ବରଗଡ଼: ଟ୍ରକ୍‌କୁ ପଛରୁ ପିଟିଲା ବସ୍, ୧୦ ଆହତ

ବରଗଡ଼: ବରଗଡ଼ ଜିଲ୍ଲା ଅତାବିରା ବ୍ଲକ୍ ରେଙ୍ଗାଲି କ୍ୟାମ୍ପ୍ ଛକ ନିକଟରେ ଆଜି ସକାଳେ ଏକ ଟ୍ରକ୍‌କୁ ବସ୍‌ଟିଏ ପଛ ପଟୁ ଧକ୍କା ଦେବାରୁ ୧୦ ଜଣ ଯାତ୍ରୀ ଆହତ ହୋଇଛନ୍ତି। ସେମାନଙ୍କୁ ଅତାବିରା ଓ ବୁର୍ଲା ମେଡିକାଲ୍‌ରେ ଭର୍ତ୍ତି କରାଯାଇଛି।

ବସ୍‌ଟି ସମ୍ବଲପୁର ଅଭିମୁଖେ ଯାଉଥିଲା।