ଆସନ୍ତାକାଲି ବିଶ୍ୱ ପ୍ରସିଦ୍ଧ ଧନୁଯାତ୍ରା

ବରଗଡ଼: ଆସନ୍ତାକାଲିଠାରୁ ଆରମ୍ଭ ହେବ ବିଶ୍ୱ ପ୍ରସିଦ୍ଧ ଧନୁଯାତ୍ରା। ଏଥିପାଇଁ ମହାରାଜ କଂସଙ୍କ ରାଜ ଦରବାର, ରଙ୍ଗମହଲ ସାଙ୍ଗକୁ ତୋରଣ ନିର୍ମାଣ କାର୍ଯ୍ୟ ଚାଲିଛି। ଶେଷ ସ୍ପର୍ଶ ଦେବା ପାଇଁ ସମସ୍ତେ ଲାଗି ପଡ଼ିଛନ୍ତି। ଧନୁଯାତ୍ରା ପାଇଁ ବରଗଡ଼ ସହର ପାଲଟିବ ମଥୁରା ନଗରୀ ଏବଂ ଅମ୍ୱାପାଲି ଗୋପପୁର। ୧୧ ଦିନ ଧରି ଚାଲିବ ମହାରାଜ କଂସଙ୍କ ରାଜୁତି। ଯାତ୍ରା ପାଇଁ ହାତୀ ଓ ଓଟ ପହଞ୍ଚି ଗଲେଣି। ହାଟପଦା ପଡ଼ିଆରେ ବସିବ ମହାରାଜଙ୍କ ରାଜ ଦରବାର। […]

baragara dhanu jatra

baragara dhanu jatra

Rakesh Mallick
  • Published: Sunday, 01 January 2017
  • Updated: 02 January 2017, 07:51 AM IST

Sports

Latest News

ବରଗଡ଼: ଆସନ୍ତାକାଲିଠାରୁ ଆରମ୍ଭ ହେବ ବିଶ୍ୱ ପ୍ରସିଦ୍ଧ ଧନୁଯାତ୍ରା। ଏଥିପାଇଁ ମହାରାଜ କଂସଙ୍କ ରାଜ ଦରବାର, ରଙ୍ଗମହଲ ସାଙ୍ଗକୁ ତୋରଣ ନିର୍ମାଣ କାର୍ଯ୍ୟ ଚାଲିଛି। ଶେଷ ସ୍ପର୍ଶ ଦେବା ପାଇଁ ସମସ୍ତେ ଲାଗି ପଡ଼ିଛନ୍ତି।

ଧନୁଯାତ୍ରା ପାଇଁ ବରଗଡ଼ ସହର ପାଲଟିବ ମଥୁରା ନଗରୀ ଏବଂ ଅମ୍ୱାପାଲି ଗୋପପୁର। ୧୧ ଦିନ ଧରି ଚାଲିବ ମହାରାଜ କଂସଙ୍କ ରାଜୁତି। ଯାତ୍ରା ପାଇଁ ହାତୀ ଓ ଓଟ ପହଞ୍ଚି ଗଲେଣି। ହାଟପଦା ପଡ଼ିଆରେ ବସିବ ମହାରାଜଙ୍କ ରାଜ ଦରବାର। ନିଶାମଣି ସ୍କୁଲ ଲୋକମଣ୍ଡପ ପଡ଼ିଆରେ ଜମିବ ରଙ୍ଗମହଲର ଆସର। ତେବେ ପଞ୍ଚାୟତ ନିର୍ବାଚନ ପାଇଁ ଆଦର୍ଶ ଆଚରଣ ବିଧି ଲାଗୁ ହୋଇସାରିଥିବାରୁ ଏଥର କୌଣସି ମନ୍ତ୍ରୀ କିମ୍ୱା ରାଜନେତାଙ୍କୁ ଧନୁଯାତ୍ରାକୁ ନିମନ୍ତ୍ରଣ କରାଯାଇ ନାହିଁ।

ବରଗଡ଼ ଜିଲ୍ଲାପାଳ ଅଞ୍ଜନ କୁମାର ମାଣିକ କହିଛନ୍ତି,“ଚଳିତବର୍ଷ ପଞ୍ଚାୟତ ନିର୍ବାଚନ ଥିବାରୁ ନିର୍ବାଚିତ ପ୍ରତିନିଧିଙ୍କୁ ନିମନ୍ତ୍ରଣ କରାଯାଇଛି। ଚଳିତବର୍ଷ ଧନୁଯାତ୍ରାକୁ ରୀତିନୀତି, ବିଧିବିଧାନ ଓ ପରମ୍ପରାକୁ ଧ୍ୟାନ ଦେଇ ଶୃଙ୍ଖଳିତ ଭାବେ କରାଯିବ।”

ରାଜ ଦରବାର କମିଟି ଆବାହକ ରାଜେନ୍ଦ୍ର ପ୍ରସାଦ ସିଂ କହିଛନ୍ତି,“ଧନୁଯାତ୍ରା ପାଇଁ ମହଲ ପରି ଏକ ରାଜ ଦରବାର ନିର୍ମାଣ କରୁଛୁ। ଯାହାର ଉଚ୍ଚତା ପ୍ରାୟ ୬୦ ଫୁଟ୍‌ ଓ ଚଉଡା ୮୦ରୁ ୮୨ ଫୁଟ୍‌ ହେବ।”

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story