ସୁଧୁରୁନି ସ୍ଥିତି: ସ୍ୱାଭାବିକ ହେଉନି ବ୍ୟାଙ୍କ ସେବା

ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର): ବାତ୍ୟା ‘ଫୋନି’ର ସପ୍ତାହେ ପରେ ବି ସ୍ୱାଭାବିକ ହୋଇନି ସ୍ଥିତି। ସ୍ୱାଭାବିକ ହୋଇପାରୁନି ବ୍ୟାଙ୍କ ସେବା। ଅଧିକାଂଶ ଏଟିଏମ୍ ଏବଂ ବ୍ୟାଙ୍କ ଗୁଡ଼ିକରେ ଏକପ୍ରକାର ଅଚଳାବସ୍ଥା ଲାଗିରହିଛି। ବିଦ୍ୟୁତ୍ ଏବଂ ଇଣ୍ଟରନେଟ୍ ସେବା ପ୍ରଭାବିତ ହୋଇଥିବାରୁ ବିଭିନ୍ନ ବ୍ୟାଙ୍କ ଗୁଡ଼ିକ ପକ୍ଷରୁ ସେବା ପ୍ରଦାନରେ ସମସ୍ୟା ଦେଖାଦେଉଛି। ଯେଉଁ କିଛି ଏଟିଏମ୍ ଗୁଡ଼ିକ ଚାଲୁଛି, ସେଗୁଡ଼ିକରେ ଉପଭୋକ୍ତାଙ୍କ ପ୍ରବଳ ଭିଡ଼ ଲାଗିରହୁଛି। ପର୍ଯ୍ୟାପ୍ତ ପରିମାଣର ଟଙ୍କା ନ ଥିବାରୁ ଉପଭୋକ୍ତାଙ୍କୁ ନାକେଦମ୍ ହେବାକୁ ପଡ଼ୁଛି। […]

ATM-2

ATM-2

Tapaswini Nayak
  • Published: Saturday, 11 May 2019
  • Updated: 11 May 2019, 10:57 AM IST

Sports

Latest News

ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର): ବାତ୍ୟା ‘ଫୋନି’ର ସପ୍ତାହେ ପରେ ବି ସ୍ୱାଭାବିକ ହୋଇନି ସ୍ଥିତି। ସ୍ୱାଭାବିକ ହୋଇପାରୁନି ବ୍ୟାଙ୍କ ସେବା। ଅଧିକାଂଶ ଏଟିଏମ୍ ଏବଂ ବ୍ୟାଙ୍କ ଗୁଡ଼ିକରେ ଏକପ୍ରକାର ଅଚଳାବସ୍ଥା ଲାଗିରହିଛି। ବିଦ୍ୟୁତ୍ ଏବଂ ଇଣ୍ଟରନେଟ୍ ସେବା ପ୍ରଭାବିତ ହୋଇଥିବାରୁ ବିଭିନ୍ନ ବ୍ୟାଙ୍କ ଗୁଡ଼ିକ ପକ୍ଷରୁ ସେବା ପ୍ରଦାନରେ ସମସ୍ୟା ଦେଖାଦେଉଛି। ଯେଉଁ କିଛି ଏଟିଏମ୍ ଗୁଡ଼ିକ ଚାଲୁଛି, ସେଗୁଡ଼ିକରେ ଉପଭୋକ୍ତାଙ୍କ ପ୍ରବଳ ଭିଡ଼ ଲାଗିରହୁଛି। ପର୍ଯ୍ୟାପ୍ତ ପରିମାଣର ଟଙ୍କା ନ ଥିବାରୁ ଉପଭୋକ୍ତାଙ୍କୁ ନାକେଦମ୍ ହେବାକୁ ପଡ଼ୁଛି।
ତେବେ ଆସନ୍ତା ସୋମବାର ସୁଦ୍ଧା ବାତ୍ୟା ପ୍ରଭାବିତ ଜିଲ୍ଲାରେ ବ୍ୟାଙ୍କ ସେବା ସ୍ୱାଭାବିକ ହେବ ବୋଲି ରାଜ୍ୟସ୍ତରୀୟ ବ୍ୟାଙ୍କର୍ସ କମିଟି ପକ୍ଷରୁ ସୂଚନା ଦିଆଯାଇଛି।

ଅନ୍ୟପକ୍ଷରେ ଫୋନିର ସପ୍ତାହେ ପରେ ବି ରାଜଧାନୀରେ ଏବେବି ଅନେକ ‌ଅଞ୍ଚଳ ଅନ୍ଧାରରେ ରହିଛି। ପର୍ଯ୍ୟାୟ କ୍ରମେ ବିଭିନ୍ନ ଅଞ୍ଚଳକୁ ବିଦ୍ୟୁତ ଯୋଗାଣ ହେଉଥିଲେ ବି ଅନେକ ସ୍ଥାନରେ ବିଜୁଳି ନଆସିବାରୁ ଲୋକଙ୍କ ମଧ୍ୟରେ ଅସନ୍ତୋଷ ଦେଖାଦେଇଛି। ବର୍ତ୍ତମାନ ସୁଦ୍ଧା ଚନ୍ଦ୍ରଶେଖରପୁର, ନୀଳାଦ୍ରିବିହାର, ଗାଡ଼କଣ, ରସୁଲଗଡ଼, ମଞ୍ଚେଶ୍ୱର ଓ ପଟିଆ ପରି ଅଞ୍ଚଳରେ ଅନ୍ଧାର ହଟିଲାଣି।
ଭୁବନେଶ୍ୱରର ମୋଟ ସାଢେ ୪ ଲକ୍ଷ ଉପଭୋକ୍ତା ମଧ୍ୟରୁ ଏବେ ଦୁଇ ଲକ୍ଷ ୩୯ ହଜାର ଉପଭୋକ୍ତାଙ୍କୁ ବିଜୁଳି ଦିଆଯାଇଥିବା ସରକାର ଦାବି କରିଛନ୍ତି।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story