ବାରବାଟୀରେ ବୋତଲ ଫିଙ୍ଗା ଘଟଣା: ଡିଜିଙ୍କ ଅଧ୍ୟକ୍ଷତାରେ ବସିବାକୁ ଥିବା ବୈଠକ ସ୍ଥଗିତ

ଭୁବନେଶ୍ୱର: ବାରବାଟୀରେ ସୋମବାର ଭାରତ- ଦକ୍ଷିଣ ଆଫ୍ରିକା ମଧ୍ୟରେ ଖେଳାଯାଇଥିବା ଟି-ଟ୍ୱେଣ୍ଟି ମ୍ୟାଚବେଳେ ଦର୍ଶକ ବୋତଲ ଫିଙ୍ଗିବା ଘଟଣାର ସମୀକ୍ଷା କରିବାକୁ ଡିଜି ସଞ୍ଜୀବ ମାରିକ ପୋଲିସ ମୁଖ୍ୟାଳୟରେ ଆଜି ଜରୁରୀ ବୈଠକ ଡାକାଇ ଥିଲେ । ତେବେ କୌଣସି କାରଣରୁ ବୈଠକକୁ ବାତିଲ କରିଦିଆଯାଇଛି । ବୈଠକରେ ଓସିଏ ସମ୍ପାଦକ ଓ ସଭାପତି, ପୋଲିସ କମିଶନର, ଏଡିଜି ଆଇନ ଶୃଙ୍ଖଳା, ଗୋଇନ୍ଦା ବିଭାଗ ନିର୍ଦ୍ଦଶକ ପ୍ରମୁଖ ଯୋଗଦେବାର କାର୍ଯ୍ୟକ୍ରମ ଥିଲା । ସୂଚନାଯୋଗ୍ୟ ଯେ, ମ୍ୟାଚରେ ଭାରତର […]

Sanjeev-Marik

Sanjeev-Marik

Rakesh Mallick
  • Published: Wednesday, 07 October 2015
  • Updated: 07 October 2015, 11:34 AM IST

Sports

Latest News

ଭୁବନେଶ୍ୱର: ବାରବାଟୀରେ ସୋମବାର ଭାରତ- ଦକ୍ଷିଣ ଆଫ୍ରିକା ମଧ୍ୟରେ ଖେଳାଯାଇଥିବା ଟି-ଟ୍ୱେଣ୍ଟି ମ୍ୟାଚବେଳେ ଦର୍ଶକ ବୋତଲ ଫିଙ୍ଗିବା ଘଟଣାର ସମୀକ୍ଷା କରିବାକୁ ଡିଜି ସଞ୍ଜୀବ ମାରିକ ପୋଲିସ ମୁଖ୍ୟାଳୟରେ ଆଜି ଜରୁରୀ ବୈଠକ ଡାକାଇ ଥିଲେ । ତେବେ କୌଣସି କାରଣରୁ ବୈଠକକୁ ବାତିଲ କରିଦିଆଯାଇଛି । ବୈଠକରେ ଓସିଏ ସମ୍ପାଦକ ଓ ସଭାପତି, ପୋଲିସ କମିଶନର, ଏଡିଜି ଆଇନ ଶୃଙ୍ଖଳା, ଗୋଇନ୍ଦା ବିଭାଗ ନିର୍ଦ୍ଦଶକ ପ୍ରମୁଖ ଯୋଗଦେବାର କାର୍ଯ୍ୟକ୍ରମ ଥିଲା ।

ସୂଚନାଯୋଗ୍ୟ ଯେ, ମ୍ୟାଚରେ ଭାରତର ଖରାପ ପ୍ରଦର୍ଶନରେ ହତୋତ୍ସାହିତ ହୋଇ କିଛି ଦର୍ଶକ ପଡିଆ ଭିତରୁକ ପାଣି ବୋତଲ ଫିଙ୍ଗି ଥିଲେ । ଫଳରେ ଖେଳକୁ ଦୁଇ ଥର ବନ୍ଦ କରିବାକୁ ପଡିଥିଲା । ପରେ ୨ ଓ ୪ ନମ୍ବର ଗ୍ୟାଲେରୀରୁ ଦର୍ଶକଙ୍କୁ ବାହାର କରାଯିବା ପରେ ଖେଳ ଆରମ୍ଭ ହୋଇଥିଲା । ଏହି ଘଟଣାକୁ ନେଇ ବାରବାଟୀକୁ ସାରା ବିଶ୍ୱର ନିନ୍ଦା କରାଯାଇଛି । ବହୁ ପୂର୍ବତନ ଓ ବର୍ତ୍ତମାନର ଖେଳାଳୀ ବାରବାଟୀ ଷ୍ଟାଡିୟମକୁ ମ୍ୟାଚ ପରିଚାଳନା ଦାୟିତ୍ୱ ଦେବା ବନ୍ଦ କରିବାକୁ ଦାବି କରିଛନ୍ତି । ଭାରତର ପୂର୍ବତନ ଖେଳାଳି ସୁନିଲ ଗାଭାସ୍କାର ବାରବାଟୀକୁ ୨ ବର୍ଷ ଖେଳ ପରିଚାଳନା ନ ଦେବାକୁ ଦାବି କରିଛନ୍ତି ।

ସେପଟେ ମୁଖ୍ୟମନ୍ତ୍ରୀ ସଚିବାଳୟରେ ଗତକାଲି ବୈଠକରେ ଏ ନେଇ ଅସନ୍ତୋଷ ପ୍ରକାଶ କରିଛନ୍ତି । ଘଟଣାର ତଦନ୍ତ କରି ଏକମାସ ମଧ୍ୟରେ ରିପୋର୍ଟ ଦେବାକୁ ସ୍ୱରାଷ୍ଟ୍ର ବିଭାଗର ପ୍ରମୁଖ ସଚିବଙ୍କୁ ମୁଖ୍ୟମନ୍ତ୍ରୀ ନିର୍ଦ୍ଦେଶ ଦେଇଛନ୍ତି । ଏହାସହ ଭବିଷ୍ୟତରେ ଯେଭଳି ଏପରି ଘଟଣାର ପୁନରାବୃତ୍ତି ନ ଘଟେ ସେଥିପାଇଁ ସତର୍କ ରହିବାକୁ ମୁଖ୍ୟମନ୍ତ୍ରୀ ଓସିଏ ଓ ପୋଲିସକୁ ତାଗିଦ କରିଥିଲେ । ଷ୍ଟାଡିୟମ ମଧ୍ୟକୁ କେଉଁ ପରିସ୍ଥିତିରେ ପାଣି ବୋତଲ ନେବାକୁ ଦର୍ଶକଙ୍କୁ ଅନୁମତି ଦିଆଗଲା ସେ ସମ୍ପର୍କରେ ପୋଲିସ ପ୍ରଶାସନକୁ ମୁଖ୍ୟମନ୍ତ୍ରୀ ପଚାରି ବୁଝିଥିଲେ । ଆଗାମୀ ଦିନରେ କଟକରେ ମ୍ୟାଚ ଆୟୋଜନ ହେଲେ ଏପରି ସମସ୍ୟାକୁ ଏଡାଇବାକୁ ପ୍ରତିକାରମୂଳକ ପଦକ୍ଷେପ ନେବାକୁ ବୈଠକରେ ମୁଖ୍ୟମନ୍ତ୍ରୀ ତାଗିଦ କରିଥିଲେ ।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story