ବିଜେପୁର ଉପ-ନିର୍ବାଚନ ପୂର୍ବରୁ ବଦଳିବେ ବରଗଡ଼ ଏସପି

ବରଗଡ଼(ଓଡ଼ିଶା ରିପୋର୍ଟର): ବଦଳିବେ ବରଗଡ଼ ଏସ୍‌ପି ବି.ଯୁଗଳ କିଶୋର। ଏଥିପାଇଁ ସରକାରୀ ସ୍ତରରେ ଆରମ୍ଭ ହୋଇଛି ପ୍ରକ୍ରିୟା। ଏସ୍‌ପିଙ୍କ ନାଁରେ ଅଭିଯୋଗର ଲମ୍ବା ତାଲିକା ଧରି ଗତ ୩୦ ତାରିଖରେ ମୁଖ୍ୟ ନିର୍ବାଚନ କମିଶନଙ୍କ ପାଖରେ ଫେରାଦ ହୋଇଥିଲା ବିଜେପି। ଏହାପରେ ଏସ୍‌ପିଙ୍କୁ ହଟାଇବା ପାଇଁ ରାଜ୍ୟ ନିର୍ବାଚନ ଅଧିକାରୀ ଗୃହ ବିଭାଗର ଅତିରିକ୍ତ ମୁଖ୍ୟ ଶାସନ ସଚିବଙ୍କୁ ଚିଠି ଲେଖିଛନ୍ତି। ବରଗଡ଼ ଏସ୍‌ପି ପାଇଁ ତୁରନ୍ତ ୩ ଜଣ ଓଡ଼ିଆ କ୍ୟାଡ଼ର ଆଇପିଏସଙ୍କ ନାଁ ସୁପାରିଶ […]

baragada sp

baragada sp

Rakesh Mallick
  • Published: Wednesday, 07 February 2018
  • Updated: 07 February 2018, 08:08 PM IST

Sports

Latest News

ବରଗଡ଼(ଓଡ଼ିଶା ରିପୋର୍ଟର): ବଦଳିବେ ବରଗଡ଼ ଏସ୍‌ପି ବି.ଯୁଗଳ କିଶୋର। ଏଥିପାଇଁ ସରକାରୀ ସ୍ତରରେ ଆରମ୍ଭ ହୋଇଛି ପ୍ରକ୍ରିୟା। ଏସ୍‌ପିଙ୍କ ନାଁରେ ଅଭିଯୋଗର ଲମ୍ବା ତାଲିକା ଧରି ଗତ ୩୦ ତାରିଖରେ ମୁଖ୍ୟ ନିର୍ବାଚନ କମିଶନଙ୍କ ପାଖରେ ଫେରାଦ ହୋଇଥିଲା ବିଜେପି। ଏହାପରେ ଏସ୍‌ପିଙ୍କୁ ହଟାଇବା ପାଇଁ ରାଜ୍ୟ ନିର୍ବାଚନ ଅଧିକାରୀ ଗୃହ ବିଭାଗର ଅତିରିକ୍ତ ମୁଖ୍ୟ ଶାସନ ସଚିବଙ୍କୁ ଚିଠି ଲେଖିଛନ୍ତି। ବରଗଡ଼ ଏସ୍‌ପି ପାଇଁ ତୁରନ୍ତ ୩ ଜଣ ଓଡ଼ିଆ କ୍ୟାଡ଼ର ଆଇପିଏସଙ୍କ ନାଁ ସୁପାରିଶ କରିବାକୁ ଚିଠିରେ ନିର୍ବାଚନ ଅଧିକାରୀ କହିଛନ୍ତି। ଏନେଇ ପୋଲିସ ଡିଜିଙ୍କୁ ଅବଗତ କରାଯାଇଛି ବୋଲି ରାଜ୍ୟ ମୁଖ୍ୟ ନିର୍ବାଚନ ଅଧିକାରୀ କହିଛନ୍ତି।

ଜାନୁଆରୀ ୭ ତାରିଖରେ ବିଜେପୁରରେ ଫୁଟିଲା ଗୁଳି। ବିଜେପି ମଣ୍ଡଳ ସଭାପତି ମନୋରଂଜନ ମେହରଙ୍କ ଘର ଉପରକୁ କିଛି ଦୁର୍ବୃତ୍ତ ଗୁଳିମାଡ କରିଥିଲେ। ମନ୍ତ୍ରୀ ସୁଶାନ୍ତ ସିଂ ଓ ତାଙ୍କ ଭାଇଙ୍କ ଉପରକୁ ଆଙ୍ଗୁଠି ଉଠାଇଲା ବିଜେପି। ନିର୍ବାଚନ କମିଶନଙ୍କୁ ଦଳ ଦେଇଥିବା ଅଭିଯୋଗ ପତ୍ରରେ ମନ୍ତ୍ରୀ ଓ ତାଙ୍କ ଭାଇଙ୍କ ନାଁ ଲେଖି ବିଜେଡି ପ୍ରାୟୋଜିତ ଗୁଣ୍ଡାରାଜର ଉଦାହରଣ ରଖିଲା। ନିର୍ବାଚନ କମିଶନଙ୍କୁ ଭେଟି ନିରପେକ୍ଷ ନିର୍ବାଚନ ପାଇଁ ଉଭୟ ଏସ୍‌ପି ଓ ଜିଲ୍ଲାପାଳଙ୍କ ବଦଳି ଦାବି କରିଥିଲା ଦଳ। ଏସ୍‌ପିଙ୍କ ବଦଳି ପାଇଁ ପ୍ରକିୟା ଆରମ୍ଭ ହୋଇଥିବା ବେଳେ ବିଜେପି କହିଛି ଜିଲ୍ଲାପାଳଙ୍କୁ ମଧ୍ୟ ବଦଳି କରାଯିବା

ବରଗଡ଼ରେ ଏକ ସାମ୍ବାଦିକ ସମ୍ମିଳନୀ କରି ଉଭୟ ବିଜେପି ଓ ବିଜେଡିର ଷ୍ଟାର ପ୍ରଚାରକଙ୍କ ଉପରେ ବର୍ଷିଛନ୍ତି ପିସିସି ସଭାପତି ପ୍ରସାଦ ହରିଚନ୍ଦନ। ବିଜେପୁରକୁ ଆସୁବା ବିଜେପିର କେନ୍ଦ୍ର ମନ୍ତ୍ରୀ ଓ ଛତିଶଗଡ ମୁଖ୍ୟମନ୍ତ୍ରୀ ପ୍ରଥମେ ଓଡିଶାର ଦାବି ପୂରଣ କରି ତା ପରେ ପ୍ରଚାରକୁ ଆସନ୍ତୁ ବୋଲି କହିଛନ୍ତି ପ୍ରସାଦ।”

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story