ପୁଣି ଦୁଇ ଜଣ ଚାଷୀଙ୍କ ଆତ୍ମହତ୍ୟା ଅଭିଯୋଗ

ବରଗଡ଼/ସମ୍ବଲପୁର: ରାଜ୍ୟରେ ଚାଷୀ ଆତ୍ମହତ୍ୟା ଥମିବାର ନାଁ ଧରୁନାହିଁ। ଆଜି ପୁଣି ଦୁଇଜଣ ଚାଷୀ ଆତ୍ମହତ୍ୟା କରିଥିବା ଅଭିଯୋଗ ହୋଇଛି। ଫସଲହାନି ଓ ଋଣ ଚିନ୍ତାରେ ଚାଷୀ ଦ୍ୱୟ ଆତ୍ମହତ୍ୟା କରିଥିବା ସେମାନଙ୍କ ପରିବାର ଲୋକ ଅଭିଯୋଗ କରିଛନ୍ତି। ବିଶେଷ କରି ବରଗଡ଼ରେ ଚାଷୀ ଆତ୍ମହତ୍ୟା ଅଭିଯୋଗ ଚିନ୍ତାର କାରଣ ପାଲଟିଛି। ଜିଲ୍ଲାରେ ବର୍ତ୍ତମାନ ସୁଦ୍ଧା ୨୫ରୁ ଊର୍ଦ୍ଧ୍ୱ ଚାଷୀ ଆତ୍ମହତ୍ୟା କରିଥିବା ଅଭିଯୋଗ ହୋଇଥିବା ବେଳେ ଆଜି ପୁଣି ଏକ ଅଭିଯୋଗ ଆସିଛି। ବାହାରସିରଗିଡା ବାବଜୀମଠ […]

chasi-atma-hatya

chasi-atma-hatya

Rakesh Mallick
  • Published: Monday, 21 December 2015
  • Updated: 21 December 2015, 02:29 PM IST

Sports

Latest News

ବରଗଡ଼/ସମ୍ବଲପୁର: ରାଜ୍ୟରେ ଚାଷୀ ଆତ୍ମହତ୍ୟା ଥମିବାର ନାଁ ଧରୁନାହିଁ। ଆଜି ପୁଣି ଦୁଇଜଣ ଚାଷୀ ଆତ୍ମହତ୍ୟା କରିଥିବା ଅଭିଯୋଗ ହୋଇଛି। ଫସଲହାନି ଓ ଋଣ ଚିନ୍ତାରେ ଚାଷୀ ଦ୍ୱୟ ଆତ୍ମହତ୍ୟା କରିଥିବା ସେମାନଙ୍କ ପରିବାର ଲୋକ ଅଭିଯୋଗ କରିଛନ୍ତି।

ବିଶେଷ କରି ବରଗଡ଼ରେ ଚାଷୀ ଆତ୍ମହତ୍ୟା ଅଭିଯୋଗ ଚିନ୍ତାର କାରଣ ପାଲଟିଛି। ଜିଲ୍ଲାରେ ବର୍ତ୍ତମାନ ସୁଦ୍ଧା ୨୫ରୁ ଊର୍ଦ୍ଧ୍ୱ ଚାଷୀ ଆତ୍ମହତ୍ୟା କରିଥିବା ଅଭିଯୋଗ ହୋଇଥିବା ବେଳେ ଆଜି ପୁଣି ଏକ ଅଭିଯୋଗ ଆସିଛି। ବାହାରସିରଗିଡା ବାବଜୀମଠ ଗାଁରୁ ଏପରି ଅଭିଯୋଗ ଆସିଛି। ଗାଁର ପରେଶ ଖଡିଆ ନାମକ ଜଣେ ଚାଷୀ ବିଷ ପିଇ ଆତ୍ମହତ୍ୟା କରିଛନ୍ତି। ଫସଲହାନି ଓ ଋଣ ଚିନ୍ତାରେ ପରେଶ ଆତ୍ମହତ୍ୟା କରିଥିବା ତାଙ୍କ ପରିବାର ଲୋକେ ଅଭିଯୋଗ କରିଛନ୍ତି।

ମରୁଡି ଯୋଗୁଁ ପରେଶଙ୍କ ଫସଲ ଉଜୁଡି ଯାଇଥିଲା। ଫଳରେ ଋଣ ଓ ହାତଉଧାରି କରି ଚାଷ କରିଥିବା ପରେଶ ଋଣ କିପରି ଶୁଝିବେ ତାହାକୁ ନେଇ କିଛିଦିନ ହେବ ଚିନ୍ତାରେ ଥିଲେ। ରବିବାର ରାତିରେ ସେ ମାନସିକ ଭାରସାମ୍ୟ ହରାଇ ବିଷ ପିଇ ଦେଇଥିଲେ। ଗୁରୁତର ଅବସ୍ଥାରେ ପରିବାର ଲୋକେ ତାଙ୍କୁ ଉଦ୍ଧାର କରି ବୁର୍ଲା ମେଡିକାଲରେ ଭର୍ତ୍ତି କରିଥିଲେ। ସେଠାରେ ଚିକିତ୍ସାଧୀନ ଅବସ୍ଥାରେ ଆଜି ତାଙ୍କର ମୃତ୍ୟୁ ଘଟିଛି।

ସେହିପରି ସମ୍ବଲପୁର ଜିଲ୍ଲା ଭିକମପୁରର ଚାଷୀ ନେତ୍ରୋତ୍ସବ ଜୁଆଡି ଆତ୍ମହତ୍ୟା କରିଥିବା ଅଭିଯୋଗ ହୋଇଛି। ଗୁରୁତର ଅବସ୍ଥାରେ ତାଙ୍କୁ ବୁର୍ଲା ମେଡିକାଲରେ ଭର୍ତ୍ତି କରାଯାଇଥିଲା। ସେଠାରେ ଚିକିତ୍ସାଧିନ ଅବସ୍ଥାରେ ତାଙ୍କୀ ମୃତ୍ୟୁ ଘଟିଛି।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story