ବରଗଡ଼ ଧନୁଯାତ୍ରାର ଆଜି ନବନ ଦିନ

ବରଗଡ଼: ବରଗଡ଼ ଧନୁଯାତ୍ରାର ଆଜି ନବମ ଦିବସ। ଆଜି ମଥୁରାନଗରୀରେ କୃଷ୍ଣ ରସରେ ନିମଗ୍ନ ମୁନିଋଷୀଙ୍କ ଉପରେ ଅତ୍ୟାଚାର କରିବେ କଂସ ମହାରାଜା। ସେପଟେ ଗୋପପୁରରେ ଶ୍ରୀକୃଷ୍ଣ-ବଳରାମଙ୍କ ବିଦାୟ ଉତ୍ସବ ହେବ। ତା’ସହ ଗୋପୀଙ୍କ ବିଳାପ ମଞ୍ଚସ୍ଥ ହେବ।