାଯାଇଛି।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story