ବରଗଡ଼ରେ କେନ୍ଦ୍ର ମନ୍ତ୍ରୀଙ୍କ ଗାଡ଼ି ଭଙ୍ଗା ଘଟଣାର ଆର୍‌ଡିସି ସ୍ତରୀୟ ତଦନ୍ତ ଆରମ୍ଭ

ବରଗଡ଼: କେନ୍ଦ୍ର ମନ୍ତ୍ରୀ ସନ୍ତୋଷ ଗଙ୍ଗୱାରଙ୍କ ଗାଡ଼ି ଭଙ୍ଗା ଘଟଣାର ତଦନ୍ତ ପାଇଁ ଆଜି ବରଗଡ଼ରେ ପହଞ୍ଚିଛନ୍ତି ଉତ୍ତରାଞ୍ଚଳ ଆର୍‌ଡିସି ଭାସ୍କର ଜ୍ୟୋତି ଶର୍ମା। ଏ ଘଟଣା ନେଇ ଜିଲ୍ଲା ପ୍ରଶାସନ, ପୋଲିସ୍ ଅଧିକାରୀ ଓ ସାଧାରଣ ଲୋକେ ଆର୍‌ଡିସିଙ୍କ ନିକଟରେ ସେମାନଙ୍କ ବାୟାନ ରଖୁଛନ୍ତି। ପୂର୍ବରୁ ୧୬ରୁ୧୯ ତାରିଖ ମଧ୍ୟରେ ସର୍ବସାଧାରଣ ଘଟଣା ସଂପର୍କରେ ସତ୍ୟପାଠ ଦାଖଲ କରିବାକୁ ନୋଟିସ୍ ଜାରି କରାଯାଇଥିଲା। ଏହି ଆଧାରରେ ସତ୍ୟପାଠ ଦାଖଲ କରିଥିବା ୪୫ ଜଣ ବ୍ୟକ୍ତି ସେମାନଙ୍କ […]

bhaskarsharma

bhaskarsharma

Rakesh Mallick
  • Published: Thursday, 28 July 2016
  • Updated: 28 July 2016, 12:38 PM IST

Sports

Latest News

ବରଗଡ଼: କେନ୍ଦ୍ର ମନ୍ତ୍ରୀ ସନ୍ତୋଷ ଗଙ୍ଗୱାରଙ୍କ ଗାଡ଼ି ଭଙ୍ଗା ଘଟଣାର ତଦନ୍ତ ପାଇଁ ଆଜି ବରଗଡ଼ରେ ପହଞ୍ଚିଛନ୍ତି ଉତ୍ତରାଞ୍ଚଳ ଆର୍‌ଡିସି ଭାସ୍କର ଜ୍ୟୋତି ଶର୍ମା।

ଏ ଘଟଣା ନେଇ ଜିଲ୍ଲା ପ୍ରଶାସନ, ପୋଲିସ୍ ଅଧିକାରୀ ଓ ସାଧାରଣ ଲୋକେ ଆର୍‌ଡିସିଙ୍କ ନିକଟରେ ସେମାନଙ୍କ ବାୟାନ ରଖୁଛନ୍ତି।

ପୂର୍ବରୁ ୧୬ରୁ୧୯ ତାରିଖ ମଧ୍ୟରେ ସର୍ବସାଧାରଣ ଘଟଣା ସଂପର୍କରେ ସତ୍ୟପାଠ ଦାଖଲ କରିବାକୁ ନୋଟିସ୍ ଜାରି କରାଯାଇଥିଲା। ଏହି ଆଧାରରେ ସତ୍ୟପାଠ ଦାଖଲ କରିଥିବା ୪୫ ଜଣ ବ୍ୟକ୍ତି ସେମାନଙ୍କ ବୟାନ ରଖିବେ। ସେହିଭଳି ବରଗଡ଼ ଜିଲ୍ଲାପାଳ, ଏସ୍‌ପି ଓ ଘଟଣାଦିନ ଦାୟିତ୍ୱରେ ଥିବା ଏକ୍‌ଜିକ୍ୟୁଟିଭ୍ ମାଜିଷ୍ଟ୍ରେଟ୍ ଓ ପୋଲିସ୍ ଅଧିକାରୀ ମଧ୍ୟ ଆର୍‌ଡିସିଙ୍କ ନିକଟରେ ବୟାନ ରଖିବେ।

ଗତ ଜୁନ୍ ୨୨ ତାରିଖରେ ଏକ କାର୍ଯ୍ୟକ୍ରମରେ ଯୋଗଦେବା ପାଇଁ ଯାଉଥିବା ବେଳେ କେନ୍ଦ୍ର ମନ୍ତ୍ରୀ ଗଙ୍ଗୱାରଙ୍କ ଗାଡ଼ି ଉପରକୁ ଢେଲା ମାଡ଼ କରାଯାଇଥିଲା।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story