ସାମ୍ବାଦିକ ସମ୍ମିଳନୀରେ ସାଙ୍ଘାତିକ ଅଭିଯୋଗ ଆଣିଲେ ବାପି ସର୍ଖେଲ

ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର): ପାରାଦୀପରେ କ୍ରାଇମ୍‌ ସିଣ୍ଡିକେଟ୍‌ର ରିଙ୍ଗ୍‌ ମାଷ୍ଟର ହେଉଛନ୍ତି ପୂର୍ବତନ ମନ୍ତ୍ରୀ ତଥା ବିଧାୟକ ଡା. ଦାମୋଦର ରାଉତ। ଖୋଲାଖୋଲି ଏମିତି ଅଭିଯୋଗ କରିଛନ୍ତି କଂଗ୍ରେସ ନେତା ବାପି ସର୍ଖେଲ। ବାପି ଏକ ସାମ୍ବାଦିକ ସମ୍ମିଳନୀ କରି ଏ କଥା ଗଣମାଧ୍ୟମ ପ୍ରତିନିଧିମାନଙ୍କୁ କହିଛନ୍ତି। ଗ୍ୟାଙ୍ଗଷ୍ଟର୍‌ ଟିଟୋ ଗିରଫ ହେବା ପରେ ଅପରାଧୀ-ବିଜେଡି ଲିଙ୍କ ନେଇ ତନାଘନା ଆରମ୍ଭ ହୋଇଥିବା ବେଳେ ଗୋଟିଏ ପରେ ଗୋଟିଏ ଅପ୍ରତ୍ୟାଶିତ ଘଟଣା ଘଟୁଛି। ଏହି ସିରିଜ୍‌ରେ ବାପିଙ୍କ ସାମ୍ବାଦିକ […]

ring

ring

Rakesh Mallick
  • Published: Monday, 30 July 2018
  • Updated: 30 July 2018, 06:39 PM IST

Sports

Latest News

ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର): ପାରାଦୀପରେ କ୍ରାଇମ୍‌ ସିଣ୍ଡିକେଟ୍‌ର ରିଙ୍ଗ୍‌ ମାଷ୍ଟର ହେଉଛନ୍ତି ପୂର୍ବତନ ମନ୍ତ୍ରୀ ତଥା ବିଧାୟକ ଡା. ଦାମୋଦର ରାଉତ। ଖୋଲାଖୋଲି ଏମିତି ଅଭିଯୋଗ କରିଛନ୍ତି କଂଗ୍ରେସ ନେତା ବାପି ସର୍ଖେଲ। ବାପି ଏକ ସାମ୍ବାଦିକ ସମ୍ମିଳନୀ କରି ଏ କଥା ଗଣମାଧ୍ୟମ ପ୍ରତିନିଧିମାନଙ୍କୁ କହିଛନ୍ତି।

ଗ୍ୟାଙ୍ଗଷ୍ଟର୍‌ ଟିଟୋ ଗିରଫ ହେବା ପରେ ଅପରାଧୀ-ବିଜେଡି ଲିଙ୍କ ନେଇ ତନାଘନା ଆରମ୍ଭ ହୋଇଥିବା ବେଳେ ଗୋଟିଏ ପରେ ଗୋଟିଏ ଅପ୍ରତ୍ୟାଶିତ ଘଟଣା ଘଟୁଛି। ଏହି ସିରିଜ୍‌ରେ ବାପିଙ୍କ ସାମ୍ବାଦିକ ସମ୍ମିଳନୀ ମଧ୍ୟ ଗୋଟିଏ ବୋଲି ଧରାଯାଇପାରେ।

ପ୍ରଥମେ ଟିଟୋ ଗିରଫ ହେବା ପରେ ନିକଟରେ ଏସ୍‌ଟିଏଫ୍‌ ଡମ୍ପର ଆସୋସିଏସନର ସମ୍ପାଦକ ବାପୁ ପରିଡ଼ାଙ୍କୁ ଗିରଫ କରିଛି। ବାପିଙ୍କ ମତରେ ଡା ରାଉତ ଓ ବାପୁଙ୍କ ଭିତରେ ରହିଛି ନିବିଡ଼ ସମ୍ପର୍କ। ଏମିତିକି ବିଭିନ୍ନ ଟେଣ୍ଡର ପ୍ରକ୍ରିୟାକରଣ  ସମୟରେ ବାପୁଙ୍କୁ ଅଗ୍ରାଧିକାର ଦେବାକୁ ଖୋଦ୍‌ ଦାମବାବୁ କୁଆଡେ ପ୍ରଶାସନିକ ଅଧିକାରୀଙ୍କୁ ସୁପାରିସ୍‌ କରିଛନ୍ତି ବୋଲି ବାପି ଅଭିଯୋଗ କରିଛନ୍ତି।

ଖାଲି ସେତିକି ନୁହେଁ ୨୦୧୬ରେ ଡା. ରାଉତ ନିଜ ମନ୍ତ୍ରୀପଦର ଦୂରୁପଯୋଗ କରି ତାଙ୍କୁ(ବାପି ସର୍ଖେଲ) ଫଲ୍ସ କେସ୍‌ରେ ଗିରଫ କରିବାକୁ ତତ୍କାଳୀନ ଜଗତ୍‌ସିଂହପୁର ଏସ୍‌ପିଙ୍କୁ ମଧ୍ୟ ସୁପାରିସ୍‌ କରିଥିବା ସେ ଅଭିଯୋଗ ଉଠାଇଛନ୍ତି।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story