ଦିନକପରେ ବରଗଡ଼ରେ ଚାଷୀ ସମାବେଶ, ପ୍ରସ୍ତୁତି ଚୂଡ଼ାନ୍ତ ପର୍ଯ୍ୟାୟରେ

ବରଗଡ଼: ଦିନକ ପରେ ବରଗଡ଼ରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ଚାଷୀ ସମାବେଶ ଅନୁଷ୍ଠିତ ହେବ। ଏହି କାର୍ଯ୍ୟକ୍ରମକୁ ସଫଳ କରିବା ପାଇଁ ଦଳୀୟ ନେତାମାନେ ଲାଗି ପଡ଼ିଛନ୍ତି। ସଭାସ୍ଥଳରେ ପ୍ରସ୍ତୁତି ଚୂଡ଼ାନ୍ତ ପର୍ଯ୍ୟାୟରେ ପହଁଞ୍ଚିଛି। କେନ୍ଦ୍ରମନ୍ତ୍ରୀ ଜୁଏଲ ଓରାମ୍, ବିଧାୟକ ପ୍ରତାପ ଷଡ଼ଙ୍ଗୀ ଏବଂ ରାଜ୍ୟ ବିଜେପି ସଭାପତି ବସନ୍ତ ପଣ୍ଡା ପ୍ରମୁଖ ବରଗଡ଼ରେ ପହଞ୍ଚି ପ୍ରସ୍ତୁତିର ଅନୁଧ୍ୟାନ କରିଛନ୍ତି। ପ୍ରାୟ ୩୫ ଏକର ପରିମିତି ସ୍ଥାନରେ ଲୋକଙ୍କ ବସିବା ଲାଗି ବ୍ୟବସ୍ଥା କରାଯାଉଛି।  ମୋଦିଙ୍କୁ ସ୍ୱାଗତ […]

bargarh-modi

bargarh-modi

Rakesh Mallick
  • Published: Friday, 19 February 2016
  • Updated: 20 February 2016, 02:55 AM IST

Sports

Latest News

ବରଗଡ଼: ଦିନକ ପରେ ବରଗଡ଼ରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ଚାଷୀ ସମାବେଶ ଅନୁଷ୍ଠିତ ହେବ। ଏହି କାର୍ଯ୍ୟକ୍ରମକୁ ସଫଳ କରିବା ପାଇଁ ଦଳୀୟ ନେତାମାନେ ଲାଗି ପଡ଼ିଛନ୍ତି। ସଭାସ୍ଥଳରେ ପ୍ରସ୍ତୁତି ଚୂଡ଼ାନ୍ତ ପର୍ଯ୍ୟାୟରେ ପହଁଞ୍ଚିଛି। କେନ୍ଦ୍ରମନ୍ତ୍ରୀ ଜୁଏଲ ଓରାମ୍, ବିଧାୟକ ପ୍ରତାପ ଷଡ଼ଙ୍ଗୀ ଏବଂ ରାଜ୍ୟ ବିଜେପି ସଭାପତି ବସନ୍ତ ପଣ୍ଡା ପ୍ରମୁଖ ବରଗଡ଼ରେ ପହଞ୍ଚି ପ୍ରସ୍ତୁତିର ଅନୁଧ୍ୟାନ କରିଛନ୍ତି। ପ୍ରାୟ ୩୫ ଏକର ପରିମିତି ସ୍ଥାନରେ ଲୋକଙ୍କ ବସିବା ଲାଗି ବ୍ୟବସ୍ଥା କରାଯାଉଛି।  ମୋଦିଙ୍କୁ ସ୍ୱାଗତ ପାଇଁ ବରଗଡ଼ ସହରରେ ବଡ଼ ବଡ଼ ପୋଷ୍ଟର ଓ ବ୍ୟାନର ସହ ଦଳୀୟ ପତାକା ଲଗାଯାଇଛି।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story