ବରଗଡ଼: ମୃତ ଚାଷୀ ହାଡୁଙ୍କ ଫସଲ ନଷ୍ଟ ହୋଇଛି

ବରଗଡ଼: ବରଗଡ଼ ଜିଲ୍ଲା କେନ୍‌ପାଲି ଗାଁର ମୃତ ଚାଷୀ ହାଡୁ ବଗର୍ତ୍ତୀଙ୍କ ଫସଲ ନଷ୍ଟ ହୋଇଛି। ଜଳ ଅଭାବରୁ କୋବି ଓ ଧାନ ଚାଷ ମରିଯାଇଛି। ଗତକାଲି ହାଡୁଙ୍କ ଗାଁକୁ ତଦନ୍ତ ପାଇଁ ଯାଇଥିବା ଦୁଇ ଅଧିକାରୀ ଆଜି ଜିଲ୍ଲପାଳଙ୍କ ନିକଟରେ ଦାଖଲ କରିଥିବା ରିପୋର୍ଟରୁ ଏହା ଜଣାପଡ଼ିଛି। ମାତ୍ର ହାଡୁଙ୍କ ମୃତ୍ୟୁ ଫସଲ ନଷ୍ଟ କାରଣରୁ କି ନା ଅନ୍ୟ କିଛି ତାହା ସ୍ପଷ୍ଟ ହୋଇନି। ହାଡୁଙ୍କ ଆତ୍ମହତ୍ୟା କରିଥିବା ନେଇ ରାଜ୍ୟରାଜନୀତିରେ ହଇଚଇ ସୃଷ୍ଟି […]

baragada-ra-farmar-sucid-1

baragada-ra-farmar-sucid-1

Rakesh Mallick
  • Published: Wednesday, 08 March 2017
  • Updated: 08 March 2017, 10:09 PM IST

ବରଗଡ଼: ବରଗଡ଼ ଜିଲ୍ଲା କେନ୍‌ପାଲି ଗାଁର ମୃତ ଚାଷୀ ହାଡୁ ବଗର୍ତ୍ତୀଙ୍କ ଫସଲ ନଷ୍ଟ ହୋଇଛି। ଜଳ ଅଭାବରୁ କୋବି ଓ ଧାନ ଚାଷ ମରିଯାଇଛି। ଗତକାଲି ହାଡୁଙ୍କ ଗାଁକୁ ତଦନ୍ତ ପାଇଁ ଯାଇଥିବା ଦୁଇ ଅଧିକାରୀ ଆଜି ଜିଲ୍ଲପାଳଙ୍କ ନିକଟରେ ଦାଖଲ କରିଥିବା ରିପୋର୍ଟରୁ ଏହା ଜଣାପଡ଼ିଛି। ମାତ୍ର ହାଡୁଙ୍କ ମୃତ୍ୟୁ ଫସଲ ନଷ୍ଟ କାରଣରୁ କି ନା ଅନ୍ୟ କିଛି ତାହା ସ୍ପଷ୍ଟ ହୋଇନି।

ହାଡୁଙ୍କ ଆତ୍ମହତ୍ୟା କରିଥିବା ନେଇ ରାଜ୍ୟରାଜନୀତିରେ ହଇଚଇ ସୃଷ୍ଟି କରିଥିଲା। ବିରୋଧୀଙ୍କ ହୋହଲ୍ଲା ପରେ କୃଷୀମନ୍ତ୍ରୀ ପ୍ରଦୀପ ମହାରଥୀ ମାମଲାର ପୁନଃତଦନ୍ତ ପାଇଁ ଜିଲ୍ଲାପ୍ରଶାସନକୁ ନିର୍ଦ୍ଦେଶ ଦେଇଥିଲେ।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story