ମହାବଳ ବାଘର ମୃତଦେହ ଉଦ୍ଧାର

ବଲାଙ୍ଗିର: ବଲାଙ୍ଗିର-ନୂଆପଡ଼ା ସୀମା ଚାଉଳମୁଣ୍ଡା ଗାଁ ନିକଟସ୍ଥ ଜଙ୍ଗଲରେ ଗୋଟିଏ ମହାବଳ ବାଘର ମୃତ୍ୟୁ ହୋଇଛି। ଆଜି ସ୍ଥାନୀୟ ଲୋକେ ମହାବଳର ମୃତଦେହ ଦେଖି ଲାଠୋର ବନଖଣ୍ଡ ଅଧିକାରୀଙ୍କୁ ସୂଚନା ଦେଇଥିଲେ। ବନ ବିଭାଗ କର୍ମଚାରୀମାନେ ଘଟଣାସ୍ଥଳରେ ପହଞ୍ଚି ବାଘ ମୃତଦେହ ଉଦ୍ଧାର କରି ବ୍ୟବଚ୍ଛେଦ ପାଇଁ ପଠାଇ ତଦନ୍ତ ଚଳାଇଛନ୍ତି। ମୃତ ବାଘ ପାଟିରୁ ରକ୍ତ ବାହାରିଥିବାରୁ ତାକୁ ହତ୍ୟା କରାଯାଇଥିବା ସନ୍ଦେହ କରାଯାଉଛି। ବଳାଙ୍ଗିର ଡିଏଫ୍‌ଓ ରଶ୍ମୀରଞ୍ଜନ ନାୟକ କହିଛନ୍ତି,“ଗୋଟିଏ ରୟାଲ ଟାଇଗର ମୃତଦେହ […]

tiger

tiger

Rakesh Mallick
  • Published: Wednesday, 28 December 2016
  • Updated: 28 December 2016, 11:08 PM IST

Sports

Latest News

ବଲାଙ୍ଗିର: ବଲାଙ୍ଗିର-ନୂଆପଡ଼ା ସୀମା ଚାଉଳମୁଣ୍ଡା ଗାଁ ନିକଟସ୍ଥ ଜଙ୍ଗଲରେ ଗୋଟିଏ ମହାବଳ ବାଘର ମୃତ୍ୟୁ ହୋଇଛି। ଆଜି ସ୍ଥାନୀୟ ଲୋକେ ମହାବଳର ମୃତଦେହ ଦେଖି ଲାଠୋର ବନଖଣ୍ଡ ଅଧିକାରୀଙ୍କୁ ସୂଚନା ଦେଇଥିଲେ। ବନ ବିଭାଗ କର୍ମଚାରୀମାନେ ଘଟଣାସ୍ଥଳରେ ପହଞ୍ଚି ବାଘ ମୃତଦେହ ଉଦ୍ଧାର କରି ବ୍ୟବଚ୍ଛେଦ ପାଇଁ ପଠାଇ ତଦନ୍ତ ଚଳାଇଛନ୍ତି।

ମୃତ ବାଘ ପାଟିରୁ ରକ୍ତ ବାହାରିଥିବାରୁ ତାକୁ ହତ୍ୟା କରାଯାଇଥିବା ସନ୍ଦେହ କରାଯାଉଛି।

ବଳାଙ୍ଗିର ଡିଏଫ୍‌ଓ ରଶ୍ମୀରଞ୍ଜନ ନାୟକ କହିଛନ୍ତି,“ଗୋଟିଏ ରୟାଲ ଟାଇଗର ମୃତଦେହ ଉଦ୍ଧାର କରାଯାଇଛି। ଶବ ବ୍ୟବଚ୍ଛେଦ ରିପୋର୍ଟ ଆସିଲେ ମୃତ୍ୟୁ ପ୍ରକୃତ କାରଣ ଜଣାପଡ଼ିବ।”

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story