କୃଷକ ପରିଷଦର ୧୨ ଘଣ୍ଟିଆ ବୀରମହାରାଜପୁର ବନ୍ଦ

ବୀରମହାରାଜପୁର: ଗତବର୍ଷର ଫସଲ ବୀମା ଓ ଇନ୍‌ପୁଟ ସବ୍‌ସିଡ୍‌ ପ୍ରଦାନ ଦାବିରେ ଆଜି  ବୀରମହାରାଜପୁର କୃଷକ ପରିଷଦ ପକ୍ଷରୁ ୧୨ ଘଣ୍ଟିଆ ବୀରମହାରାଜପୁର ବନ୍ଦ ଡାକରା ଦିଆଯାଇଥିଲା। ଏଥିରେ ଜିଲ୍ଲା କୃଷକ ସଂଗଠନ ସାମିଲ ହୋଇଥିଲେ। ସଂଗଠନର କର୍ମକର୍ତ୍ତା ମାନେ ବୀରମହାରାଜପୁରର ମୁଖ୍ୟ ଛକ ଗୁଡ଼ିକରେ ରାସ୍ତା ଅବରୋଧ କରିଥିଲେ। ବନ୍ଦ ଯୋଗୁଁ ସହରରେ ସାଧାରଣ ଜୀବନଯାତ୍ରା ପ୍ରଭାବିତ ହୋଇଥିଲା। ସହରରେ ଦୋକାନ ବଜାର ବନ୍ଦ ରହିବା ସହ ଗାଡ଼ି ଚଳାଚଳ ବନ୍ଦ ରହିଥିଲା। ୨୦୦୪ ମସିହାରୁ […]

birmaharajpur-bandh

birmaharajpur-bandh

Rakesh Mallick
  • Published: Monday, 22 August 2016
  • Updated: 22 August 2016, 07:03 PM IST

Sports

Latest News

birmaharajpur-bandhବୀରମହାରାଜପୁର: ଗତବର୍ଷର ଫସଲ ବୀମା ଓ ଇନ୍‌ପୁଟ ସବ୍‌ସିଡ୍‌ ପ୍ରଦାନ ଦାବିରେ ଆଜି  ବୀରମହାରାଜପୁର କୃଷକ ପରିଷଦ ପକ୍ଷରୁ ୧୨ ଘଣ୍ଟିଆ ବୀରମହାରାଜପୁର ବନ୍ଦ ଡାକରା ଦିଆଯାଇଥିଲା। ଏଥିରେ ଜିଲ୍ଲା କୃଷକ ସଂଗଠନ ସାମିଲ ହୋଇଥିଲେ। ସଂଗଠନର କର୍ମକର୍ତ୍ତା ମାନେ ବୀରମହାରାଜପୁରର ମୁଖ୍ୟ ଛକ ଗୁଡ଼ିକରେ ରାସ୍ତା ଅବରୋଧ କରିଥିଲେ। ବନ୍ଦ ଯୋଗୁଁ ସହରରେ ସାଧାରଣ ଜୀବନଯାତ୍ରା ପ୍ରଭାବିତ ହୋଇଥିଲା। ସହରରେ ଦୋକାନ ବଜାର ବନ୍ଦ ରହିବା ସହ ଗାଡ଼ି ଚଳାଚଳ ବନ୍ଦ ରହିଥିଲା।

୨୦୦୪ ମସିହାରୁ କେନାଲ ପାଣି ମାଡୁ ନ ଥିବାରୁ ଜମିରୁ ଜଳକର ଆଦାୟ ତୁରନ୍ତ ବନ୍ଦ କରିବାକୁ ମଧ୍ୟ କୃଷକ ପରିଷଦ ଦାବି କରିଛି।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos