ବରଗଡ଼ ଧନୁଯାତ୍ରାର ଆଜି ଚତୁର୍ଥ ଦିବସ

ବରଗଡ଼: ଆଜି ବରଗଡ ଧନୁଯାତ୍ରାର ଚତୁର୍ଥ ଦିବସ। ମଥୁରା ନଗରୀ ସାଜିଥିବା ବରଗଡ଼ରେ ଚାଲିଛି ପ୍ରବଳ ପ୍ରତାପୀ ମହାରାଜ କଂସଙ୍କ ରାଜୁତି। ରବିବାର ମଞ୍ଚସ୍ଥ ହେବ ମହାରାଜା କଂସଙ୍କ ମୁକ୍ତେଶ୍ୱର ମହାଦେବ ଦର୍ଶନ ଏବଂ ରୁଦ୍ରାଭିଷେକ କାର୍ଯ୍ୟକ୍ରମ ରହିଛି। ଏହାସହ ବିଜୁଳୀ କନ୍ୟାକୁ ପ୍ରହାର  ଓ କଂସଙ୍କ ଉଦ୍ଦେଶ୍ୟରେ ହେବ ଦୈବବାଣୀ।

 ସେପଟେ କୃଷ୍ଣ ଏବଂ ବଳରାମଙ୍କୁ ପାଇ ଆନନ୍ଦରେ ଅଧୀର ହୋଇପଡ଼ିଛନ୍ତି ଗୋପପୁରବାସୀ। ଗୋପପୁରରେ କୃଷ୍ଣଲୀଳା ଆରମ୍ଭ ହୋଇଯାଇଛି। ରବିବାର ନନ୍ଦୋତ୍ସବ ସହ କୃଷ୍ଣଙ୍କ ଦୋଳିଝୁଲା, ରାସନୃତ୍ୟ, ନଗର ସଂକୀର୍ତ୍ତନ ହେବ। ଏହାପରେ ଶ୍ରୀକୃଷ୍ଣ ଗୋପପୁର ଭ୍ରମଣ କରିବା କାର୍ଯ୍ୟକ୍ରମ ରହିଛି।

ଆହୁରି ପଢ଼ନ୍ତୁ

ମାଲକାନଗିରିରେ ବନ୍ୟା ପରିସ୍ଥିତି; ବିଭିନ୍ନ ସ୍ଥାନକୁ ଯୋଗାଯୋଗ ବିଚ୍ଛିନ୍ନ

ଡାକ୍ତରମାନଙ୍କୁ ଏହି ପରାମର୍ଶ ଦେଲେ ହାଇକୋର୍ଟ

୧୫ରୁ ଖୋଲିବ ବ୍ରହ୍ମପୁର ବଡ଼ ଡାକ୍ତରଖାନାର ଓପିଡି

ନୂଆ କାରଖାନା ପାଇଁ ହଜାରେ ଦିନ କୋହଳ ହେବ ନିୟମ, ୨୦ ପ୍ରସ୍ତାବକୁ ମଞ୍ଜୁରୀ

ନୂଆଁଖାଇ ନବାନ୍ନ ଲାଗି ଲଗ୍ନ ନିର୍ଦ୍ଧାରଣ

୨୪ ଘଣ୍ଟା ବିତିଲା, କ୍ୟାପିଟାଲ ଥାନା ଆଇଆଇସିଙ୍କ ବିରୋଧରେ ମାମଲା ରୁଜୁ କରୁନି ପୁଲିସ  

ବଢୁଛି ଟେଷ୍ଟିଂ, କମୁଛି ପଜିଟିଭ୍ ସଂଖ୍ୟା

ଆରୋଗ୍ୟ ହେଲେ ୧୬୭୩ ଆକ୍ରାନ୍ତ, କେଉଁ ଜିଲ୍ଲାରୁ କେତେ ପଢ଼ନ୍ତୁ

ଜୟଦେବ ବିହାରରେ ଏକ ହୋଟେଲର ୧୮ କର୍ମଚାରୀଙ୍କୁ କରୋନା

ଟେନ୍‌ସନ୍‌ ବଢ଼ାଇଲା ଜାଲୁଆ ସାହି, ଆଜି ପୁଣି ୨୪ ଆକ୍ରାନ୍ତ ଚିହ୍ନଟ

ଭାଇରାଲ୍ ଅଡ଼ିଓ ସହ କ’ଣ ଥିଲା ଲକ୍ଷ୍ମୀକାନ୍ତଙ୍କ ସାଲାରି ସ୍ଲିପ୍‌ର ସମ୍ପର୍କ ? କ’ଣ ଖୋଜୁଥିଲା ପୁଲିସ

ଶ୍ରୀମନ୍ଦିର ସୌନ୍ଦର୍ଯ୍ୟକରଣ ପାଇଁ ଜମିହରାଙ୍କୁ ମିଳିବ ଜମି