ଆକ୍ସନ ମୋଡ୍‌ରେ ବିଜେପି: ବାରିପଦାରେ ହେବ ରାଜ୍ୟ କାର୍ଯ୍ୟକାରିଣୀ

ଭୁବନେଶ୍ୱର: ଓଡ଼ିଶାରେ ଆକ୍ସନମୋଡ୍‌ରେ ବିଜେପି। ଜାତୀୟ କାର୍ଯ୍ୟକାରିଣୀ ପରେ ରାଜ୍ୟ କାର୍ଯ୍ୟକାରିଣୀ କରିବ। ରାଜ୍ୟ ରାଜଧାନୀ ନୁହେଁ ଆଦିବାସୀ ଅଧ୍ୟୁଷିତ ମୟୂରଭଞ୍ଜ ଜିଲ୍ଲା ସଦର ମହକୁମା ବାରିପଦାରେ ଏପ୍ରିଲ ୨୨ ଓ ୨୩ ଦୁଇ ଦିନ ଧରି ବିଜେପି କରିବ ରାଜ୍ୟ କାର୍ଯ୍ୟକାରିଣୀ। ଜାତୀୟ କାର୍ଯ୍ୟକାରିଣୀରେ ମିଶନ ଗ୍ରାଉଣ୍ଡୱାର୍କ ନେଇ ପ୍ରସ୍ତୁତ ହୋଇଥିବା ଖସଡ଼ାର ମାନସ ମନ୍ଥନ କରାଯିବ। ଏହାଛଡ଼ା ସଙ୍ଗଠନକୁ ବଜଭୁତ ପାଇଁ ନେତାଙ୍କୁ ବୁଥ୍‌ସ୍ତରକୁ ଯିବାକୁ ବ୍ଲୁ ପ୍ରିଣ୍ଟ ପ୍ରସ୍ତୁତ ହେବ। ରାଜ୍ୟ ବିଜେପି […]

bjp-flag

bjp-flag

Rakesh Mallick
  • Published: Tuesday, 18 April 2017
  • Updated: 18 April 2017, 08:29 PM IST

Sports

Latest News

ଭୁବନେଶ୍ୱର: ଓଡ଼ିଶାରେ ଆକ୍ସନମୋଡ୍‌ରେ ବିଜେପି। ଜାତୀୟ କାର୍ଯ୍ୟକାରିଣୀ ପରେ ରାଜ୍ୟ କାର୍ଯ୍ୟକାରିଣୀ କରିବ। ରାଜ୍ୟ ରାଜଧାନୀ ନୁହେଁ ଆଦିବାସୀ ଅଧ୍ୟୁଷିତ ମୟୂରଭଞ୍ଜ ଜିଲ୍ଲା ସଦର ମହକୁମା ବାରିପଦାରେ ଏପ୍ରିଲ ୨୨ ଓ ୨୩ ଦୁଇ ଦିନ ଧରି ବିଜେପି କରିବ ରାଜ୍ୟ କାର୍ଯ୍ୟକାରିଣୀ। ଜାତୀୟ କାର୍ଯ୍ୟକାରିଣୀରେ ମିଶନ ଗ୍ରାଉଣ୍ଡୱାର୍କ ନେଇ ପ୍ରସ୍ତୁତ ହୋଇଥିବା ଖସଡ଼ାର ମାନସ ମନ୍ଥନ କରାଯିବ। ଏହାଛଡ଼ା ସଙ୍ଗଠନକୁ ବଜଭୁତ ପାଇଁ ନେତାଙ୍କୁ ବୁଥ୍‌ସ୍ତରକୁ ଯିବାକୁ ବ୍ଲୁ ପ୍ରିଣ୍ଟ ପ୍ରସ୍ତୁତ ହେବ।

ରାଜ୍ୟ ବିଜେପି ସଭାପତି ବସନ୍ତ ପଣ୍ଡା କହିଛନ୍ତି,“ଜାତୀୟ କାର୍ଯ୍ୟକାରିଣୀରେ ହୋଇଥିବା ପ୍ରସ୍ତାବ ଗୁଡ଼ିକୁ ରାଜ୍ୟ କାର୍ଯ୍ୟାରିଣୀ ସଦସ୍ୟଙ୍କୁ ତୃଣମୂଳ ସ୍ତରରେ ପହଞ୍ଚାଇବା ପାଇଁ କୁହାଯାଇଛି।”

ଅନ୍ୟପକ୍ଷରେ ରାଜ୍ୟକୁ କେନ୍ଦ୍ର ଦେଉଥିବା ଅର୍ଥ ଠିକ୍‌ ଭାବେ ଖର୍ଚ୍ଚ ହେଉନଥିବା ଅଭିଯୋଗ ଆଣିଛନ୍ତି କେନ୍ଦ୍ର ମନ୍ତ୍ରୀ ଜୁଏଲ ଓରାମ। ନିଜ ମନ୍ତ୍ରଣାଳୟର ତଥ୍ୟ ରଖି ସେ ଅଭିଯୋଗ କରିଛନ୍ତି,“୨୦୧୪-୧୫ ବର୍ଷ ପାଇଁ ରାଜ୍ୟକୁ ୧୨ଟି ଯୋଜନାରେ ଆସିଥିଲା ୪୨୧ କୋଟି ୨୮ ଲକ୍ଷ ୪୮ ହଜାର ଟଙ୍କା। କିନ୍ତୁ ସରକାର ଅଧା ଅର୍ଥାତ ୨ କୋଟି ୮୬ ଲକ୍ଷ ୫୩ ହଜାର ଟଙ୍କା ଖର୍ଚ୍ଚ କରି ବିନିଯୋଗ ପ୍ରମାଣ ପତ୍ର ଦେଇଛନ୍ତି। ସେହିପରି ୧୫-୧୬ ବର୍ଷ ପାଇଁ ମନ୍ତ୍ରଣାଳୟ ଦେଇଥିବା ଟଙ୍କାର ବି ସଠିକ ବିନିଯୋଗ ହୋଇ ନାହିଁ।

ଗତ ୩ ବର୍ଷ ଭିତରେ ଆଦିବାସୀ ବ୍ୟାପାର ମନ୍ତ୍ରଣାଳୟ ରାଜ୍ୟକୁ ୧୫,୦୦ କୋଟି ଟଙ୍କା ଦେଇଥିଲେ। ଏହାର ବିନିଯୋଗକୁ ନେଇ ମୁଖ୍ୟମନ୍ତ୍ରୀଙ୍କୁ ଟାର୍ଗେଟ କରିଛନ୍ତି ଜୁଏଲ। ସେ କହିଛନ୍ତି,“ନବୀନବାବୁ ଗଣମାଧ୍ୟମରେ ସବୁବେଳେ କେନ୍ଦ୍ରର ଅବହେଳା କଥା କହୁଛନ୍ତି। ସେ ନିଜ ଦୋଷ ଦୁର୍ବଳତାକୁ ଘୋଡ଼ାଇବା ପାଇଁ କେନ୍ଦ୍ର ଉପରେ ଏପରି ଆରୋପ ଲଗାଉଛନ୍ତି।”

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story