ଓଲଟି ପଡ଼ିଲା ବ୍ୟାଣ୍ଡପାର୍ଟି ଗାଡ଼ି

ଧର୍ମଗଡ଼ (ଇଙ୍ଗିତ ପଣ୍ଡା): କଳାହାଣ୍ଡି ଜିଲ୍ଲା କୋକସରା ଥାନା ଅନ୍ତର୍ଗତ ଲଡୁଗାଁଠାରେ ଏକ ବ୍ୟାଣ୍ଡପାର୍ଟି ଗାଡି ଭାରସାମ୍ୟ ହରାଇ ରାସ୍ତାକଡ଼କୁ ଓଲଟି ପଡ଼ିଛି। ଦୁର୍ଘଟଣାରେ   ୨୦ ଜଣ ଆହତ ହୋଇଛନ୍ତି। ସେମାନଙ୍କ ମଧ୍ୟରୁ ନଅ ଜଣଙ୍କ ଅବସ୍ଥା ଗୁରୁତର ରହିଛି। ସମସ୍ତଙ୍କୁ ପ୍ରଥମେ କୋକସରା ଡାକ୍ତରଖାନାରେ ଭର୍ତ୍ତି କରାଯାଇଥିଲା। ପରେ ନଅ ଜଣଙ୍କୁ ଭବାନୀପାଟଣା ମୁଖ୍ୟ ଚିତ୍ସାଳୟକୁ ସ୍ଥାନାନ୍ତର କରାଯାଇଛି। ମିଳିଥିବା ସୂଚନା ଅନୁଯାୟୀ, ବ୍ୟାଣ୍ଡପାର୍ଟି ଗାଡ଼ିଟି ଲୋକମାନଙ୍କୁ ନେଇ ସୁପାଡ ଗାଁରୁ ଭାଲିଆଯୋରକୁ ବିବାହ ପାଇଁ […]

6660000000000000

6660000000000000

Tapaswini Nayak
  • Published: Saturday, 21 March 2020
  • Updated: 21 March 2020, 09:30 AM IST

Sports

Latest News

ଧର୍ମଗଡ଼ (ଇଙ୍ଗିତ ପଣ୍ଡା): କଳାହାଣ୍ଡି ଜିଲ୍ଲା କୋକସରା ଥାନା ଅନ୍ତର୍ଗତ ଲଡୁଗାଁଠାରେ ଏକ ବ୍ୟାଣ୍ଡପାର୍ଟି ଗାଡି ଭାରସାମ୍ୟ ହରାଇ ରାସ୍ତାକଡ଼କୁ ଓଲଟି ପଡ଼ିଛି। ଦୁର୍ଘଟଣାରେ   ୨୦ ଜଣ ଆହତ ହୋଇଛନ୍ତି। ସେମାନଙ୍କ ମଧ୍ୟରୁ ନଅ ଜଣଙ୍କ ଅବସ୍ଥା ଗୁରୁତର ରହିଛି। ସମସ୍ତଙ୍କୁ ପ୍ରଥମେ କୋକସରା ଡାକ୍ତରଖାନାରେ ଭର୍ତ୍ତି କରାଯାଇଥିଲା। ପରେ ନଅ ଜଣଙ୍କୁ ଭବାନୀପାଟଣା ମୁଖ୍ୟ ଚିତ୍ସାଳୟକୁ ସ୍ଥାନାନ୍ତର କରାଯାଇଛି।

ମିଳିଥିବା ସୂଚନା ଅନୁଯାୟୀ, ବ୍ୟାଣ୍ଡପାର୍ଟି ଗାଡ଼ିଟି ଲୋକମାନଙ୍କୁ ନେଇ ସୁପାଡ ଗାଁରୁ ଭାଲିଆଯୋରକୁ ବିବାହ ପାଇଁ ଯାଇଥିଲା। ଗତକାଲି ସନ୍ଧ୍ୟାରେ ବିବାହ କାର୍ଯ୍ୟରେ ଯୋଗ ଦେଇ  ଫେରିଲା ବେଳେ ଲଡୁଗାଁଠାରେ ଗାଡିଟି ରାସ୍ତାକଡ଼କୁ ଓଲଟି ପଡ଼ିଥିଲା। ଗାଡ଼ିରେ ୨୦ ଜଣ ଯାତ୍ରୀ ଥିଲେ।  ଦୁର୍ଘଟଣା  ପରେ ଗାଡ଼ି ଡ୍ରାଇଭର ଘଟଣାସ୍ଥଳରୁ ଫେରାର ହୋଇଯାଇଛି। 

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story