ମହୋଦଧିରେ ବୁଡ଼ ପକାଇ ଜଗନ୍ନାଥଙ୍କୁ କ୍ଷମା ମାଗିଲେ କଂସ ମହାରାଜ

ପୁରୀ: ୧୧ ଦିନ ଧରି ଚାଲିଥିବା ବିଶ୍ୱପ୍ରସିଦ୍ଧ ବରଗଡ଼ ଧନୁ ଯାତ୍ରା ଗତକାଲି ଶେଷ ହେବା ପରେ ଆଜି ପୁରୀ ଆସି ମହୋଦଧିରେ ବୁଡ଼ ପକାଇଛନ୍ତି କଂସ ଭୂମିକାରେ ଅଭିନୟ କରିଥିବା ହୃଷିକେଶ ଭୋଇ। ଧନୁଯାତ୍ରା ସମୟରେ  କଂସ ଭୂମିକାରେ ଅବତୀର୍ଣ୍ଣ ହୋଇଥିବା ବେଳେ ସେ ଭଗବାନ କୃଷ୍ଣଙ୍କ ଉଦ୍ଦେଶ୍ୟରେ ଅନେକ କଟୁ କଥା କହିଥିବାରୁ ଏହି ପାପକୁ କ୍ଷୟ କରିବା ଉଦ୍ଦେଶ୍ୟରେ ପରମ୍ପରା ଅନୁଯାୟୀ ସେ ଆଜି ମହୋଦଧିରେ ସ୍ନାନ କରି ଜଗନ୍ନାଥ ନିକଟରେ କ୍ଷମା ପ୍ରାର୍ଥନା […]

hrushikeshbhoi

hrushikeshbhoi

Rakesh Mallick
  • Published: Friday, 13 January 2017
  • Updated: 13 January 2017, 02:32 PM IST

Sports

Latest News

ପୁରୀ: ୧୧ ଦିନ ଧରି ଚାଲିଥିବା ବିଶ୍ୱପ୍ରସିଦ୍ଧ ବରଗଡ଼ ଧନୁ ଯାତ୍ରା ଗତକାଲି ଶେଷ ହେବା ପରେ ଆଜି ପୁରୀ ଆସି ମହୋଦଧିରେ ବୁଡ଼ ପକାଇଛନ୍ତି କଂସ ଭୂମିକାରେ ଅଭିନୟ କରିଥିବା ହୃଷିକେଶ ଭୋଇ। ଧନୁଯାତ୍ରା ସମୟରେ  କଂସ ଭୂମିକାରେ ଅବତୀର୍ଣ୍ଣ ହୋଇଥିବା ବେଳେ ସେ ଭଗବାନ କୃଷ୍ଣଙ୍କ ଉଦ୍ଦେଶ୍ୟରେ ଅନେକ କଟୁ କଥା କହିଥିବାରୁ ଏହି ପାପକୁ କ୍ଷୟ କରିବା ଉଦ୍ଦେଶ୍ୟରେ ପରମ୍ପରା ଅନୁଯାୟୀ ସେ ଆଜି ମହୋଦଧିରେ ସ୍ନାନ କରି ଜଗନ୍ନାଥ ନିକଟରେ କ୍ଷମା ପ୍ରାର୍ଥନା କରିଛନ୍ତି।

ବରଗଡ଼ ଧନୁଯାତ୍ରାରେ କଂସ ଭୂମିକାରେ ଅବତୀର୍ଣ୍ଣ ହେବା ପାଇଁ ସେ ସଂକଳ୍ପ କରି ପଇତା ପରିଧାନ କରିଥିଲେ। ଆଜି ମହୋଦଧିରେ ସ୍ନାନ କରି ସେହି ପଇତାକୁ ବିସର୍ଜନ କରି ଦେଇଥିଲେ ଓ ସୂର୍ଯ୍ୟଙ୍କୁ ପ୍ରଣାମ କରିଥିଲେ। ପରେ ଶ୍ରୀମନ୍ଦିର ଆସି ଜଗତର ନାଥ ଜଗନ୍ନାଥଙ୍କ ନିକଟରେ କ୍ଷମାପ୍ରାର୍ଥନା କରିଥିଲେ।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story