ବାଣୀବିହାର ଛାତ୍ର ସଂସଦ ନିର୍ବାଚନ ପ୍ରସଙ୍ଗ: ରାଜ୍ୟପାଳଙ୍କୁ ଭେଟିଲେ ତିନି ଛାତ୍ର ସଙ୍ଗଠନ

ଭୁବନେଶ୍ୱର: ଉତ୍କଳ ବିଶ୍ୱବିଦ୍ୟାଳୟ ଛାତ୍ର ସଂସଦ ନିର୍ବାଚନ ବାତିଲ ହେବା ପରେ ଆଜି ତିନି ପ୍ରମୁଖ ଛାତ୍ର ସଂଗଠନର ପ୍ରତିନିଧି କୁଳାଧିପତି ତଥା ରାଜ୍ୟପାଳ ଏସସି ଜମିରଙ୍କୁ ଭେଟିଛନ୍ତି। ପ୍ରଥମେ ଛାତ୍ର କଂଗ୍ରେସର ଆଶାୟୀ ପ୍ରାର୍ଥୀ ନିଜ ସମର୍ଥକଙ୍କ ସହ ରାଜଭବନକୁ ଯାଇ ରାଜ୍ୟପାଳଙ୍କ ଉଦ୍ଦେଶ୍ୟରେ ସ୍ମାରକପତ୍ର ପ୍ରଦାନ କରିଥିଲେ । ସେହିପରି ଏବିଭିପି  ଆଶାୟୀ ପ୍ରାର୍ଥୀ ବାଣୀବିହାରରେ ନିର୍ବାଚନ ବାତିଲକୁ ଅଗଣତାନ୍ତ୍ରିକ ବୋଲି ଦର୍ଶାଇ ରାଜ୍ୟପାଳଙ୍କ ଉଦ୍ଦେଶ୍ୟରେ ସ୍ମାରକପତ୍ର ଦେଇଥିଲେ । ବାଣୀବିହାରରେ ଛାତ୍ର ସଂସଦ […]

banibihar

banibihar

Rakesh Mallick
  • Published: Friday, 02 October 2015
  • Updated: 02 October 2015, 01:36 PM IST

Sports

Latest News

ଭୁବନେଶ୍ୱର: ଉତ୍କଳ ବିଶ୍ୱବିଦ୍ୟାଳୟ ଛାତ୍ର ସଂସଦ ନିର୍ବାଚନ ବାତିଲ ହେବା ପରେ ଆଜି ତିନି ପ୍ରମୁଖ ଛାତ୍ର ସଂଗଠନର ପ୍ରତିନିଧି କୁଳାଧିପତି ତଥା ରାଜ୍ୟପାଳ ଏସସି ଜମିରଙ୍କୁ ଭେଟିଛନ୍ତି। ପ୍ରଥମେ ଛାତ୍ର କଂଗ୍ରେସର ଆଶାୟୀ ପ୍ରାର୍ଥୀ ନିଜ ସମର୍ଥକଙ୍କ ସହ ରାଜଭବନକୁ ଯାଇ ରାଜ୍ୟପାଳଙ୍କ ଉଦ୍ଦେଶ୍ୟରେ ସ୍ମାରକପତ୍ର ପ୍ରଦାନ କରିଥିଲେ । ସେହିପରି ଏବିଭିପି  ଆଶାୟୀ ପ୍ରାର୍ଥୀ ବାଣୀବିହାରରେ ନିର୍ବାଚନ ବାତିଲକୁ ଅଗଣତାନ୍ତ୍ରିକ ବୋଲି ଦର୍ଶାଇ ରାଜ୍ୟପାଳଙ୍କ ଉଦ୍ଦେଶ୍ୟରେ ସ୍ମାରକପତ୍ର ଦେଇଥିଲେ । ବାଣୀବିହାରରେ ଛାତ୍ର ସଂସଦ ନିର୍ବାଚନ କରାଇବା ସହ ଅଣଛାତ୍ରଙ୍କୁ କ୍ୟାମ୍ପସକୁ ବାହାର କରିବା ପାଇଁ ଛାତ୍ର ସଂଗଠନମାନେ ଦାବି କରିଛନ୍ତି। ସେପଟେ ବିଜୁ ଛାତ୍ର ଜନତା ଦଳ ପକ୍ଷରୁ ମଧ୍ୟ ରାଜ୍ୟପାଳଙ୍କ ଉଦ୍ଦେଶ୍ୟରେ ଏକ ଦାବିପତ୍ର ଦିଆଯାଇଛି ।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos